Odisha Link
Bridging the Missing Links in Odisha
Daily Archives

January 2, 2023

ଆଇସିୟୁରେ ବାଲେଶ୍ବର ସାଂସଦ ପ୍ରତାପ…

ଓଏ‌ଲ‌ ବ୍ୟୁରୋ: ଆଇସିୟୁରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ବାଲେଶ୍ବରରେ ଥିବା ଏଫ୍‌ଏମ୍ ମେଡିକାଲ କଲେଜରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ୩ ଦିନ ହେବ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ପ୍ରତାପ। ଆଜି ଦୁର୍ବଳ ଅନୁଭବ କରିବାରୁ ମେଡିକାଲର ଆଇସିୟୁରେ ସାଂସଦଙ୍କୁ ଭର୍ତ୍ତି…

ଦଳ ଛାଡ଼ିବେ କି ଭର୍ତ୍ତୃହରି ? ୪ଟି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ଟିକେ ଶୀତ କମ୍‌ ପଡ଼ୁଥିବା ବେଳେ କୁହୁଡ଼ି ଅଧିକ ଦେଖାଯାଉଛି। ସେହିପରି ରାଜ୍ୟ ରାଜନୀତି ଏବେ ଏତେ ଗରମ ନଥିବା ବେଳେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବୟାନ ପୁରା ମାହୋଲ ଗରମ କରିଦେଇଛି। ଗଣମାଧ୍ୟମରେ ଏଭଳି କିଛି ବୟାନ ରଖିଛନ୍ତି ଯାହାକୁ ନେଇ ରାଜ୍ୟ ରାଜନୀତି…

ପରଲୋକରେ ମୋତି ମହଲର ଶେଷ ରାଣୀ

ଓଏଲ୍‌ ବ୍ୟୁରା: ଆଉ ନାହାନ୍ତି ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀ। ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ ପରଲୋକ ଘଟିଛି। ରାଣୀ ହେଉଛନ୍ତି ଜୟପୁରର ଶେଷ ରାଜା…

ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା:…

ଓଏଲ୍‌ ବ୍ୟୁରୋ: ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ। ଆଜି ସୁପ୍ରିମକୋର୍ଟ କହିଛନ୍ତି ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା। ଏଥିରେ କୌଣସି ବେଆଇନ୍‌ କାର୍ଯ୍ୟ ହୋଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।୬ ବର୍ଷ ତଳେ ଅର୍ଥାତ୍…

୨୦୨୪ ପୂର୍ବରୁ ୨୦୨୩ ସେମିଫାଇନାଲ, ୯…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବର୍ଷ ୨୦୨୩। ରାଜନୈତିକ ଦୃଷ୍ଟି କୋଣରୁ ଏହି ବର୍ଷ ସବୁ ରାଜନୈତିକ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୯ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଆଉ ଅନ୍ୟପଟେ ୨୦୨୪ ନିର୍ବାଚନକୁ ନଜରରେ ରଖି ୨୦୨୩ରେ ସମସ୍ତ ଦଳ ନିଜ ସଙ୍ଗଠନକୁ…