Odisha Link
Bridging the Missing Links in Odisha

ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର: ଦୁଇ ଆତଙ୍କବାଦୀ ନିପାତ

ଓଏଲ୍ ବ୍ୟୁରୋ: ଜମ୍ମୁକାଶ୍ମୀରରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଏନକାଉଣ୍ଟର ସୋପିଆନର ଆଲିସପୋରା ଅଞ୍ଚଳରେ ହୋଇଥିବାବେଳେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋପିଆନର ଆଲିସପୋରା ଅଞ୍ଚଳରେ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ୨ ଆତଙ୍କୀଙ୍କ ପରିଚୟ ମିଳିଛି। ଏନେଇ କାଶ୍ମୀର ଏଡିଜିପି କହିଛି। କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମା ହତ୍ୟା ମାମଲାରେ ୨ ଆତଙ୍କୀ ସମ୍ପୃକ୍ତ ଥିବା ସୂଚନା ରହିଛି।

Leave A Reply

Your email address will not be published.