Odisha Link
Bridging the Missing Links in Odisha
Daily Archives

November 9, 2023

ବିଶ୍ବକପ୍‌ ୨୦୨୩: ପ୍ରଥମ ସେମିରେ…

ଓଏଲ୍‌ ବ୍ୟୁରୋ: କର ବା ମର ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମି ଦୌଡ଼ରେ ରହିଲା ନ୍ୟୁଜିଲାଣ୍ଡ। ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ମାତ୍‌ ଦେଇ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ବିଶ୍ବକପ୍‌ର ସେମି ଦୌଡ଼ରୁ ଶ୍ରୀଲଙ୍କା ପୂର୍ବରୁ ବାଦ ପଡ଼ିଥିବା ବେଳେ ଆଜିର ମୁକାବିଲା ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା।…

ଶ୍ରୀଲଙ୍କାକୁ ହରାଇଲା ନ୍ୟୁଜିଲାଣ୍ଡ;…

ଓଏଲ୍‌ ବ୍ୟୁରୋ: କର ବା ମର ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମି ଫାଇନାଲ ମୁକାବିଲା ପାଇଁ ୯୯% ସ୍ଥାନ ପକ୍କା କଲା ନ୍ୟୁଜିଲାଣ୍ଡ। ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ମାତ୍‌ ଦେଇ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ବିଶ୍ବକପ୍‌ର ସେମି ଦୌଡ଼ରୁ ଶ୍ରୀଲଙ୍କା ପୂର୍ବରୁ ବାଦ ପଡ଼ିଥିବା ବେଳେ ଆଜିର ମୁକାବିଲା ନ୍ୟୁଜିଲାଣ୍ଡ…

ଦୀପାବଳୀରେ ଫୁଟାଇବେ କେଉଁ ବାଣ?

ଓଏଲ୍‌ ବ୍ୟୁରୋ: ଭାରତରେ ଆଲୋକର ପର୍ବ ଦୀପାବଳୀକୁ ବେଶ ଧୁମଧାମରେ ପାଳନ କରନ୍ତି ଦେଶବାସୀ। ମୁଖ୍ୟତଃ ଧନତେରାସ୍‌ଠୁ ଆରମ୍ଭ ହୋଇଯାଇଥାଏ ଦୀପାବଳୀ ପର୍ବ। ଦୀପାବଳୀରେ ଦୀପ ଜଳେଇବା ସାଙ୍ଗକୁ ବାଣ ମଧ୍ୟ ଫୁଟା ଯାଇଥାଏ। ହେଲେ ଚଳିତ ଥର ବାଣଫୁଟାରେ ଲାଗିଛି ସୁପ୍ରିମକୋର୍ଟଙ୍କ ଛାଟ। ଦେଶର ପ୍ରମୁଖ ସହର…

ବାହାନଗା ରେଳ ଦୁର୍ଘଟଣାକୁ ପୂରିଲା ୪…

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକୁ ୫ ମାସ ପୂରି ସାରିଛି। ଦୀର୍ଘ ୫ ମାସ ପରେ ବାହାନଗା ଦୁର୍ଘଟଣାର ଶେଷ ଆହତ କଟକ ବଡ ମେଡିକାଲରୁ ଡିସଚାର୍ଜ ହେବେ। ଆହତ ଜଣଙ୍କ ବିହାର ବାଙ୍କାର ବଜରଙ୍ଗୀ ଠାକୁର। ଦୁର୍ଘଟଣାରେ ବଜରଙ୍ଗୀଙ୍କ ଗୋଡ଼ କଟିଯାଇଥିଲା। କଟା…

ଗିନିଜ୍ ବୁକରେ ସ୍ଥାନ ପାଇବା ପାଇଁ…

ଓଏଲ୍‌ ବ୍ୟୁରୋ: ଉତ୍ସାହର ସହ ସାରା ଦେଶରେ ଆଉ ୨ ଦିନ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳୀ। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏଥର ଆଲୋକର ପର୍ବ ଦୀପାବଳୀରେ ଜଳିବ ଦୀପ। ଫୁଟିବନି ବାଣ। ଏଭଳି କିଛି କଟକଣା ଜାରି ହୋଇଛି। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସବୁଜ ବାଣ ଫୁଟାଇବାକୁ ନିର୍ଦ୍ଦେଶ…

ଏଥର ଦୀପାବଳୀ ହେବ ପ୍ରଦୂଷଣମୁକ୍ତ!…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଆଉ ୨ ଦିନ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳୀ। ଏହା ପୂର୍ବରୁ ଦିଲ୍ଲୀରେ ପ୍ରଦୂଷିତ ବାୟୁ ଚିନ୍ତାର ବିଷୟ ପାଲଟିଛି। ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏଥର ଆଲୋକର ପର୍ବ…

ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷିତ…

ଓଏଲ୍‌ ବ୍ୟୁରୋ: ଆଉ ୨ ଦିନ ପରେ ଆଲୋକର ପର୍ବ ଦୀପାବଳୀ। ଏହା ପୂର୍ବରୁ ଦିଲ୍ଲୀରେ ପ୍ରଦୂଷିତ ବାୟୁ ଚିନ୍ତାର ବିଷୟ ପାଲଟିଛି। ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର। ବାୟୁର ମାନକ ବଢ଼ାଇବା ପାଇଁ କେଜ୍ରିୱାଲ ସରକାର ଆଇଆଇଟି କାନପୁରର ସହ ଆଲୋଚନା ଜାରି…

ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗିର…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ଅଧିକାରୀ ଜଣକ ହେଉଛନ୍ତି ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର…

ଆକ୍ସନ ମୋଡରେ ପୁଲିସ; କେନ୍ଦ୍ରାପଡ଼ାରେ…

ଓଏଲ୍‌ ବ୍ୟୁରୋ: ଆସନ୍ତା ନଭେମ୍ବର ୧୨ରେ ଆଲୋକର ପର୍ବ ଦୀପାବଳୀ ପାଳନ କରାଯିବ। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଆଲୋକର ପର୍ବ ଦୀପାବଳୀରେ ଜଳିବ ଦୀପ। ଫୁଟିବନି ବାଣ। ଏଭଳି…

ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ; ଏଣିକି…

ଓଏଲ୍‌ ବ୍ୟୁରୋ: ଆଜିଠୁ ଭୁବନେଶ୍ବରରେ ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଚାଲିଛି ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ। ଏହି ସମ୍ମିଳନୀରେ କୃଷି ନିର୍ଦ୍ଦେଶକ କହିଛନ୍ତି, ଏଥର ଚିକିତ୍ସାଳୟ…