Odisha Link
Bridging the Missing Links in Odisha
Daily Archives

December 19, 2023

ସରିଲା ଇଣ୍ଡିଆ ମେଣ୍ଟର ବୈଠକ;…

ଓଏଲ୍‌ ବ୍ୟୁରୋ: ୨୦୨୪ କେନ୍ଦ୍ରର ଶାସନାଧିନ ଏନଡିଏ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଦିଲ୍ଲୀରେ ଶେଷ ଇଣ୍ଡିଆ ମେଣ୍ଟର ବୈଠକ।ବୈଠକରେ ଆଗାମୀ ଲୋକସଭା ନିର୍ବାଚନରେ ସିଟ୍ ବଣ୍ଟନ, ମିଳିତ ଜନସଭା ଓ ନୂଆ କରି ରଣନୀତି କରାଯିବା ଉପରେ ଆଲୋଚନା ହୋଇଛି। ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ…

ଭାରତର ଇତିହାସରେ ପ୍ରଥମ; ସଂସଦରେ ରେକର୍ଡ…

ଓଏଲ୍‌ ବ୍ୟୁରୋ: ସଂସଦର ସୁରକ୍ଷା ପ୍ରସଙ୍ଗ ପାଇଁ ହୁଲୁସ୍ତୁଲ ସଂସଦର ଉଭୟ ଗୃହ। ବାରମ୍ବାର ପ୍ରଶ୍ନ ଉଠାଇବା ବିରୋଧୀ ସାଂସଦଙ୍କ ପାଇଁ ହୋଇଛି ମହଙ୍ଗା।ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି।ଭାରତର ଇତିହାସରେ ପ୍ରଥମଥର ପାଇଁ ସଂସଦରୁ ଏତେ…

ବଡ଼ ଖବର: ଫେବୃୟାରୀରେ ହେବ ପ୍ରଥମ ବିଶ୍ୱ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି।ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୨୪ ଫେବୃଆରୀ ମାସରେ ବିଶ୍ୱ…

ଆଇପିଏଲ୍ ୨୦୨୪: ଦାମୀ ତାଲିକାରେ ସାମିଲ…

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି ମିଚେଲ। ୨୪ କୋଟି ୭୫ ଲକ୍ଷରେ ବିକ୍ରି ହେଲେ ମିଚେଲ ଷ୍ଟାର୍କ। ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ଷ୍ଟାର୍କଙ୍କୁ କିଣିଲା କୋଲକାତା। ଏହା ସହ…

ଭୁବନେଶ୍ୱର ଏସ୍‌ଟିଏଫ୍ ଅଫିସ୍‌ରେ ଆତଙ୍କୀ…

ଓଏଲ୍‌ ବ୍ୟୁରୋ: ଯାଜପୁରର ନେଉଲପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀ ମାମଲାର ଚାଲିଛି ତଦନ୍ତ। ଯାଜପୁର ଧର୍ମଶାଳାରୁ କାଶ୍ମୀର ସନ୍ଦିଗ୍ଧ ଆତଙ୍କୀ ଗିରଫ ଘଟଣାକୁ ନେଇ ଭୁବନେଶ୍ବରରେ ପହଞ୍ଚିଥିଲା ସେଣ୍ଟ୍ରାଲ ଆଇବି ଟିମ୍‌। ଏନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଏସ୍‌ପି କେ.କେ ପାଣିଗ୍ରାହୀ ସୂଚନା…

ଆଇପିଏଲ୍ ଇତିହାସରେ ସବୁଠୁ ମହଙ୍ଗା…

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି ମିଚେଲ। ୨୪ କୋଟି ୭୫ ଲକ୍ଷରେ ବିକ୍ରି ହେଲେ ମିଚେଲ ଷ୍ଟାର୍କ। ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ଷ୍ଟାର୍କଙ୍କୁ କିଣିଲା କୋଲକାତା। ତେବେ…

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ:…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବାବେଳେ ଏହି ବୈଠକରେ ଗରୁତ୍ୱପୂର୍ଣ ପ୍ରସ୍ତାବରେ ମୋହର ଲାଗିପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକାଧିକ ପ୍ରସ୍ତାବକୁ ମିଳିପାରେ କ୍ୟାବିନେଟ ମଞ୍ଜୁରୀ। ଐତିହ୍ୟ…

ରାଉରକେଲାରେ କଲେରା; ଝାଡ଼ାବାନ୍ତିରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୦ ସହର ରହିଛି। ଏହାରି ମଧ୍ୟରେ ରାଉରକେଲାରେ ସ୍ଵାସ୍ତ୍ୟବସ୍ଥା ଏବେ ଚିନ୍ତାର ବିଷୟ ପାଲଟିଛି। ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପଛର କାରଣ କଣ ହୋଇଥାଇପାରେ…

ଆଇପିଏଲ ଇତିହାସରେ ନୂଆ ରେକର୍ଡ: ପ୍ୟାଟ୍…

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି କମିନ୍ସ। ୨୦ କୋଟି ୫୦ କୋଟିରେ ବିକ୍ରି ହେଲେ କମିନ୍ସ। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଲା ହାଇଦ୍ରାବାଦ। ତେବେ…

ମାହାଙ୍ଗା ଡବଲ୍ ମର୍ଡର ମାମଲା: ପ୍ରତାପ…

ଓଏଲ୍‌ ବ୍ୟୁରୋ: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ପୁଣି ସାମୟିକ ଆଶ୍ବସ୍ତି ମିଳିଛି। ପ୍ରତାପଙ୍କ ପ୍ରତି ଲାଗୁ ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିଲେ ହାଇକୋର୍ଟ। ପ୍ରତାପଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ନିର୍ଦ୍ଦେଶ ବଳବତ୍ତର ରହିଛି। ଜାନୁଆରୀ ୧୭ ତାରିଖରେ ମାମଲାର…