ଅଧା ପ୍ରସବ ଅବସ୍ଥାରେ ହାତଗୋଡ଼ ବନ୍ଧା…
କାମାକ୍ଷାନଗର: ଅଧା ପ୍ରସବ ଅବସ୍ଥାରେ ହାତଗୋଡ଼ ବନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର। ଜଣେ ଗର୍ଭବତୀଙ୍କ ହାତ ଓ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି। ଆଉ ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଛି।…