Odisha Link
Bridging the Missing Links in Odisha

୧୪ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଇ-ଯାନ ପଲିସି ଉପରେ ବାଜିଲା ମୋହର। ଏଣିକି ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ମିଳିବ ସରକାରୀ…

ଗୁପ୍ତେଶ୍ୱର ମନ୍ଦିର ପାଇଁ ଗାଇଡଲାଇନ…

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱରକୁ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ସରକାର। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଗୁପ୍ତେଶ୍ୱର ମନ୍ଦିର ଖୋଲିବ। ଏନେଇ ଗାଇଡଲାଇନ ଜାରି କରିଛି ପ୍ରଶାସନ। ଗାଇଡଲାଇନ ମୁତାବକ, ମନ୍ଦିର ମଧ୍ୟରେ ଏକକାଳୀନ ୭ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ।…

ମଝି ଆକାଶରେ ପାଇଲଟଙ୍କୁ ହୃଦଘାତ,…

ନାଗପୁର: ମଝି ଆକାଶରେ ପାଇଲଟଙ୍କୁ ହୃଦଘାତ। ୧୨୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବାଂଲାଦେଶର ଏକ ବିମାନର ପାଇଲଟଙ୍କୁ ଅଚାନକ ହୃଦଘାତ ହୋଇଛି। ଏହାପରେ ବିମାନଟି ନାଗପୁରରେ ଜରୁରୀକାଳୀନ ଅବତରଣ କରିଛି। ତେବେ ପାଇଲଟ ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରିଉ ମେମ୍ୱର ସୁରକ୍ଷିତ ରହିଥିବା ସୂଚନା…

ଆତଙ୍କୀ ମାନଙ୍କୁ ଖୋଜି ଖୋଜି ନିପାତ…

ଓ୍ବାଶିଂଟନ: ଗତକାଲି ଆଫଗାନିସ୍ଥାନର କାବୁଲ ବିମାନବନ୍ଦର ବାହାରେରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ବେଳେ ବିସ୍ଫୋଣରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିସହ ଆମେରିକୀୟ ନୌସେନାର ୧୩ଜଣ ସୈନିକ ଏବଂ ଜଣେ ନୌସେନା ଡାକ୍ତର ନିହତ ହୋଇଛନ୍ତି। ଏନେଇ ଦୁଃଖ…

ଆସନ୍ତା କାଲିଠୁ ୩ ଦିନ ବନ୍ଦ ରହିବ…

ଭୁବନେଶ୍ୱର: ଆସନ୍ତା କାଲିଠୁ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୩ ଦିନ ଧରି ବନ୍ଦ ରହିବ। ଆସନ୍ତା କାଲି ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବା ଥିବାବେଳେ ୨୯ରେ ରବିବାର ପାଇଁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ସୋମବାର ୩୦ ତାରିଖରେ ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ…

ବାପା ହେଲେ ଅପାରଶକ୍ତି ଖୁରାନା

ମୁମ୍ବାଇ: ବାପା ହେଲେ ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା। ତାଙ୍କ ପତ୍ନୀ ଆକୃତି ଆହୁଜା ଖୁରାନା ଆଜି ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। କନ୍ୟା ସନ୍ତାନର ଜନକ ହେବା କଥା ଅପାରଶକ୍ତି ସୋଶାଲ୍ ମିଡିଆରେ ଶେଆର କରିଛନ୍ତି। ସେ ତାଙ୍କ ଝିଅର ନାଁ ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି। ସେ ଝିଅର ନାଁ ଆରଜୋଇ ଏ…

କାବୁଲ ବିମାନବନ୍ଦର ପରେ ଏବେ କଜାକିସ୍ତାନ…

କଜାକିସ୍ତାନ: ଗତକାଲି କାବୁଲ ବିମାନବନ୍ଦର ବାହାରେ ଆତ୍ମଘାତୀ ବିସ୍ଫୋରଣ ପରେ ଆଜି ପୁଣି ଏକ ବିସ୍ଫୋରଣର ଖବର ଆସିଛି। କଜାକିସ୍ତାନର ତରାଜ ସହରରେ ଥିବା ସେନା ଗୋଦାମରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଏଫପି ତରଫରୁ ସୂଚନା ଦିଆଯାଇଛି। ଗତକାଲି…

କରୋନାରେ ଆଉ ୨ ଶିଶୁଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ୩ୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଥିବା ବେଳେ ଏବେ ରାଜ୍ୟରେ ଦୈନିକ ୧୦୦ ପାଖାପାଖି ଶିଶୁ ପଜିଟିଭ୍ ହେଉଛନ୍ତି। ଏହାରି ମଧ୍ୟରେ ଆଜି କରୋନାରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କଟକ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଶିଶୁଙ୍କର ମୃତ୍ୟୁ ହୋଇଛି। କଟକରେ ଶିଶୁ…

ଲିଙ୍ଗରାଜ ମନ୍ଦିର ପାଇଁ ବିଏମସିର…

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଖୋଲିବାକୁ ଯାଉଛି ଲିଙ୍ଗରାଜ ମନ୍ଦିର। ଏଥିପାଇଁ ବିଏମସି ପକ୍ଷରୁ ନୂତନ ଗାଇଡଲାଇନ ଜାରି କରାଯାଇଛି। ଦୁଇଟି ଡୋଜର ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶର ଅନୁମତି ମିଳିବ। ଟିକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ। ଗର୍ଭଗୃହ ଦର୍ଶନ ବନ୍ଦ…

ବାପ-ପୁଅଙ୍କୁ ବିବସ୍ତ୍ର କରି ନିସ୍ତୁକ…

ଖୋର୍ଦ୍ଧା: ମାନବବାଦୀ ସଂଗଠନର ଅମାନବୀୟ କାମ। ସଂଗଠନରେ ସାମିଲ ନ ହେବାରୁ ବାପ-ପୁଅଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ଼। ମାଡ଼ ମାରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ହାତ ଗୋଡ଼ ବାନ୍ଧି ବିବସ୍ତ୍ର କରି ଠେଙ୍ଗାରେ ଦୁଇ ଜଣଙ୍କୁ ନିର୍ଘାତ ମାଡ଼ ମରାଯାଉଛି। ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ…