Odisha Link
Bridging the Missing Links in Odisha
Daily Archives

September 6, 2023

ପୁରୀ କେନାଲରୁ ମିଳିଲା ନିଖୋଜ ଛାତ୍ରଙ୍କ…

ଓଏଲ୍‌ ବ୍ୟୁରୋ: ବାଲିପାଟଣା ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବାଲିଅନ୍ତା ଅଲାରପୁର ନିକଟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ଜଣା ପଡିଥିଲା। ଅନେକ ଖୋଜ ଖୋଜି ପରେ ପୁରୀ କେନାଲରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୩୦ ଘଣ୍ଟା ପରେ ମୃତଦେହ…

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’…

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟି ଗଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି। ‘ଏକ ଦେଶ, ଏକ ନିର୍ବାଚନ’ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ପୂର୍ବତନ…

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ଓଡ଼ିଆ ବିଶ୍ୱବିଦ୍ୟାଳୟର ବିଲଡିଂ କାମ ସରିନଥିବାରୁ ସାକ୍ଷୀଗୋପାଳ ସ୍ଥିତ ପାନ୍ଥଶାଳାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉଛି। ଆସନ୍ତକାଲିଠୁ…

ରାଜ୍ୟରେ ମୌସୁମୀ ସକ୍ରିୟ, ଗତ ୨୪…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ତେବେ ତାହା ଆଜି ସାମାନ୍ୟ ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଥିବାବେଳେ ଜଡିତ ଘୂର୍ଣ୍ଣିବଳୟ ଆଜି ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର…

କେନ୍ଦ୍ରାପଡ଼ାରେ ଥମୁନି କୁମ୍ଭୀର ଭୟ,…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଲୁଣା ନଦୀରେ ପୁଣି କୁମ୍ଭୀର ଆତଙ୍କ ସୃଷ୍ଟି କରିଛି। ମାର୍ଶାଘାଇ ବ୍ଲକ କସଟିବାଲି ଗାଁ ଲୁଣା ନଦୀରେ ଆତଙ୍କ ଖେଳିଯାଇଛି। ଗାଧୋଉ ଥିବାବେଳେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଉଦ୍ୟମ କରିଥିବାବେଳେ ବ୍ୟକ୍ତି ଜଣକ ସତର୍କ ଥିବାରୁ କୁମ୍ଭୀର ଆକ୍ରମଣରୁ…

ମହିଳା ସଂରକ୍ଷଣ ବିଲ୍ ନେଇ ବଢିଲା ଆଶା,…

ଓଏଲ୍ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ୍ ନେଇ ବଢିଲା ଆଶା। ଉପରାଷ୍ଟ୍ରପତିଙ୍କ ବୟାନ ପରେ ମହିଳା ସଂରକ୍ଷଣ ବିଲ୍ ନେଇ ଏକ ପ୍ରକାର ଆଶା ବୃଦ୍ଧି ପାଇଛି। ଦଳର ଆଭିମୁଖ୍ୟ ସ୍ପଷ୍ଟ ରହିବ ବିଜୁ ଜନତା ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି। ଏହା ସହ ୨୦୧୯ରେ ଏକ ତୃତୀୟାଂଶ ମହିଳାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ…

ଆସନ୍ତାକାଲି ରିଲିଜ ହେବ କିଙ୍ଗ୍…

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ରିଲିଜ ହେବ କିଙ୍ଗ୍ ଖାନ୍‌ଙ୍କ ‘ଯବାନ’। ନିଜର ଅପକମିଂ ଫିଲ୍ମ ‘ଯବାନ’ ପାଇଁ ଏବେ ଲାଇମ୍‌ଲାଇଟ୍‌ରେ ଅଛନ୍ତି ସୁପର୍‌ଷ୍ଟାର୍ ଶାହରୁଖ୍‌ ଖାନ୍‌। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ରହିଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ପ୍ରଶଂସକଙ୍କୁ ବେଶ୍‌…

ଟ୍ୱିନ୍‌ସିଟିରେ ଆତଙ୍କରାଜ, ଗୁଳି ଫୁଟାଇ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଆତଙ୍କରାଜ ବଢ଼ିବାରେ ଲାଗିଛି। ଆତଙ୍କରାଜ ଭିତରେ ସୁରକ୍ଷା ବ୍ୟବସ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେତେବେଳେ ଦିନ ଦ୍ୱିପ୍ରହରେ ତ କେତେବେଳେ ରାତିର ଅନ୍ଧକାରରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିବାରେ ଲାଗିଛନ୍ତି। ତେବେ କଟକରେ ଫାଙ୍କା ଗୁଳି ଫୁଟାଇ ସୁନା ଅଳଙ୍କାର ସହ…

ଦଳ ନିର୍ଣ୍ଣୟ କରିବେ ଜଟଣୀବାସୀ: ମନ୍ମଥ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ଭିନ୍ନ ରାଜନୈତିକ ଦଳ ନିଜର ଗୋଟି ଚାଳନା ଆରମ୍ଭ କଲେଣି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ରାଜ୍ୟ ରାଜନୀତିରେ…

ମାତିଛନ୍ତି ଗଜରାଜ, ଘର ଭାଙ୍ଗି ଫସଲ ନଷ୍ଟ…

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ରେ ଗଜରାଜ ମାତିଛନ୍ତି। ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଘର ଭାଙ୍ଗି ଫସଲ ନଷ୍ଟ କଲେ ୪ ଟିକିଆ ଦନ୍ତା ହାତୀପଲ। ଗତକାଲି କିଞ୍ଜିର୍ମା ଗାଁରେ ୪ଟି ଘର ଭାଙ୍ଗି ଫସଲ ନଷ୍ଟ କରିଛନ୍ତି। ସମ୍ବଲପୁର ବାମଡ଼ା ବଦରମା ଅଭୟାରଣ୍ୟରୁ ଏହି ୪ ଟିକିଆ ଦନ୍ତା ହାତୀପଲ ଆସିଥିବା ଅନୁମାନ…