Odisha Link
Bridging the Missing Links in Odisha

ଶିକ୍ଷକଙ୍କଠୁ ବଟି ଆଦାୟ, ୨ ୱେବ…

ଉମରକୋଟ: ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗ। ଗିରଫ ହେଲେ ୨ ୱେବ୍ ଚ୍ୟାନେଲ୍ ସାମ୍ବାଦିକ। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଫେରାର୍ ଅଛନ୍ତି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଘଟିଛି। ଉମରକୋଟ ବ୍ଲକ ନାୟକଗୁଡାସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ…

୨ ଦିନ ଯାଏ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟର ଅଧିକାଶଂ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୁଖ୍ୟତଃ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି…

୧୦ ଦଫା ଦାବିରେ ବୌଦ୍ଧରେ ବନ୍ଦ ଡକରା

ବୌଦ୍ଧ: ୧୦ ଦଫା ଦାବିରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡକରା। ସୋମବାର ସକାଳ ୬ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି। ବନ୍ଦ ପ୍ରଭାବରେ ବେସରକାରୀ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ବୌଦ୍ଧ ଜିଲ୍ଲା ୧୯୯୪ ମସିହାରୁ ନୂତନ…

ଜେଲ ଗଲେ ୱେବ ପୋର୍ଟାଲ ସମ୍ପାଦକ

ଭୁବନେଶ୍ୱର: ଜାମିନ ଖାରଜ ହେବାରୁ ଶେଷରେ ଜେଲ ଗଲେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ। ଆଜି ଶୁଣାଣି ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ସୁଧାଂଶୁଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସୁଧାଂଶୁଙ୍କ ସହ ତାଙ୍କ ସହଯୋଗୀ ସ୍ମୃତି ରଞ୍ଜନ ବେହେରାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ…

ଆମେରିକା ଅକାମୀ କରିଥିବା ବିମାନଗୁଡିକୁ…

କାବୁଲ: ଆମେରିକା ଅକାମୀ କରିଥିବା ବିମାନଗୁଡିକୁ ସକ୍ରିୟ କଲା ତାଲିବାନ। ପ୍ରାୟ ୨୦ ବର୍ଷ ଧରି ତାଲିବାନ ସହ ଯୁଦ୍ଧ ଲଢିବା ପରେ ଶେଷରେ ନିଜ ଦେଶକୁ ଫେରିଯାଇଛନ୍ତି ଆମେରିକା ସେନା। କାବୁଲ ଛାଡିବା ପୂର୍ବରୁ ଆମେରିକା ଏୟାରବେସ୍‌ରେ ଥିବା ଅନେକ ହେଲିକପ୍ଟର ଏବଂ ଯୁଦ୍ଧ ବିମାନଗୁଡିକୁ ଅକାମୀ କରିଦେଇଥିଲା।…

ରାଉରକେଲାରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ…

ରାଉରକେଲା: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳରେ ଭାଗ ନେଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ତାରକାଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଆୟୋଜିତ ସ୍ୱତନ୍ତ୍ର…

ସମ୍ ଡାକ୍ତରଙ୍କ ଉଦ୍ୟମରେ ସୁସ୍ଥ ହେଲେ…

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର ଓ ଅନ୍ୟ ସହଯୋଗୀ ଷ୍ଟାଫ୍‌ମାନଙ୍କର ଅବିରତ ପ୍ରଚେଷ୍ଟା ଫଳରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ଜଣଙ୍କର ସ୍ନାୟୁଜନିତ ପାରାଲିସିସ୍…

ଏନଏଲଇଏମ ସଂଶୋଧନ: କମିଲା ୩୯ଟି ଔଷଧ ଦର

ନୂଆଦିଲ୍ଲୀ: ନ୍ୟାସନାଲ ଲିଷ୍ଟ ଅଫ ଇସେନସିଆଲ ମେଡିସିନସ୍‌ (ଏନଏଲଇଏମ)ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଫଳରେ ସାଧାରଣରେ ଉପଯୋଗ ହେଉଥିବା ପ୍ରାୟ ୩୯ଟି ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟ ହ୍ରାସ ହୋଇଛି। ଏଥିରେ କର୍କଟ ନିରୋଧୀ ଔଷଧ ସମେତ ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ,ଆଣ୍ଟି ଡାୟବେଟିଜ୍,…

୫ କୁକୁରଙ୍କ ଉପରେ ଏସିଡ ଢ଼ାଳି ହତ୍ୟା

ଭୋପାଳ: ୫ କୁକୁରଙ୍କୁ ଏସିଡ ଢ଼ାଳି ହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଏଠାରେ ପାଞ୍ଚଟି ବୁଲା କୁକୁରଙ୍କ ଉପରେ ଏସିଡ୍ ପକାଇ ସେମାନଙ୍କୁ ମାରିଦିଆଯାଇଛି। ପୁଲିସର ସୂଚନାନୁସାରେ, ପିପୁଲ୍ସ ଫର ଆନିମଲ୍ସ (ପିଏଫଏ)ର ସଦସ୍ୟ ପ୍ରିୟାଂଶୁ ଜେନାଙ୍କ ଅଭିଯୋଗ କ୍ରମେ, ପଶୁ କ୍ରରତା ନିବାରଣ…

ସିଇଟିକୁ ଓଡ଼ିଶା ବୈଷୟିକ ଓ ଗବେଷଣା…

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଧେୟକ ଆଜି ବିଧାନସଭାରେ ପାରିତ ହୋଇଛି। ଏହି ବିଲ୍‌ ପାରିତ ହେବା ଦ୍ୱାରା କଲେଜ ଅଫ୍‌ ଇଞ୍ଜିନିୟରି ଆଣ୍ଡ ଟେକ୍ନୋଲୋଜି (ସିଇଟି) ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ନାମିତ ହେବ।…