Odisha Link
Bridging the Missing Links in Odisha

ଆଫଗାନିସ୍ତାନର ସୁପ୍ରିମ ଲିଡରଙ୍କ ନାଁ…

କାବୁଲ: ଆଫଗାନିସ୍ତାନର ସୁପ୍ରିମ ଲିଡର ହେଲେ ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା। ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା କରିଛି ତାଲିବାନ। ତାଲିବାନର କଲଚରାଲ କମିଶନ ସଦସ୍ୟ ଆନାମୁଲ୍ଲା ସାମନଗାନି ଏନେଇ ଘୋଷଣା କରିଛନ୍ତି। ତାଙ୍କ ନେତୃତ୍ୱରେ ଖୁବ୍ ଶୀଘ୍ର ସରକାର ଗଠନ ହେବ। ପୂର୍ବରୁ ଇରାନ ମଡେଲ ଅନୁସାରେ…

ରାସ୍ତାକଡ଼ରୁ ଡେଲିଭରି ବୟର ମୃତଦେହ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଡେଲିଭରି ବୟର ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ମୃତ ଯୁବକଙ୍କ ନାଁ ସାନ୍ତନୁ। ସେ ପାଣ୍ଡରାରେ ରହୁଥିବା ବେଳେ ଅନଲାଇନ୍ ଡେଲିଭରି ବୟ…

ମୌସୁମୀ ଅଧିବେଶନ: ୧୧.୩୦ ପର୍ଯ୍ୟନ୍ତ ଗୃହ…

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ବିଭିନ୍ନ ପ୍ଲା କାର୍ଡ ଧରି ଗୃହରେ ନାରାବାଜି କରିଥିଲେ। ଏପରିକି ବାଚସ୍ପତିି ସୂର୍ଯ୍ୟନାରାୟଣଙ୍କ ପୋଡ଼ିୟମ ନିକଟକୁ…

କାଲିଠୁ +୨ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ…

ଭୁବନେଶ୍ୱର: ଚଳିତ ବର୍ଷ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଅଫ୍‌ଲାଇନ୍‌ ପରୀକ୍ଷା। ଆସନ୍ତା କାଲିଠୁ +୨ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ ଆରମ୍ଭ। ସେପ୍ଟେମ୍ବର ୩ରୁ ସେପ୍ଟେମ୍ବର ୭ ମଧ୍ୟରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ ଯୋଗେ ଆବେଦନ କରିପାରିବେ।…

ଇ-ଭେଇକିଲ ନୀତି ୨୦୨୧ ନେଇ ବିଜ୍ଞପ୍ତି…

ଭୁବନେଶ୍ୱର: ରାଜ୍ୟରେ ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ରାଜ୍ୟ ପରିବହନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ସପ୍ତାହରେ ଇ-ଭେଇକିଲ ନୀତିକୁ ମିଳିଥିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ। ୨୦୨୫ ସୁଦ୍ଧା ୨୦ ପ୍ରତିଶତ ବ୍ୟାଟେରୀ ଗାଡ଼ି ଚଳାଚଳ କରିବାକୁ…

ରାଜ୍ୟରେ କମିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୫୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, କଟକ ଏବଂ ଯାଜପୁର ଜିଲ୍ଲାରୁ…

ହରିଶଙ୍କର-ନୃସିଂହନାଥ ମନ୍ଦିରର…

ବଲାଙ୍ଗୀର: ହରିଶଙ୍କର ଓ ନୃସିଂହନାଥର ମନ୍ଦିରର ହେବ ଉନ୍ନତିକରଣ । ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରକଳ୍ପ ଆରମ୍ଭ କରିଛନ୍ତି। ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ୨ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇଭ-ଟି ସଚିବଙ୍କ ଉପସ୍ଥିତିରେ…

ପବିତ୍ର ରିସ୍ତା-୨: ଲୋକେ କହିଲେ,…

ମୁମ୍ବାଇ: ଛୋଟ ପରଦାକୁ ଫେରୁଛି ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା-୨’। ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ‘ପବିତ୍ର ରିସ୍ତା-୨’ର ଟ୍ରେଲର ସେୟାର କରିଛନ୍ତି। ଏହା ପବିତ୍ର ରିସ୍ତାର ଡିଜିଟାଲ ସ୍ପିନ୍ ଅଫ୍। ଟ୍ରେଲରରେ ଅଙ୍କିତା ନିଜ ପୁରୁଣା ଲୁକରେ ନଜର ଆସିଛନ୍ତି।…

ଗଶେଶ ପୂଜା ଗାଇଡଲାଇନ ଜାରି କଲା…

ଭୁବନେଶ୍ୱର: ଆଗକୁ ପାର୍ବଣ ଋତୁ ଆସୁଛି। ଆସନ୍ତା ୧୦ ତାରିଖରେ ପାଳିତ ହେବ ଗଶେଶ ପୂଜା। ଗଶେଶ ପୂଜା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍‌। ବିଏମ୍‌ସି ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁଯାୟୀ, ମଣ୍ଡପରେ କୋଭିଡ କଟକଣାରେ ପୂଜା କରିବାକୁ ଅନୁମତି ମିଳିବ।…

ରାଜ୍ୟରେ ୧୦୮ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋାନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୭୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୪୩୮ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୧୬ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା…