Odisha Link
Bridging the Missing Links in Odisha

ମାତିଛନ୍ତି ଗଜରାଜ, ଘର ଭାଙ୍ଗି ଫସଲ ନଷ୍ଟ କଲେ ୪ ଟିକିଆ ଦନ୍ତା ହାତୀପଲ

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ରେ ଗଜରାଜ ମାତିଛନ୍ତି। ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଘର ଭାଙ୍ଗି ଫସଲ ନଷ୍ଟ କଲେ ୪ ଟିକିଆ ଦନ୍ତା ହାତୀପଲ। ଗତକାଲି କିଞ୍ଜିର୍ମା ଗାଁରେ ୪ଟି ଘର ଭାଙ୍ଗି ଫସଲ ନଷ୍ଟ କରିଛନ୍ତି। ସମ୍ବଲପୁର ବାମଡ଼ା ବଦରମା ଅଭୟାରଣ୍ୟରୁ ଏହି ୪ ଟିକିଆ ଦନ୍ତା ହାତୀପଲ ଆସିଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ ଯାଞ୍ଚ କରୁଛି।

Leave A Reply

Your email address will not be published.