Odisha Link
Bridging the Missing Links in Odisha

ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ପିନ୍ଧି…

ପାକିସ୍ତାନ: ପାକିସ୍ତାନରେ ଶିକ୍ଷକମାନେ ‘ଜିନ୍ସ୍’ ଏବଂ ‘ଟି-ସାର୍ଟ’ ପିନ୍ଧି ପାରିବେ ନାହିଁ ବୋଲି ସେଠାକାର ‘ଫେଡେରାଲ୍‌ ଡାଇରେକ୍ଟୋରେଟ୍‌ ଅଫ୍ ଏଜୁକେସନ୍’ (ଏଫ୍‌ଡିଇ) ଏକ ବିଜ୍ଞପ୍ତି ଜାରି କରିଛି। ସେହିପରି, ଶିକ୍ଷୟିତ୍ରୀମାନଙ୍କ ‘ଜିନ୍ସ୍‌’ ଓ ‘ଟାଇଟସ୍‌’ ପିନ୍ଧା ଉପରେ ମଧ୍ୟ ଉକ୍ତ ବିଜ୍ଞପ୍ତିରେ…

+୩ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ…

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେଧା ତାଲିକା। ପୂର୍ବାହ୍ନ ୧୧ଟାରେ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅପରାହ୍ନ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଅନ୍ ଲାଇନ୍ ରେ ନାମଲେଖା ଫି’ ଦାଖଲ କରିପାରିବେ। ତେବେ…

ରାଜ୍ୟରେ ୨୪ ଘଣ୍ଟାରେ ୧୧୭ ଛୁଆ କରୋନା…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ୧୮ ବର୍ଷରୁ କମ୍‌ ବୟସର ଛୁଆ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୭୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୨୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି…

ହେଲମେଟ ଚେକିଂ ବେଳେ ପୁଲିସ୍‌-ବାଇକ୍‌…

କେନ୍ଦ୍ରାପଡ଼ା: ହେଲମଟ୍ ଯାଞ୍ଚ ବେଳେ ମାଡ଼ପିଟ୍। ହେଲମେଟ୍‌ କାହିଁ ବୋଲି ପଚାରିବାରୁ ପୁଲିସ୍‌ ଓ ବାଇକ୍‌ ଚାଳକଙ୍କ ମଧ୍ୟରେ ହାତାହାତି ହୋଇଛି। ଗତ କାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ୍ ଥାନା ତିନିମୁହାଣୀ ଛକରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ଗତ ରାତିରେ ବାଇକ୍ ଚାଳକ ଜଣକ ବିନା…

ଏସିଏଫ୍ ସୌମ୍ୟଙ୍କ ପରିବାରକୁ ନ୍ୟାୟ…

ଖଇରା: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦିନ ପରେ ବିତି ଯାଉଥିଲେ ମଧ୍ୟ ଆଜି ଯାଏଁ ନ୍ୟାୟ ମିଳିପାରୁ ନାହିଁ। ଏହି ଘଟଣାକୁ ନେଇ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ପାଳନ ହେଉଛି। ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ ହେଉଛି। ଖଇରା ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ଦିନ ୧୨ଟା…

୧୪ ଯାଏଁ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ଉତ୍ତର ବଙ୍ଗୋପସାଗର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହା ୧୧ରେ ଲଘୁଚାପରେ ପରିଣତ ହୋଇ ୧୩ କିମ୍ବା ୧୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ…

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ…

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛିି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାତି ଅଧରେ ତାଙ୍କର ପୋଷ୍ଟମର୍ଟମ ହୋଇଛି। ପୋଷ୍ଟ ମର୍ଟମ ପରେ ପରିବାରକୁ ମୃତଦେହକୁ ହସ୍ତାନ୍ତର କରାଯାଇଛି। ଗତକାଲି କଟକ ବଡ଼…

ଆଜି ମୌସୁମୀ ଅଧିବେଶନର ଶେଷ ଦିନ

ଭୁବନେଶ୍ବର: ଆଜି ସରୁଛି ବିଧାନସଭାର ମୌସୁମୀ ଅଧିବେଶନ। ଶେଷ ଦିନରେ ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ସଂକଳ୍ପ ଆଗତ ହେବ। ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ଜାତି ଭିତ୍ତିକ ଜନଗଣନା ପାଇଁ ମଧ୍ୟ ବିଧାନସଭାରେ ସଂକଳ୍ପ ଆଗତ ହେବ।…

ବିନା ଅଧ୍ୟାପକରେ ରେଙ୍ଗାଳି +୨ କଲେଜରେ…

ରେଙ୍ଗାଳି: ବିନା ଅଧ୍ୟାପକରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏଭଳି ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ସ୍ଥିତ ରେଙ୍ଗାଳି ପ୍ରକଳ୍ପ କଲେଜରେ। ବିନା ଅଧ୍ୟାପକରେ କଲେଜରେ ପାଠ ପଢ଼ୁଛନ୍ତି ୧୨୮ ଜଣ ଛାତ୍ରଛାତ୍ରୀ। ୧୯୮୩ ମସିହାରେ ରେଙ୍ଗାଳି ବହୁମୁଖୀ ଜଳଭଣ୍ଡାର ଯୋଜନାରେ ରେଙ୍ଗାଳି ପ୍ରକଳ୍ପ…

ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି…

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଆର୍ଥିକ ରାଶି ସହ ଗ୍ରୁପ ‘ଏ’ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ସରକାର। ପ୍ରମୋଦ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଏହି…