Odisha Link
Bridging the Missing Links in Odisha

ଆକ୍ସନ୍ ମୋଡରେ ଏସଟିଏଫ୍: ୨ଟି ବାଘ ଛାଲ ଜବତ, ୨ ଗିରଫ

ଓଏଲ୍‌ ବ୍ୟୁରୋ: ଆକ୍ସନ୍ ମୋଡରେ ଏସଟିଏଫ୍। ରାୟଗଡ଼ାରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାବେଳେ ୨ ଜଣ ଗିରଫ ହୋଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଚଢ଼ାଉ କରିଥିଲା। ରାୟଗଡ଼ା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ଡିଲ୍‌ ବେଳେ ୨ ଜଣଙ୍କୁ କାବୁ କରିଛି।

Leave A Reply

Your email address will not be published.