Odisha Link
Bridging the Missing Links in Odisha

ଆଜି ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ, ଗାଡ଼ି ଚଳାଚଳ ଠପ୍

ଓଏଲ୍ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ ପାଳନ କରାଯାଉଛି। ୨୬ନଂ ଜାତୀୟ ରାଜପଥ ମରାମତି ଦାବିରେ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ ଯାଏ ସଚେତନ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବାବେଳେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି।

Leave A Reply

Your email address will not be published.