Odisha Link
Bridging the Missing Links in Odisha
Daily Archives

November 8, 2023

ଟିମ୍‌ ଇଣ୍ଡିଆର ରାଜ: ଶୁବମନ ଗିଲ ଓ…

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟରେ ଟିମ୍‌ ଇଣ୍ଡିଆର ରାଜୁତି। ଦିନିକିଆ ବିଶ୍ବକପ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜେୟ ଥିବା ଭାରତୀୟ କ୍ରିକେଟ ଦଳ ଦିନିକିଆ, ଟେଷ୍ଟ ଓ ଟି-୨୦ରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ଏଥିସହିତ ପ୍ରଥମ ଥର ପାଇଁ ଆଇସିସି ବ୍ୟାଟିଂ ଓ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଦୁଇ ଯୁବ…

ସହିଦ ଯବାନଙ୍କୁ ଝୁରୁଛି ଗାଁ ମାଟି,…

ଓଏଲ୍‌ ବ୍ୟୁରୋ: ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ଶୋକଭରା କୋହରେ ଭିଜିଛି ଗାଁ ମାଟି। ଛତିଶଗଡ଼ରେ ଗତକାଲି ମାଓ ଅପରେସନ ସମୟରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ…

ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଭୁବନେଶ୍ବର ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘର ରେଡ୍‌ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ…

ଘରୋଇ ବସ୍ ସଂଘର ଚେତାବନୀ, ସରକାର ଦାବି…

ଓଏଲ୍‌ ବ୍ୟୁରୋ: ଆଜି ଘରୋଇ ବସ ସଂଘ ପୁଣି ଥରେ ଧର୍ମଘଟ କରିବାକୁ ଚେତାବନୀ ଦେଇଛି। ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ଦିଗରେ ବାଟ ବାହାର ନକଲେ ଆନ୍ଦୋଳନ ତୀବ୍ର କରାଯିବ। ସରକାର ଯଦି ଦାବି ନମାନିଲେ ତେବେ ଆଉ ଥରେ ଧର୍ମଘଟ ହେବ ବୋଲି ରାଜ୍ୟ ଘରୋଇ ବସ ସଂଘ ଚେତାବନୀ ଦେଇଛି। ଆସନ୍ତା ୨୨ରୁ ରାଜ୍ୟ ଘରୋଇ ବସ…

ଆଗକୁ ସାଧାରଣ ନିର୍ବାଚନ: ବିଜେଡିରେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ବିଜୁ ଜନତା ଦଳ ଏହି ରେସରେ ଆଗେଇ ଚାଲିଛି। ଏହି କ୍ରମରେ ବିଜୁ ଜନତା ଦଳରେ ଅବସରପ୍ରାପ୍ତ ଡିଏସପି ରାଇସେନ ମୁର୍ମୁ ଯୋଗଦାନ ଦେଇଛନ୍ତି। ୨୩ବର୍ଷ ଧରି ମୟୂରଭଞ୍ଜ ପୁଲିସ ବିଭାଗରେ ଥିଲେ।…

ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା:…

ଓଏଲ୍‌ ବ୍ୟୁରୋ: ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଜଣେ ମହିଳା ସାମ୍ବାଦିକ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଟୁଟୁ ନାୟକ ସାମ୍ବାଦିକାଙ୍କୁ ମାଡ଼ ମାରିବା ସହ ମହିଳା ସମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ପ୍ରଯୋଜକ ଟୁଟୁ ନାୟକ…

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜେଡିର ବରିଷ୍ଠ ନେତା ରଜନୀକାନ୍ତ ସିଂହ। ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ସିଂହଙ୍କୁ ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି ବୋଲି…

ପାର୍ବଣ ସମୟରେ ବଢିଛି ଲୁଟ୍, ସୋସିଆଲ…

ଓଏଲ୍‌ ବ୍ୟୁରୋ: ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। କେତେବେଳେ କେଉଁ ସରକାରୀ ବାବୁ ତ କେତେବେଳେ ସାଧାରଣ ଜନତା ଏହି ଲୁଟେରା ଗ୍ୟାଙ୍ଗର ଶିକାର ହେଉଛନ୍ତି। ପାର୍ବଣ ସମୟରେ ମଧ୍ୟ ଅନେକ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏ ସଂପର୍କରେ ପୁଲିସ କମିଶନର ନିଜର ମନ୍ତବ୍ୟ ରଖିଛନ୍ତି। ପୁଲିସ କମିଶନର…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଜଗମୋହନ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ପ୍ରତ୍ୟାହାର କରିଛି। ତେବେ ଏହି ମାମଲାରେ ଆସନ୍ତା ୧୫ ତାରିଖରେ ପରବର୍ତୀ ଶୁଣାଣି କରାଯିବ। ପୂର୍ବରୁ ହାଇକୋର୍ଟ ଦାଖଲ କରିଥିବା…

ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯୁବତୀ ଜଣକ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଏହି ଘଟଣାର ଅଭିଯୋଗ ପରେ ତଦନ୍ତ ଜୋର ହେବ। ଘଟଣାର ଅଭିଯୋଗ କ୍ରମେ ତନ୍ନ ତନ୍ନ…