Odisha Link
Bridging the Missing Links in Odisha
Daily Archives

June 6, 2024

କାଲିଠୁ ଆରମ୍ଭ ହେବ +୨ ନାମଲେଖା…

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ୨୦୨୪-୨୫ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପ୍ରକ୍ରିୟା ଶୁକ୍ରବାରରୁ ଆରମ୍ଭ ହେଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ…

ନଦୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡି…

ଓଏଲ୍‌ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶଆପଡାରେ ଅଘଟଣ ଘଟିଛି। କୁସୁମୀ ନଦୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଗାଧୋଇବା ସମୟରେ ବୁଡ଼ି ଯାଇ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଅଘଟଣ ପରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି। ମୃତ ଦୁଇଜଣ ହେଉଛନ୍ତି ବାଉଁଶଆପଡାର ଦ୍ବିତିକୃଷ୍ଣ ସେଠୀଙ୍କ…

ବିଏସ୍‌କେଓ୍ବାଇ କାର୍ଡକୁ ନେଇ ଦ୍ବନ୍ଦ୍ବ,…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିଛି। ତେବେ ନବୀନ ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ଗୁଡ଼ିକ ପୂର୍ବପରି କାର୍ଯ୍ୟକାରୀ ହେବ ନା ନାଇଁ ତାକୁ ନେଇ ସମସ୍ତ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ଉଠିଛି। ଏସବୁ ମଧ୍ୟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି…

ପୁଣି ସୁନିତାଙ୍କ ମହାକାଶ ଯାତ୍ରା,…

ଓଏଲ୍‌ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା। ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତାୱିଲିୟମ୍ସ ପୁଣି ମହାକାଶକୁ ଯାତ୍ରା କରିଛନ୍ତି। ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ସୁନିତା ୨୦୦୬…

ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି, ପାଞ୍ଚ…

ଓଏଲ୍‌ ବ୍ୟୁରୋ: ଦୀର୍ଘ ସାତବର୍ଷ ପରେ ଚଳିତ ବର୍ଷ ରାଜ୍ୟରେ ତିନି ଦିନିଆ ହାତୀ ଗଣନା କରାଯାଇଥିଲା। ୨୦୧୭ ମସିହାରେ ରାଜ୍ୟରେ ହାତୀ ଗଣନା କରାଯାଇଥିବା ବେଳେ ସେହି ସମୟରେ ରାଜ୍ୟରେ ମୋଟ୍ ୧୯୭୬ ହାତୀ ଥିଲେ। ଚଳିତ ବର୍ଷ ଗଣନା ପରେ ରାଜ୍ୟରେ ହାତୀ ସଂଖ୍ୟା ୧୨୨ ବୃଦ୍ଧି ପାଇ ୨୦୯୮ରେ ପହଞ୍ଚିଛି।…

ଆଜି ଦିଲ୍ଲୀ ଯିବେ ବିଜେପିର ୨୦ ସାଂସଦ,…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି। ନବ ନିର୍ବାଚିତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା। ଆଜି…

ଆଜି ପବିତ୍ର ସାବିତ୍ରୀ ବ୍ରତ, ଏହି ଓଷା…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ସାବିତ୍ରୀ ବ୍ରତ। ନାରୀ ମାନଙ୍କ ପାଇଁ ଏହି ବ୍ରତ ଏକ ଶ୍ରେଷ୍ଠ ଓ ପ୍ରିୟ ବ୍ରତ। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସ୍ତ୍ରୀ। ଲକ୍ଷ୍ମୀନାରାୟଣଙ୍କ ପୂଜା କରି ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି। ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି…

ତାତିରୁ ମିଳିବ ଆଶ୍ବସ୍ତି, ୯ ତାରିଖ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ତାତିରୁ ମିଳିବ ଆଶ୍ବସ୍ତି। ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ। ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ…

ବିଏସ୍‌କେଓ୍ବାଇ କାର୍ଡ କାର୍ଯ୍ୟକାରିତାକୁ…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିଛି। ତେବେ ନବୀନ ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ଗୁଡ଼ିକ ପୂର୍ବପରି କାର୍ଯ୍ୟକାରୀ ହେବ ନା ନାଇଁ ତାକୁ ନେଇ ସମସ୍ତ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ଉଠିଛି। ଏସବୁ ମଧ୍ୟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି…