Odisha Link
Bridging the Missing Links in Odisha

ଏସସିବିରେ ଇକମୋ ଚିକିତ୍ସାରେ ଆଉ ଜଣେ…

କଟକ: କଟକ ଏସସିବିରେ ଇକମୋ ଚିକତ୍ସାଧୀନ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ସେ ଗତ ୨୯ରେ ଫୁସଫୁସ ସଂକ୍ରମଣ ଯୋଗୁଁ ଭର୍ତ୍ତି ହୋଇଥିଲେ। ଗତ ରାତିରେ ମହିଳା ରୋଗୀଙ୍କ ମୃତ୍ୟୁ ନେଇ ମେଡିକାଲରୁ ସୂଚନା ଦିଆଯାଇଛି। ମୃତ ମହିଳାଙ୍କ ଘର ବଲାଙ୍ଗିର ଜିଲ୍ଲା ଗାନ୍ଧିନଗର ଅଞ୍ଚଳରେ ବୋଲି ଜଣାପଡିଛି। ଏସସିବିରେ…

+୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ…

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ +୨ ନାମ ଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ। ଦିନ ସାଢ଼େ ୧୧ଟାରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ସାମସ୍ ଓ୍ୱେବସାଇଟରେ ତାଲିକା ପାଇପାରିବେ ଛାତ୍ରଛାତ୍ରୀ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା କାଲିଠୁ ୨୧ ତାରିଖ ମଧ୍ୟରେ ଧାର୍ଯ୍ୟ କଲେଜରେ ନାମ ଲେଖାଇ ପାରିବେ।…

ବର୍ଷାରେ ଭିଜୁଛି ସାରା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଗତକାଲିଠୁ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଗତକାଲି ଅବପାତରେ ପରିଣତ ହେଲା ପରେ ଆଜି ଆହୁରି ଘନୀଭୂତ ହେବ ଲଘୁଚାପ। ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର…

ପାର୍ବଣ କଟକଣାର ପୁନର୍ବିଚାର କରନ୍ତୁ…

କଟକ: ଦୁର୍ଗାପୂଜା ମୂର୍ତ୍ତିର ଉଚ୍ଚତା ସହ କୋଭିଡ୍ ସଂକ୍ରମଣର ସଂପର୍କ ନେଇ ତେଜୁଛି ଅସନ୍ତୋଷ। ଗତକାଲି ସରକାରଙ୍କ ପୂର୍ବ ଗାଇଡଲାଇନ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଘୋଷଣା କରିଥିଲେ ମୁଖ୍ୟ ରିଲିଫ୍ କମିଶନର। କହିଥିଲେ- ପରଦା ହଟିବ ନାହିଁ, କି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ହେଲେ…

ୟୁପି ବିଧାନସଭା ନିର୍ବାଚନ ଲଢିବ ଶିବସେନା

ମହାରାଷ୍ଟ୍ର: ୟୁପି ରାଜନୀତିରେ ପ୍ରବେଶ କରିବାକୁ ଯାଉଛି ଶିବସେନା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି। ଶିବସେନା ତରଫରୁ ହୋଇଥିବା କ୍ଷେତ୍ରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ…

ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ…

ସମ୍ବଲପୁର: ଗଣପର୍ବ ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମାଆ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ସମସ୍ତଙ୍କୁ ନୂଆଁଖାଇ ଜୁହାର୍…

ପୁଣି ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପୁଣି ଥରେ ଜେରା କରିବ ପ୍ରବର୍ତ୍ତନ ନିର୍ଦେଶାଳୟ। ଅଭିଷେକଙ୍କୁ ପୁଣି ପଚରାଉଚରା କରିବା ପାଇଁ ଇଡି ନୋଟିସ୍‌ ଜାରି କରିଛି। ବହୁ ଚର୍ଚ୍ଚିତ କୋଇଲା ଘୋଟାଲା ସହ ଜଡିତ ଘଟଣାକୁ ନେଇ…

୩୭ ଲକ୍ଷ ଚାଷୀଙ୍କୁ ମିଳିଲା କାଳିଆ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି। ପବିତ୍ର ନୂଆଖାଇ…

କମିପାରେ ଖାଇବା ତେଲ ଦର

ନୂଆଦିଲ୍ଲୀ: ଏକ ବର୍ଷ ଭିତରେ ଖାଇବା ତେଲ ମୂଲ୍ୟ ୬୪% ବୃଦ୍ଧି ହୋଇଥିବା ବେଳେ ଖୁବ ଶୀଘ୍ର ଖାଇବା ତେଲ ମୂଲ୍ୟ ଶସ୍ତା ହୋଇପାରେ। କାରଣ ପାମୋଲିନ ତେଲ, ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଭଳି ଖାଇବା ତେଲର ଆମଦାନୀ ଉପରେ କେନ୍ଦ୍ର ଆମଦାନୀ ଶୁଳ୍କକୁ କେନ୍ଦ୍ର ସରକାର ୨.୫ ପ୍ରତିଶତକୁ ହ୍ରାସ କରିଛନ୍ତି।…

‘ମେଡ଼ିସିନ ଫ୍ରମ ଦି ସ୍କାଏ’ ପ୍ରକଳ୍ପ…

ତେଲେଙ୍ଗାନା: ଏଣିକି ଡ୍ରୋନ୍ ମାଧ୍ୟମରେ ଘରେ ପହଞ୍ଚିବ ଔଷଧ। ରାସ୍ତା ଜାମ କିମ୍ବା ଔଷଧ ଆଣିବା ପାଇଁ ପାଖରେ କେହି ନଥିଲେ ବି ଘରେ ପହଞ୍ଚିବ ଔଷଧ। ତେଲେଙ୍ଗାନାରେ ‘ମେଡ଼ିସିନ ଫ୍ରମ ଦି ସ୍କାଏ’ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହି ସମୟରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ…