Odisha Link
Bridging the Missing Links in Odisha
Daily Archives

September 27, 2021

ତାଲିବାନର ନୂଆ ନିୟମ: ଦାଢି କାଟିଲେ…

କାବୁଲ: ଆଫଗାନିସ୍ତାକୁ ଦଖଲ କରିବା ପରେ ତାଲିବାନ ଆଫଗାନବାସୀଙ୍କ ଉପରେ ନିଜ ୨୦ ବର୍ଷ ପୁରୁଣା ଅତ୍ୟାଚାର ଆରମ୍ଭ କରିଛି। ତାଲିବାନ ଇସଲାମକୁ ଢାଳ କରି ନିଜର କ୍ରୂରତାକୁ ଦେଶବାସୀଙ୍କ ଉପରେ ଲଦି ଦେଉଛି। ସରକାର ଗଠନ ବେଳେ ସମସ୍ତଙ୍କ ସୁରକ୍ଷା ଓ ଅଧିକାରକୁ ପ୍ରାଥମିକତା ଦେବାକୁ ଘୋଷଣା କରିଥିବା ତାଲିବାନ…

କୋରାପୁଟରେ ବାତ୍ୟା ଗୁଲାବ ପ୍ରଭାବ: ଗଛ…

କୋରାପୁଟ: ବାତ୍ୟା ଗୁଲାବ ଗଭୀର ଅବପାତ ପରେ କ୍ରମଶଃ ଦୁର୍ବଳ ହେଉଛି। ଗତ ୬ ଘଣ୍ଟା ହେଲା ଏହା ୬ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରୁଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବରେ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଯାଇଛି। ଅନେକ ଘରର…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଲଗାତାର ତୃତୀୟ ଦିନ ପାଇଁ ପୁଣି ଥରେ ବଢିଛି ଡିଜେଲ ଦର। ଆଜି ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ଡିଜେଲ ଦର ପୁଣି ଥରେ ୨୫ ପଇସାରୁ ୨୭ ପଇସା ବୃଦ୍ଧି କରିଛନ୍ତି। ଆଜିର ଦର ବୃଦ୍ଧି ପରେ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୮୯.୦୭ ଟଙ୍କାରୁ ବୃଦ୍ଧି ପାଇ ୮୯.୩୨ ଟଙ୍କାରେ…

ହାଜତ ମୃତ୍ୟୁ ମାମଲା: ୫ ପୁଲିସଙ୍କୁ…

ବରଗଡ଼: ବରଗଡ଼ ଜିଲ୍ଲା ଟାଉନ ଥାନା ହାଜତ ମୃତ୍ୟୁ ମାମଲାରେ ୫ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୫ ପୁଲିସଙ୍କୁ କାର୍ଯ୍ୟରୁ ବିଦା। ଏସପି ଏହି କର୍ମଚାରୀଙ୍କୁ କାର୍ଯ୍ୟରୁ ବିରତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କର୍ମଚାରୀମାନେ ମୃତକଙ୍କୁ ଘରୁ ଉଠାଇ ଆଣିଥିଲେ। ସୂଚନାଯୋଗ୍ୟ, ବରଗଡ଼ ଟାଉନ ଥାନାରେ…

ନଦୀ ପଠାରୁ ମଇଁଷିକୁ ଟାଣିନେଲା କୁମ୍ଭୀର

ଚାନ୍ଦବାଲି: ନଦୀ ପଠାରୁ ମଇଁଷିକୁ ଟାଣିନେଲା କୁମ୍ଭୀର। ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ହେବା ସହ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିଛି। ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ସମସ୍ତ ଅନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏପରିକି ନଦୀରେ କୁମ୍ଭୀର ପହଁରୁଥିବା ଦେଖିବାକୁ…

ପିପିଲି ବିଜେପି କାର୍ଯ୍ୟାଳୟ ଉପରେ…

ପିପିଲି: ପିପିଲି ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି। କାର୍ଯ୍ୟାଳୟର ଉପର ମହଲାର ଅସ୍ଥାୟୀ ଟେଣ୍ଡ ସାମାନ୍ୟ ପୋଡି ଯାଇଛି। ସେଠାରେ ଉପସ୍ଥିତ ଥିବା ଦଳୀୟ କାର୍ଯ୍ୟକତାମାନେ ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇଥିଲେ। ଘଟଣା ସମ୍ପର୍କରେ ଖବର…

ମୋଦିଙ୍କ ଠାରୁ ମମତା ଅଧିକ ଲୋକପ୍ରିୟ:…

ନୂଆଦିଲ୍ଲୀ: ମୋଦିଙ୍କ ଠାରୁ ମମତା ଅଧିକ ଲୋକପ୍ରିୟ। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କେବଳ ବେଙ୍ଗଲ ନୁହେଁ ଟିଏମସି ଆଗାମୀ ଦିନରେ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ବିଜୟ ଲାଭ କରିବ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ…

ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ। ଜାମିନ ପାଇଁ ସହଯୋଗ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ୧୪ ଜଣିଆ ଟିମ୍ ଶ୍ରୀ ନାୟକଙ୍କ ଠାରୁ କେମିକାଲ ବୋଳା ଟଙ୍କା…

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଲମତାପୁଟ ପୁଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ। ଏହାସହ ପୋଲିସ ୪ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି। ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଦୁଇଟି କାରକୁ ମଧ୍ୟ ଜବତ କରାଯାଇଛି। ଏହି…

ଆଜି ଭାରତ ବନ୍ଦ

ଭୁବନେଶ୍ବର: ଆଜି ଭାରତ ବନ୍ଦ। ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା। କୃଷକଙ୍କ ବନ୍ଦ ଡାକରାକୁ ଓଡ଼ିଶାର କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା…