Odisha Link
Bridging the Missing Links in Odisha
Daily Archives

January 31, 2022

ମଙ୍ଗଳବାର ବଜେଟ୍, ଆଶାରେ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ସଂସଦରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଆଗତ କରିବେ ସାଧାରଣ ବଜେଟ। ମହାମାରୀ ପରେ ଅର୍ଥନୀତିକୁ ବୁଷ୍ଟର ଡୋଜ ଦେବେ ଅର୍ଥମନ୍ତ୍ରୀ। ବର୍ତ୍ତମାନ ସମୟରେ ଅର୍ଥନୀତିର ଅଭିବୃଦ୍ଧି ପଥକୁ…

୬୦ ମହଲାରୁ ଡେଇଁପଡ଼ିଲେ ମିସ୍‌ ୟୁଏସ୍‌ଏ,…

ଓଏଲ୍‌ ବ୍ୟୁରୋ: ପରଲୋକରେ ମିସ୍‌ ୟୁଏସ୍‌ ୨୦୧୯। ୩୦ ବର୍ଷ ବୟସରେ ମିସ୍‌ ୟଏସ୍‌ ଚେସଲି କ୍ରିଷ୍ଟଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କ ସହରର ଏକ ୬୦ ମହଲା କୋଠାରୁ ଖସିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ମିସ୍ ୟୁନିଭର୍ସ -୨୦୨୧ ହର୍ନାଜ କୌର ସାନ୍ଧୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି…

ରାଜ୍ୟପାଳଙ୍କ ଟ୍ବିଟର ଆକାଉଣ୍ଟକୁ ବ୍ଲକ୍‌…

ଓଏଲ୍‌ ବ୍ୟୁରୋ: ବିବାଦରେ ଲାଗୁନି ବିରାମ। ବରଂ ଦିନକୁ ଦିନ ଘନେଇବାରେ ଲାଗିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ ମଧ୍ୟରେ ଲାଗି ରହିଥିବା ବିବାଦ। ଏସବୁ ମଧ୍ୟରେ ରାଜ୍ୟପାଳଙ୍କ ବିରେଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା…

ଫେବୃଆରୀ ଗାଇଡଲାଇନ୍: ଘଣ୍ଟାଏ କମିଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କରୋନା ଗ୍ରାଫ୍‌ ଉପର ତଳ ହେବାରେ ଲାଗି ରହିଛି। ଦୈନିକ ସଂକ୍ରମଣରେ ପୂର୍ବ ଅପେକ୍ଷା କମିଛି। ଏସବୁ ମଧ୍ୟରେ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ପ୍ରେସ୍‌ ବିଜ୍ଞପ୍ତିରେ ନୂଆ କଟକଣା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର। ନୂଆଗାଇଡ…