Odisha Link
Bridging the Missing Links in Odisha

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ଉପସଭାପତି

ଭାଇରାଲ ହେଉଥିବା ହାତଲେଖାରେ କୌଣସି ସତ୍ୟତା ନାହିଁ

ଓଏଲ୍‌ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଟିଚରର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି)ରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା। ସୋସିଆଲ ମିଡିଆରେ ଘୂରିବୁଲୁଥିଲା ପ୍ରଶ୍ନ ପତ୍ର। ତେବେ ଏନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ଉପସଭାପତି। ଭାଇରାଲ ହେଉଥିବା ହାତଲେଖାରେ କୌଣସି ସତ୍ୟତା ନାହିଁ ବୋଲି କହି ଅଭିଯୋଗକୁ ଏଡାଇଛନ୍ତି ବୋର୍ଡ ଉପସଭାପତି।

Leave A Reply

Your email address will not be published.