Odisha Link
Bridging the Missing Links in Odisha
Daily Archives

January 12, 2023

ଦ୍ୱାଦଶରେ ୭୫% ରଖିଲେ ଆଇଆଇଟି ଓ…

ଓଏଲ୍‌ ବ୍ୟୁରୋ : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏକ ନୂତନ ନିୟମ ଜାରି କରାଯାଇଛି। ଆଇଆଇଟି, ଏନଆଇଟିରେ ନାମଲେଖା ପାଇଁ ହେଲେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୨ରେ ୭୫% ମାର୍କ ରଖିବା ଜରୁରୀ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଦ୍ୱାଦଶରେ ୭୫ ପ୍ରତିଶତ ରଖିଲେ ସାଧାରଣ ବର୍ଗର ପିଲାଙ୍କୁ ନାମଲେଖା…

‘ଓଡ଼ିଶାକୁ ମୋଟ ୯ ଲକ୍ଷ ୫୯ ହଜାର…

ଓଏଲ୍‌ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମୋଟ ୯ ଲକ୍ଷ ୫୯ ହଜାର ଘର ମଂଜୁର। ପ୍ରେସମିଟ ଜରିଆରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପିଏମଏୱାଇ ଯୋଜନାରେ ଓଡ଼ିଶାକୁ ୯ ଲକ୍ଷ ୫୯ ହଜାର ଘର ମଂଜୁର ହୋଇଥିବା ସୂଚନା ଦେଇଛନ୍ତି। କେନ୍ଦ୍ରସରକାରଙ୍କ ଦ୍ୱାରା ଓଡିଶା ପାଇଁ ମଂଜୁର ହୋଇଥିବା…

ଯୁବ ଶକ୍ତିର ପ୍ରତୀକ ବିଶ୍ୱ ବିଜୟୀ…

ଓଏଲ୍‌ ବ୍ୟୁରୋ : ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦ ଯିଏକି ଯୁବ ଶକ୍ତିର ପ୍ରତୀକ। ବିଶ୍ୱ ଦରବାରରେ ଆଜି ବି ଯାହାର ଗୁଣ ଗାନ ହୋଇଥାଏ। ବିଶେଷ ଦାର୍ଶନିକ ତଥା ଅନେକ ଜ୍ଞାନର ଅଧିକାରୀ ସ୍ୱାମୀ ବିବେକାନନ୍ଦ। ଭାରତର ଆଧ୍ୟାତ୍ମିକ ଜାଗରଣର ଗୁରୁ ଭାବେ ବେଶ ପରିଚିତ ସ୍ୱାମୀ ବିବେକାନନ୍ଦ। ୧୮୬୩ ମସିହା…

୫ ବର୍ଷ ପରେ ଇଡେନ୍ ଗାର୍ଡେନରେ ଦିନିକିଆ…

ଓଏଲ୍‌ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌ ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ ମଇଦାନରେ ଖେଳାଯିବ। ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ହରାଇ ୧-୦ରେ ଆଗୁଆ ଥିବା ଭାରତ ଦ୍ବିତୀୟ ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ସେହିପରି ଶ୍ରୀଲଙ୍କା ଦଳ ବିଜୟ ହାସଲ କରି…

ହକି ବିଶ୍ୱକପ୍‌ ପାଇଁ ଦୁଇଟି ସ୍ୱତନ୍ତ୍ର…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ସରକାର ହକି ବିଶ୍ୱକପକୁ ନେଇ ବ୍ୟାପକ ପ୍ରସ୍ତୁତି ଜାରି କରିଛନ୍ତି। ତେବେ ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସ୍ପେସିଆଲ ରେଳ…