Odisha Link
Bridging the Missing Links in Odisha

ଆଇସିୟୁରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ଓଏ‌ଲ‌ ବ୍ୟୁରୋ: ଆଇସିୟୁରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ବାଲେଶ୍ବରରେ ଥିବା ଏଫ୍‌ଏମ୍ ମେଡିକାଲ କଲେଜରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ୩ ଦିନ ହେବ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ପ୍ରତାପ। ଆଜି ଦୁର୍ବଳ ଅନୁଭବ କରିବାରୁ ମେଡିକାଲର ଆଇସିୟୁରେ ସାଂସଦଙ୍କୁ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.