Odisha Link
Bridging the Missing Links in Odisha

ଆଜିଠୁ ଏମ୍ସରେ ଯୋଡ଼ି ହେଲା ଇ-ପେମେଣ୍ଟ ସିଷ୍ଟମ୍

ଓଏଲ୍‌ ବ୍ୟୁରୋ: ଆଧୁନିକ ଯୁଗରେ ସମସ୍ତେ ଦ୍ରୁତ ଗତିରେ ସବୁ କାମ ହାସଲ କରିବାରେ ଲାଗିଛନ୍ତି। ସବୁ କ୍ଷେତ୍ରରେ ପ୍ରାୟ ଡିଜିଟାଲ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ମଧ୍ୟ ଯୋଡି ହେଲାଣି। ତେବେ ଏମ୍ସରେ ଆଜିଠୁ ଇ-ପେମେଣ୍ଟ ସିଷ୍ଟମ୍ ଆରମ୍ଭ ହୋଇଛି।

ଇ-ପେମେଣ୍ଟ ସିଷ୍ଟମ୍ ନଥିବା ଯୋଗୁଁ ବହୁତ ଅସୁବିଧା ହୋଇଥିଲା। ଏହି ସିଷ୍ଟମ୍ ଲାଗୁ ହେବା ପରେ ଆଉ ଅସୁବିଧା ହେବ ନାହିଁ। ତେବେ ଏମ୍ସରେ ଇ-ପେମେଣ୍ଟ ବ୍ୟବସ୍ତା ଆରମ୍ଭ ହେବା ନେଇ ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.