Odisha Link
Bridging the Missing Links in Odisha
Daily Archives

January 12, 2023

ନୟାଗଡ଼ର କେଉଁ ରାଜନେତାଙ୍କୁ…

ଓଏଲ୍‌ ବ୍ୟୁରୋ: ବ୍ଲାକ୍‌ମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାକୁ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। କାରଣ ବିଗତ କିଛି ଦିନ ତଳେ ଅର୍ଚ୍ଚନା ନାଗ ଗଣମାମଧ୍ୟରେ କହିଥିଲେ, ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ ଦରକାର ବୋଲି ଅର୍ଚ୍ଚନା ନାଗ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ…

ଭୁବନେଶ୍ୱର: ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍‌ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଉତ୍ତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର…

ମ୍ୟାଚ୍‌ ଜିତିବା ସହ ସିରିଜ ପକ୍କା କଲା…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ଶ୍ରୀଲଙ୍କାକୁ ୪ ଓ୍ବିକେଟରେ ମାତ୍‌ ଦେଇ ମ୍ୟାଚ ଜିତିବା ସହିତ ଦିନିକିଆ ସିରିଜ ନିଜ ନାମରେ କରିଛି ଟିମ୍‌ ଇଣ୍ଡିଆ। ୨୧୬ ରନର ଟାର୍ଗେଟକୁ ଭାରତ ୪୩ ଓଭର ୨ଟା ବଲରେ ହାସଲ କରିଥିଲା । ଭାରତ ପକ୍ଷରୁ କେଏଲ୍‌ ରାହୁଲ ଅପରାଜିତ…

ବିନା ବିଶ୍ରାମରେ ୧୭ କି.ମି. ଦୌଡିଲେ ୬…

ଓଏଲ୍‌ ବ୍ୟୁରୋ : ନିଜ ଦୌଡ ଅଭ୍ୟାସ ବଳରେ ଓଡିଶା ସାରା ଚର୍ଚ୍ଚାରେ ମାଲକାନଗିରିର ୬ ବର୍ଷିୟ ରୁଦ୍ର ସେଠୀ। କ୍ଲାନ୍ତ ନହୋଇ ବିନା ଵିଶ୍ରାମରେ ଦୀର୍ଘ ୧୭ କିଲୋମିଟର ଦୌଡ଼ିଛନ୍ତି ୬ ବର୍ଷର ରୁଦ୍ର ସେଠୀ। ମାଲ୍ୟାବନ୍ତ ମହୋତ୍ସବ ପାଇଁ ମାରାଥନ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଆକର୍ଷଣ ଥିଲା କେନ୍ଦ୍ରୀୟ…

ଭିଜିଲାନ୍ସ ପଞ୍ଝାରେ ସହକାରୀ ପ୍ରକଳ୍ପ…

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପର କର୍ମଚାରୀ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କାବୁ କରିଛି। ଭିଜିଲାନ୍ସ ପଞ୍ଝାରେ ପଡିଥିବା ବାବୁ ଜଣକ ହେଉଛନ୍ତି ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ।…

ଅର୍ଚ୍ଚନା ନାଗ ମାମଲା :…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ କୋର୍ଟରେ ହାଜର କରିବା ପାଇଁ ସମନ। ଆସନ୍ତା ୨୪ ତାରିଖରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସମନ। ମାମଲାରେ ସମ୍ପୃକ୍ତ ଅର୍ଚ୍ଚନା,…

‘କୁହୁଡି ପ୍ରଭାବରେ ତାପମାତ୍ରା…

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ଜନ ଜୀବନକୁ ଅସ୍ତ ବ୍ୟସ୍ତ କରିଥିବା ଏହି ଘନ କୁହୁଡି ପ୍ରଭାବରେ ଶୀତ କମିଥିବା କୁହାଯାଉଛି। ବଢିଥିବା ଘନ କୁହୁଡି ଏବଂ ଶୀତକୁ ନେଇ ମତବ୍ୟକ୍ତ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଆଜିଠାରୁ କୁହୁଡ଼ି ବଢ଼ିଛି, ଉପକୂଳ…

ରେଜଲ୍ଟ ବିଭ୍ରାଟ : କଟକ ବୋର୍ଡ ଅଫିସ…

ଓଏଲ୍‌ ବ୍ୟୁରୋ : ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ। କଟକ ବୋର୍ଡ ଅଫିସ ସାମ୍ନାରେ ଓଟିଇଟି ପରୀକ୍ଷାର୍ଥୀ କରୁଛନ୍ତି ବିକ୍ଷୋଭ। କେବଳ ଶିକ୍ଷକ ମାନଙ୍କ ପାଇଁ ହୋଇଥିଲା ସ୍ପେଶାଲ ଓଟିଇଟି ପରୀକ୍ଷା। ଏହାର ଫଳ ପ୍ରକାଶ ପାଇଲା ପରେ ଅସନ୍ତୋଷ ଥିଲେ…

ତାଲିବାନୀ ଶାସନକୁ କ୍ରିକେଟ ଅଷ୍ଟ୍ରେଲିଆର…

ଓଏଲ୍‌ ବ୍ୟୁରୋ : କ୍ରିକେଟ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ଖେଳିବାକୁ ମନା କରିଦେଇଛି। ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ମଧ୍ୟରେ ମାର୍ଚ୍ଚ ମାସରେ ୟୁଏଇରେ ଦିନିକିଆ ସିରିଜ ଖେଳାଯାଇଥାନ୍ତା। ହେଲେ କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ତାଲିବାନ୍‌ର କିଛି ନିଷ୍ପତ୍ତିକୁ ବିରୋଧ କରି ଏହି ବଡ଼…

ଲାଞ୍ଚ ନେଲା ବେଳେ ଧରା ପଡିଲେ ପୁରୀର…

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ ପୁରୀର ଅବକାରୀ ଅଧିକାରୀ ସଞ୍ଜୟ କୁମାର ପଣ୍ଡା। କେସ୍ ଡାଏରୀ ଦାଖଲ କରିବାକୁ ୧୮ ହଜାର ଟଙ୍କା ଦାବି କରି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ସଞ୍ଜୟ ପଣ୍ଡାକୁ ଧରିବାରେ ସକ୍ଷମ ହୋଇଛି। ତେବେ ଭିଜିଲାନ୍ସ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ସଞ୍ଜୟ ପଣ୍ଡାଙ୍କ ବିରୋଧରେ…