କନ୍ଧମାଳ-ରାୟଗଡ଼ା ସୀମାରେ…
ଓଏଲ୍ ବ୍ୟୁରୋ: ସ୍ବାଧୀନତା ଦିବସର ଦିନକ ପୂର୍ବରୁ କନ୍ଧମାଳ-ରାୟଗଡ଼ା ସୀମାରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ। କନ୍ଧମାଳ-କଳାହାଣ୍ଡି ସୀମାରେ ବାଲିଗୁଡ଼ା ଥାନା ଅଞ୍ଚଳରେ ଥିବା ମାଣିକ ସାରୁ ପାହାଡ଼ରେ ଆଜି ଗୁଳିବିନିମୟ ହୋଇଥିବା ବେଳେ ନକ୍ସଲମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ…