Odisha Link
Bridging the Missing Links in Odisha

‘କଂକ୍ରିଟ ପୋଲ ଦେଇ ଧବଳେଶ୍ୱର ପୀଠ ଯିବେ ଶ୍ରଦ୍ଧାଳୁ’

କଂକ୍ରିଟ ପୋଲ କାମ ସରିଯାଇଛି, ଆପ୍ରୋଚ୍ ରୋଡ୍ ଚାଲିଛି।

ଓଏଲ୍‌ ବ୍ୟୁରୋ: ମହାନଦୀରେ ପାଣି ବଢ଼ିବାରୁ ଧୋଇଗଲା ଧବଳେଶ୍ବର ମନ୍ଦିରକୁ ଯୋଡ଼ୁଥିବା ରାସ୍ତା। ଝୁଲା ପୋଲ ଦୁର୍ବଳ ଥିବାରୁ ଏହି ରାସ୍ତାରେ ଯାଉଥିଲେ ଭକ୍ତ। ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ଏଭଳି ଘଟଣା ଚିନ୍ତାର ବିଷୟ ପାଲଟିଛି। ଅନେକ ଶ୍ରଦ୍ଧାଳୁ ପ୍ରଭୁ ଧବଳେଶ୍ବରଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି। ତେବେ ଏନେଇ ଏକ ବିଶେଷ ସୂଚନା ଦେଇଛନ୍ତି ଆଠଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ।

କଂକ୍ରିଟ ପୋଲ ଦେଇ ଧବଳେଶ୍ୱର ପୀଠ ଯିବେ ଶ୍ରଦ୍ଧାଳୁ। କଂକ୍ରିଟ ପୋଲ କାମ ସରିଯାଇଛି, ଆପ୍ରୋଚ୍ ରୋଡ୍ ଚାଲିଛି। ୨/୩ ଦିନ ମଧ୍ୟରେ ଆପ୍ରୋଚ ରୋଡ୍ କାମ ଶେଷ ହେବ। ଏନେଇ ସୂଚନା ଦେଲେ ଆଠଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ।

Leave A Reply

Your email address will not be published.