Odisha Link
Bridging the Missing Links in Odisha
Daily Archives

December 16, 2021

ବଢ଼ିବ ବାହାଘର ପାଇଁ ଝିଅଙ୍କ ସର୍ବନିମ୍ନ…

ନୂଆଦିଲ୍ଲୀ: ବଢ଼ିବ ବାହାଘର ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ। ଏନେଇ କେନ୍ଦ୍ର କ୍ୟାବିନେଟ୍‌ ଅନୁମତି ଦେଇଛି। ଯାହାଫଳରେ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ। ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ କରିବାକୁ ଦୀର୍ଘ ଦିନରୁ ଦାବି ହେଉଥିଲା। ବର୍ଷକ ତଳେ…

ଦିନକରେ ୧୭୩ ପଜିଟିଭ୍‌ ଚିହ୍ନଟ, ଜଣେ ମୃତ

ଭୁବନେଶ୍ବର: ରାଜ୍ୟରେ ଦିନକ ମଧ୍ୟରେ ୧୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୨,୩୧୮ରେ ପହଞ୍ଚିଛି । ସେହିପରି ଦିନକରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି। ହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୦ବୃଦ୍ଧି ପାଇଛି।…

୩ ବର୍ଷ ପରେ ଅଧିନାୟକ ପଦକୁ ଫେରିଲେ…

ଆଡିଲେଡ: ଆରମ୍ଭ ହେଲା ଆଶେସ୍‌ ସିରିଜର ଦ୍ବିତୀୟ ମ୍ୟାଚ୍‌। ଦିବାରାତ୍ର ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ଲାଗିଛି ଜୋରଦାର ଝଟକା। ଦଳର ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ କମିନ୍ସ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଯାହାଫଲରେ ସେ ଦିବାରାତ୍ର ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। କମିନ୍ସ…

ଅବତରଣ ବେଳେ ବିମାନ ଦୁର୍ଘଟଣା, ଚାଲିଗଲା…

ନୂଆଦିଲ୍ଲୀ: ଅବତରଣ ବେଳେ ବିମାନ ଦୁର୍ଘଟଣା। ଜଳିଗଲା ଜେଟ୍। ଚାଲିଗଲା ୯ ଜୀବନ। ଜରୁରୀ ଅବତରଣ ବେଳେ ଘଟିଯାଇଛି ଏହି ଦୁର୍ଘଟଣା। ମୃତକମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଥିବା ବେଳେ ଅନ୍ୟ ୨ ଜଣ ବିମାନର ଚାଳକ (କ୍ରିୟୁ ସଦସ୍ୟ) ରହିଛନ୍ତି। ଡୋମିନିକାନ୍‌ ଗଣରାଜ୍ୟର ରାଜଧାନୀ ସାଣ୍ଟୋ ଡୋମିଂଗୋ ଲାସ୍…

ଆଜି ପବିତ୍ର ଧନୁ ସଂକ୍ରାନ୍ତି,…

ପୁରୀ: ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ଏଥିପାଇଁ ଶ୍ରୀମନ୍ଦିରଠୁ ଆରମ୍ଭ କରି ସମସ୍ତ ଦେବାଳୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି। ବିଶେଷକରି ଆଜିଠୁ ପହିଲି ଭୋଗ ଆରମ୍ଭ ହୋଇଥାଏ। ପହିଲି ଭୋଗରେ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୁଆଁ ଆଦି ଶ୍ରୀଜିଉଙ୍କ ନିକଟରେ ଲାଗି ହୋାଇଛି।…

କୋଲକାତା ପ୍ରସିଦ୍ଧ ଦୁର୍ଗାପୂଜା…

ନୂଆଦିଲ୍ଲୀ: ଦୁର୍ଗାପୂଜାକୁ ମିଳିଛି ଅନ୍ତର୍ଜାତିକ ସ୍ବୀକୃତି। ୟୁନେସ୍କୋ ଐତିହ୍ୟରେ ସାମିଲ ହେଲା କୋଲକାତା ପ୍ରସିଦ୍ଧ ଦୁର୍ଗାପୂଜା। ୟୁନେସ୍କୋର 'ଇନଟାଞ୍ଜିବୁଲ୍‌ ହେରିଟେଜ୍'ରେ ଦୂର୍ଗାପୂଜାକୁ ମିଳିଛି ସ୍ଥାନ। ଏନେଇ ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି।…

ବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଧର୍ମଘଟ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ୨ ଦିନିଆ ବ୍ୟାଙ୍କ ଧର୍ମଘଟ। ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋାଧରେ ବ୍ୟାଙ୍କ ୟୁନିଅନଗୁଡ଼କ ୨ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ଗୁରୁବାର ଓ ଶୁକ୍ରବାର ୨ ଦିନ ଏଥିପାଇଁ ବ୍ୟାଙ୍କ ବନ୍ଦ ରହିବ। ଧର୍ମଘଟ ଡାକରା ଫଳରେ ଆଜି ଓ କାଲି ବ୍ୟାଙ୍କ ସେବା ପ୍ରଭାବିତ ହେବ।…