Odisha Link
Bridging the Missing Links in Odisha
Daily Archives

October 20, 2023

ବଡ଼ ଖବର : ସ୍ଥଗିତ ରହିଲା ବସ୍ ଧର୍ମଘଟ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଭଲ ଖବର। ସ୍ଥଗିତ ରହିଲା ବସ୍ ଧର୍ମଘଟ । ଆଜି ରାତିରୁ ରାଜ୍ୟରେ ପୁଣି ଚାଲିବ ଘରୋଇ ବସ୍ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଏନେଇ ପ୍ରେସମିଟ୍ କରି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ମୋ କଥାକୁ କଦର୍ଥ କରାଯାଇଛି: ଦେବୀ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ବିଜୁ ଜନତା ଦଳର ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର। ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ କହି ଅଭିଭାଷଣ ରଖିଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ମୁହଁ ଖୋଲିଛନ୍ତି ଦେବୀ ମିଶ୍ର। ସେ କହିଛନ୍ତି, ବକ୍ତବ୍ୟକୁ କଦର୍ଥ କରାଯାଇଚି। ମୁଁ…

ଆଜିଠୁ ଏକ ସପ୍ତାହ ପାଇଁ ଅଦାଲତ ବନ୍ଦ,…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ପୂଜା ଛୁଟି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଆଜିଠାରୁ ଦଶହରା ଅବକାଶ ଆରମ୍ଭ ହୋଇଛି। ଗୋଟେ ସପ୍ତାହ ଲାଗି ଅଦାଲତ ବନ୍ଦ ରହିବ। ୩୦ ତାରିଖରେ ପୁନର୍ବାର କୋର୍ଟ ଖୋଲିବ। ଏହି ସମୟ ମଧ୍ୟରେ ୨୦, ୨୫, ୨୬ ଏବଂ ୨୭ ତାରିଖରେ କୋର୍ଟ ଅଫିସ୍ ଖୋଲା ରହିବ। ଏହିସବୁ ଦିନରେ ୧୧ଟାରୁ…

ରାଜ୍ୟବ୍ୟାପୀ ବସ୍ ଧର୍ମଘଟ: ହନ୍ତସନ୍ତ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ପୂଜା ଛୁଟି। ଆଉ ଏହି ସମୟରେ ବସ୍‌ ଧର୍ମଘଟ ଡାକରା ଦେଇଛି ବସ୍‌ ମାଲିକ ସଂଘ। ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଯୋଗୁଁ ଲୋକେ ହଟହଟା ହୋଇଛନ୍ତି। ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହୋଇଛି। ସଂଘ ଆହୁରି କହିଛି ଯେ, ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ, ଲୋକଙ୍କୁ କ୍ଷମା ମାଗୁଛୁ।…

କେନ୍ଦୁଝରରେ ଅଜଣା ରୋଗରେ ମୃତ୍ୟୁ ଘଟଣା:…

ଓଏଲ୍‌ ବ୍ୟୁରୋ: କେନ୍ଦୁଝର ଜୁଆଙ୍ଗ ବସ୍ତିରେ ଅଜଣା ରୋଗରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ସ୍ୱାସ୍ଥ୍ୟ ଟିମ୍‌ ବାଂଶପାଳ ଗୋନାସିକାର ଜନ୍ତାରୀ ଜୁଆଙ୍ଗ ବସ୍ତି ଗଲା। ଏଡିପିଏଚଓ ଡିସିଙ୍କ ନେତୃତ୍ବରେ ୫ ଜଣିଆ ଟିମ୍‌ ପ୍ରଭାବିତ ଗାଁକୁ ଯାଇଥିବା ସୂଚନା ରହିଛି। ରୋଗର କାରଣ ଖୋଜିବା…

ଆଜିଠୁ ଏମ୍ସରେ ଯୋଡ଼ି ହେଲା ଇ-ପେମେଣ୍ଟ…

ଓଏଲ୍‌ ବ୍ୟୁରୋ: ଆଧୁନିକ ଯୁଗରେ ସମସ୍ତେ ଦ୍ରୁତ ଗତିରେ ସବୁ କାମ ହାସଲ କରିବାରେ ଲାଗିଛନ୍ତି। ସବୁ କ୍ଷେତ୍ରରେ ପ୍ରାୟ ଡିଜିଟାଲ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ମଧ୍ୟ ଯୋଡି ହେଲାଣି। ତେବେ ଏମ୍ସରେ ଆଜିଠୁ ଇ-ପେମେଣ୍ଟ ସିଷ୍ଟମ୍ ଆରମ୍ଭ ହୋଇଛି। ଇ-ପେମେଣ୍ଟ ସିଷ୍ଟମ୍ ନଥିବା…

ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି; ବଢ଼ିଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟର ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦୁର୍ଗା ପୂଜା ଭେଟି। ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା। ମହଙ୍ଗା ଭତ୍ତା ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ହୋଇଛି। ବଢ଼ିଥିବା ମହଙ୍ଗା ଭତ୍ତା ଦ୍ୱାରା ୭.୫ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି କୁହାଯାଉଛି। ସୂଚନା…

ରାଜ୍ୟ କ୍ୟାବିନେଟ୍ ବୈଠକ: ୧୬ଟି…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୬ଟି ପ୍ରସ୍ତାବରେ ମୋହର ବାଜିଛି। ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ହେବ। ଏହା ସହ ଓଡ଼ିଆ ଭାଷା, ସାହିତ୍ୟ,…

ପାର୍ବଣ ଋତୁରେ ଝଲସୁଛି ସହର, ଅପରାଧ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଝଲସୁଛି ସହର। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ ପୂଜାମଣ୍ଡପଗୁଡିକ ମା’ଙ୍କ ଆରାଧନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ…

ସୁଗମ ହେବ ପରିବହନ ବ୍ୟବସ୍ଥା, ଗଜପତି…

ଓଏଲ୍‌ ବ୍ୟୁରୋ: ଆଜି ଗଜପତିରେ ଲକ୍ଷ୍ମୀ ବସ ସେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିକାଶରେ ସହଯୋଗ କରିବ ଲକ୍ଷ୍ମୀ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲୋକଙ୍କ ନିକଟରେ ଧନଲକ୍ଷ୍ମୀ ପହଞ୍ଚାଇବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ…