Odisha Link
Bridging the Missing Links in Odisha

CHSE ସାମ୍ନାରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ। ଉଚିତ୍ ମୂଲ୍ୟାୟନ ଦାବିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଦେଇଛନ୍ତି ଛାତ୍ରୀ। ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଥିବା ନେଇ ଜଣାପଡିଛି। ଉଚିତ୍ ମୂଲ୍ୟାୟନ ଦାବି…

ଟିକସ ଫାଙ୍କିବା ଅଭିଯୋଗ ଉପରେ ସୋନୁ ସୁଦ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ଆୟକର ବିଭାଗ ୨୦ କୋଟିର ଟ୍ୟାକ୍ସ ଚୋରି କରିଥିବା ଅଭିଯୋଗ ଲଗାଇଛି। ଏଭଳି ଅଭିଯୋଗ ପରେ ସୋନୁ ସୁଦ ଆଜି ତାଙ୍କର ପ୍ରଥମ ପୋଷ୍ଟ କରିଛନ୍ତି। ସୋନୁ କହିଛନ୍ତି, “ଆପଣଙ୍କୁ ସବୁବେଳେ ଆପଣଙ୍କ ଅଂଶର ସତ୍ୟ କହିବା ଆବଶ୍ୟକ ପଡେନାହିଁ। ସମୟ ସବୁକିଛି କହିଥାଏ।”…

ଉଦ୍ଧାର ଛାତ୍ରଙ୍କ ମୃତଦେହ ଚିହ୍ନଟ କଲେ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାଣି ସୁଅରେ ଭାସି ଯାଇଥିବା ଦଶମ ଶ୍ରେଣୀର ଛାତ୍ରଙ୍କର ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହେବା ପରେ ଛାତ୍ରଙ୍କ ମୃତଦେହ ଚିହ୍ନଟ କରିଛନ୍ତି ନିକଟ ସମ୍ପର୍କୀୟ। ସେ ‌ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜା ବୋଲି ତାଙ୍କର ମାଉସୀ ଏମ୍ସରେ ଚିହ୍ନଟ କରିଥିବା ଜଣାଯାଇଛି।…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ…

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜୀତ ସିଂ। କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ରବିବାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ଚରଣଜୀତ ସିଂହ ଚନ୍ନୀ ଦିନ ୧୧ଟା ୧୫ରେ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି। ଚରଣଜୀତଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ…

ବାପା-ମା’ଙ୍କ ବିରୋଧରେ ମାମଲା ରୁଜୁ କଲେ…

ମୁମ୍ବାଇ: ଅଭିନେତା ଥଲାପତି ବିଜୟ ତାଙ୍କ ଫିଲ୍ମ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ନିଜ ବାପା-ମା’ଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଅଭିଯୋଗ କରିଥିବା ଜଣାପଡିଛି। ସୂଚନା ମୁତାବକ, ବିଜୟ ତାଙ୍କ ବାପା-ମା’ଙ୍କ ସହ ମୋଟ…

ପଞ୍ଜାବରେ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼: ଆଜି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚରଣଜିତ୍ ସିଂହ ଚନ୍ନି। ଦିନ ୧୧ଟା ବେଳେ ସେ ଏକ ନିରାଡ଼ମ୍ବର ଉତ୍ସବରେ ସେ ଶପଥ ଗ୍ରହଣ କରିବେ। ତେବେ ତା’ପୂର୍ବରୁ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଜଣାପଡ଼ିଛି। ଏହି ଦୁଇ ଜଣ ହେଉଛନ୍ତି- ସୁଖଜିନ୍ଦର ସିଂହ ରାନ୍ଧୱା ଓ…

ଅନୁପମ ଖେରଙ୍କୁ ବଡ଼ ସମ୍ମାନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅନୁପମ ଖେରଙ୍କୁ ମିଳିଛି ବଡ଼ ସମ୍ମାନ। ନ୍ୟୁୟର୍କର ମ୍ୟାନହେଟନରେ ଆୟୋଜିତ ସମାରୋହରେ ଅନୁପମ ଖେରଙ୍କୁ ହିନ୍ଦୁ ଅଧ୍ୟୟନ ପାଇଁ ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଆମେରିକା ୟୁନିଭର୍ସିଟି ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ପକ୍ଷରୁ ତାଙ୍କୁ ପ୍ରଦାନ…

ଘା’ କାରଣରୁ ମା’କୁ ଜଙ୍ଗଲରେ ଛାଡ଼ିଦେଲେ

ବରଗଡ଼: ନିଜ ଜନ୍ମକଲା ୮୦ ବର୍ଷୀୟା ମା'କୁ ଜଙ୍ଗଲରେ ଛାଡ଼ିଦେଲେ। ମୁଣ୍ଡରେ ସାମାନ୍ୟ ଘା’ ହୋଇଥିବାରୁ ଚିକିତ୍ସା କରିବା ପରିବର୍ତ୍ତେ ପରିବାର ଲୋକ ମା’କୁ ଘଞ୍ଚ ଜଙ୍ଗଲରେ ଛାଡ଼ି ପଳାଇଲେ। ହେଲେ ବୃଦ୍ଧାଜଣକ ଦୀର୍ଘ ୧୫ ଦିନ ପରେ ମୁମୂର୍ଷ ଅବସ୍ଥାରେ ଊଦ୍ଧାର ହୋଇଥିବା ବେଳେ ପରିବାର ଲୋକ ଏବେ ତାଙ୍କୁ ଘରକୁ…

ଭିଜିଲାନ୍ସ ଜାଲରେ OCCL ସିନିଅର…

ସମ୍ବଲପୁର: ଭିଜିଲାନ୍ସ ଜାଲରେ OCCL ସିନିଅର ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ଜଢ଼ାଉ ହୋଇଛି। ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ାଉ ଜାରି ରହିଛି। ରଞ୍ଜନ କୁମାର ଡାଙ୍ଗ ଏବେ OCCL…

ଅକ୍ଟୋବରରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ!

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ। ଗତ ମାସକ ମଧ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ତିଆରି ଚାଲିଛି। ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ…