Odisha Link
Bridging the Missing Links in Odisha

ଟ୍ୱିନ୍‌ସିଟିରେ ଆତଙ୍କରାଜ, ଗୁଳି ଫୁଟାଇ ଲୁଟିନେଲେ ସୁନା ଅଳଙ୍କାର ସହ ଟଙ୍କା

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଆତଙ୍କରାଜ ବଢ଼ିବାରେ ଲାଗିଛି। ଆତଙ୍କରାଜ ଭିତରେ ସୁରକ୍ଷା ବ୍ୟବସ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେତେବେଳେ ଦିନ ଦ୍ୱିପ୍ରହରେ ତ କେତେବେଳେ ରାତିର ଅନ୍ଧକାରରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିବାରେ ଲାଗିଛନ୍ତି। ତେବେ କଟକରେ ଫାଙ୍କା ଗୁଳି ଫୁଟାଇ ସୁନା ଅଳଙ୍କାର ସହ ଟଙ୍କା ଲୁଟ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି। ମତ୍ତଗଜପୁର ଲେବୁଲ୍‌ କ୍ରସିଂ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ହୋଇଥିବା ଜଣା ପଡିଛି। ୩ଟି ବାଇକରେ ୫ରୁ ୬ ଦୁର୍ବୃତ୍ତ ଆସି ଫାଙ୍କା ଗୁଳି ଚଳାଇ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.