Odisha Link
Bridging the Missing Links in Odisha

ଧବଳେଶ୍ବର ମନ୍ଦିରକୁ ଯୋଗାଯୋଗ ବିଚ୍ଛିନ୍ନ! ଧୋଇଗଲା ଅସ୍ଥାୟୀ ରାସ୍ତା

ଝୁଲା ପୋଲ ଦୁର୍ବଳ ଥିବାରୁ ଏହି ରାସ୍ତାରେ ଯାଉଥିଲେ ଭକ୍ତ।

ଓଏଲ୍‌ ବ୍ୟୁରୋ: ମହାନଦୀରେ ପାଣି ବଢ଼ିବାରୁ ଧୋଇଗଲା ଧବଳେଶ୍ବର ମନ୍ଦିରକୁ ଯୋଡ଼ୁଥିବା ରାସ୍ତା। ଝୁଲା ପୋଲ ଦୁର୍ବଳ ଥିବାରୁ ଏହି ରାସ୍ତାରେ ଯାଉଥିଲେ ଭକ୍ତ। ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ଏଭଳି ଘଟଣା ଚିନ୍ତାର ବିଷୟ ପାଲଟିଛି। ଅନେକ ଶ୍ରଦ୍ଧାଳୁ ପ୍ରଭୁ ଧବଳେଶ୍ବରଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି।

Leave A Reply

Your email address will not be published.