Odisha Link
Bridging the Missing Links in Odisha
Daily Archives

June 30, 2023

ବଡ଼ଦାଣ୍ଡରେ ଭକ୍ତଙ୍କ ସମାବେଶ, ରଥାରୂଢ଼…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଅଧରପଣା ନୀତି। ଭକ୍ତଙ୍କ ସମାବେଶରେ ରଥ ଉପରେ ମହାପ୍ରଭୁଙ୍କ ‘ଅଧରପଣା’ ନୀତି ସମ୍ପନ୍ନ ହୋଇଛି। ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅର୍ପିତ ହେଲା ଅଧରପଣା। ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼, ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର…

ଜଗନ୍ନାଥଙ୍କ ଇଚ୍ଛା ହେଲେ ରତ୍ନଭଣ୍ଡାର…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଗନ୍ନାଥଙ୍କ ଇଚ୍ଛା ହେଲେ ଭିତର ରତ୍ନଭଣ୍ଡାର ଖୋଲିବ। ଏହି ମାମଲା ବିଚାରଧୀନ ଥିବାରୁ ଅଧିକ…

ଆଜି ପବିତ୍ର ଅଧରପଣା ନୀତି, ବଡ଼ଦାଣ୍ଡରେ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଅଧରପଣା ନୀତି। ଆଉ କିଛି ସମୟ ପରେ ପାଳିତ ହେବ ଏହି ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ତିନିରଥ ଉପରେ ସୁନାବେଶ ପରଦିନ ଅଧର ପଣା ନୀତି ହୋଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ…

ରଘୁନାଥଜୀଉ ବେଶରେ ତୁଳସୀ କ୍ଷେତ୍ରର…

ଓଏଲ୍‌ ବ୍ୟୁରୋ: ରଘୁନାଥଜୀଉ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ରଥାରୁଢ ମଣିମା ଶ୍ରୀ ସିଦ୍ଧ ବଳଦେବଜୀଉ। କେନ୍ଦ୍ରାପଡ଼ା ରଥ ଦାଣ୍ଡରେ ଭକ୍ତଙ୍କ ଗହଳି। ରଘୁନାଥ ବେଶ ଏକ ରାଜକୀୟ ବେଶ ହୋଇଥିବାରୁ ଏବଂ ଏହି ବେଶରେ ଅନେକ ସୁବର୍ଣ୍ଣ, ରୌପ୍ୟ, ରତ୍ନ, ମଣି ମାଣିକ୍ୟାଦିରେ…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ,…

ଓଏଲ୍‌ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ମଣିପୁରରେ ଗତ ୫୫ ଦିନରୁ ଅଧିକ ଧରି ହିଂସା ଲାଗିରହିଛି। ଏହାରି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେବା ନେଇ ଚର୍ଚ୍ଚାର ବିଷୟ ପାଲଟିଥିଲା। ମଣିପୁରରେ ହିଂସା ଥମୁ ନଥିବାରୁ ଇସ୍ତଫା ଦେବା…

ବ୍ୟାପୁଛି ଡେଙ୍ଗୁ! ଜାଣନ୍ତୁ କେମିତି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମୌସୁମୀ କାରଣରୁ ରାଜ୍ୟର କିଛି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ କିଛି ସ୍ଥାନରେ କୋହଲା ପାଗ ହୋଇଛି। ବର୍ଷା କାରଣରୁ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହା ସହ ଅସହ୍ୟ ତାତିରୁ ତ୍ରାହି ମିଳିଛି। ମୌସୁମୀ ବର୍ଷା ହେବା ପରେ ମଶା ବଂଶ…

‘ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ରତ୍ନଭଣ୍ଡାର ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି, କିନ୍ତୁ ମୁଁ ବିଫଳ ହୋଇଥିଲି। ସେତେବେଳେ…

‘କଂକ୍ରିଟ ପୋଲ ଦେଇ ଧବଳେଶ୍ୱର ପୀଠ…

ଓଏଲ୍‌ ବ୍ୟୁରୋ: ମହାନଦୀରେ ପାଣି ବଢ଼ିବାରୁ ଧୋଇଗଲା ଧବଳେଶ୍ବର ମନ୍ଦିରକୁ ଯୋଡ଼ୁଥିବା ରାସ୍ତା। ଝୁଲା ପୋଲ ଦୁର୍ବଳ ଥିବାରୁ ଏହି ରାସ୍ତାରେ ଯାଉଥିଲେ ଭକ୍ତ। ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ଏଭଳି ଘଟଣା ଚିନ୍ତାର ବିଷୟ ପାଲଟିଛି। ଅନେକ ଶ୍ରଦ୍ଧାଳୁ ପ୍ରଭୁ ଧବଳେଶ୍ବରଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି। ତେବେ…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା:…

ଓଏଲ୍‌ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଟିଚରର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି)ରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା। ସୋସିଆଲ ମିଡିଆରେ ଘୂରିବୁଲୁଥିଲା ପ୍ରଶ୍ନ ପତ୍ର। ତେବେ ଏନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ଉପସଭାପତି। ଭାଇରାଲ ହେଉଥିବା…

ରାଜ୍ୟରେ ପ୍ରବଳ ବର୍ଷିବ! ଘଡ଼ଘଡ଼ି ସହ…

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିବ ତ୍ରାହି। ସାରା ରାଜ୍ୟକୁ ପୁଣି ଭିଜାଇବ ବର୍ଷା। ଘଡ଼ଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯ଼ାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି…