Odisha Link
Bridging the Missing Links in Odisha
Monthly Archives

January 2022

ମଙ୍ଗଳବାର ବଜେଟ୍, ଆଶାରେ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ସଂସଦରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଆଗତ କରିବେ ସାଧାରଣ ବଜେଟ। ମହାମାରୀ ପରେ ଅର୍ଥନୀତିକୁ ବୁଷ୍ଟର ଡୋଜ ଦେବେ ଅର୍ଥମନ୍ତ୍ରୀ। ବର୍ତ୍ତମାନ ସମୟରେ ଅର୍ଥନୀତିର ଅଭିବୃଦ୍ଧି ପଥକୁ…

୬୦ ମହଲାରୁ ଡେଇଁପଡ଼ିଲେ ମିସ୍‌ ୟୁଏସ୍‌ଏ,…

ଓଏଲ୍‌ ବ୍ୟୁରୋ: ପରଲୋକରେ ମିସ୍‌ ୟୁଏସ୍‌ ୨୦୧୯। ୩୦ ବର୍ଷ ବୟସରେ ମିସ୍‌ ୟଏସ୍‌ ଚେସଲି କ୍ରିଷ୍ଟଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କ ସହରର ଏକ ୬୦ ମହଲା କୋଠାରୁ ଖସିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ମିସ୍ ୟୁନିଭର୍ସ -୨୦୨୧ ହର୍ନାଜ କୌର ସାନ୍ଧୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି…

ରାଜ୍ୟପାଳଙ୍କ ଟ୍ବିଟର ଆକାଉଣ୍ଟକୁ ବ୍ଲକ୍‌…

ଓଏଲ୍‌ ବ୍ୟୁରୋ: ବିବାଦରେ ଲାଗୁନି ବିରାମ। ବରଂ ଦିନକୁ ଦିନ ଘନେଇବାରେ ଲାଗିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ ମଧ୍ୟରେ ଲାଗି ରହିଥିବା ବିବାଦ। ଏସବୁ ମଧ୍ୟରେ ରାଜ୍ୟପାଳଙ୍କ ବିରେଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା…

ଫେବୃଆରୀ ଗାଇଡଲାଇନ୍: ଘଣ୍ଟାଏ କମିଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କରୋନା ଗ୍ରାଫ୍‌ ଉପର ତଳ ହେବାରେ ଲାଗି ରହିଛି। ଦୈନିକ ସଂକ୍ରମଣରେ ପୂର୍ବ ଅପେକ୍ଷା କମିଛି। ଏସବୁ ମଧ୍ୟରେ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ପ୍ରେସ୍‌ ବିଜ୍ଞପ୍ତିରେ ନୂଆ କଟକଣା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର। ନୂଆଗାଇଡ…

‘ମୁଁ ଦେଶଭକ୍ତ, ରାଷ୍ଟ୍ରବାଦୀ…

ଓଏଲ୍‌ ବ୍ୟୁରୋ: କରୋନା କଟକଣାରେ ବି ନିର୍ବାଚନ ତାତି। ଶୀତ ଦିନେବି ଉତ୍ତର ପ୍ରଦେଶରେ ଗରମ ହାଓ୍ବା। କାରଣ ଫେବୃଆରୀ ୧୦ ତାରିଖରେ ହେବ ଉତ୍ତର ପ୍ରଦେଶ ନିର୍ବାଚନ। ଯାହାପାଇଁ ରାଜ୍ୟ ରାଜନୀତିଠୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ମାହୋଲ ସରଗରମ। ଚଳିତଥର ମୁଖ୍ୟତଃ ବିଜେପି ଓ ସମାଜବାଦୀ ପାର୍ଟି…

ଏଥର ବି ଖଣ୍ଡଗିରି ମେଳାକୁ ନା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ମହାମାରୀ କରୋନା ସଂକ୍ରମଣ। ବିଶେଷକରି ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ବଡ଼ ଘୋଷଣା କଲା ଭୁବନେଶ୍ବର ମହାନଗର ନିଗମ। ଗତବର୍ଷ ଭଳି ଏବର୍ଷ ମଧ୍ୟ ହେବନି ଖଣ୍ଡଗିରି ମେଳା। ଏଥର ବି ଖଣ୍ଡଗିରି ମେଳାକୁ ନା।…

ସୁପରଫାଷ୍ଟ ଏକ୍ପପ୍ରେସରେ ଲାଗିଲା ନିଆଁ,…

ଓଏଲ୍‌ ବ୍ୟୁରୋ: ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ। ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ହୋଇଛି ଅଗ୍ନିକାଣ୍ଡ। ଏକ୍ପପ୍ରେସର ପ୍ୟାଣ୍ଟ୍ରୀ କାରରେ ନିଆଁ ଲାଗି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଗ୍ନିଶମ କର୍ମଚାରୀ ଏହାକୁ ଆୟତ୍ତ କରି ନେଇଥିବା ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ସୂଚନା…

କେବିଏନ୍‌ ଗ୍ୟାଙ୍ଗର ମୁଖ୍ୟ ବୁବୁ ଗିରଫ,…

ଭୁବନେଶ୍ବର: ରାଜଧାନୀର ରାଜାରାସ୍ତାରେ ରାତି ଅଧରେ କରୁଥିଲେ ଆତଙ୍କରାଜ। କେବିଏନ୍‌ ଗ୍ୟାଙ୍ଗ ରାଜଧାନୀରେ ରଚୁଥିଲା ଆତଙ୍କ।ଏବେ ଏହି ଗ୍ରୁପର ମୁଖ୍ୟ ବୁବୁ ଜେନା ହୋଇଛି ଗିରଫ। ରାଜଧାନୀର ଡେଲ୍ଟା ଛକରୁ ବାବୁ ଜେନାକୁ ଗିରଫ କରିଛି କମିଶନରେଟ୍‌ ପୁଲିସ। କେବଳ ସେତିକି ନୁହେଁ ବାବୁ ନିକଟରୁ ଖଣ୍ଡା, ଭୁଜାଲି…

ସମ୍ବିଧାନ ହେଉଛି ଗଣତନ୍ତ୍ରର ଆତ୍ମା:…

ଓଏଲ୍‌ ବ୍ୟୁରୋ: ସାରା ଦେଶ ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର…

ରାଜପଥରେ ଜାତୀୟ ପତାକା ଉତ୍ତୋଳନ କଲେ…

ଓଏଲ୍‌ ବ୍ୟୁରୋ: ସାରା ଦେଶ ପାଳନ କରୁଛିି ୭୩ ତମ ସାଧାରଣତନ୍ତ୍ର ଦିବସ। ମହାମାରୀ କରୋନା କଟକଣା ମଧ୍ୟରେ ଦେଶର ପୁରପଲ୍ଲୀଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯାଉଛି ଗଣତନ୍ତ୍ର ଦିବସ। ଐହି ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।…