Odisha Link
Bridging the Missing Links in Odisha

ହାଇକୋର୍ଟରେ ଅନୁଭବ ମହାନ୍ତିଙ୍କ ଆବେଦନର…

କଟକ: ବର୍ଷା ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ସୃଷ୍ଟି ହୋଇଥିବାବେଳେ ଏନେଇ ଅଦାଲତରେ ମାମଲା ହୋଇଛି। ତେବେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ମାମଲାର ଅନ୍ତ କରିଛନ୍ତି। ବିବାହ ବିଚ୍ଛେଦର ତ୍ୱରିତ ଶୁଣାଣୀ ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ କରିଥିଲେ।…

ଲାଡେନ ସପକ୍ଷରେ ମତ ରଖିଲା ତାଲିବାନ,…

କାବୁଲ: କୁଖ୍ୟାତ୍ ଆତଙ୍କୀ ମାଷ୍ଟରମାଇଣ୍ଡ ଓସାମା ବିନ ଲାଡେନ ସପକ୍ଷରେ ମତ ରଖିଛି ତାଲିବାନ। ଅଲକାଏଦାର ଏହି କୁଖ୍ୟାତ ଆତଙ୍କୀର ଇସାରାରେ ୯/୧୧ରେ ଆମେରିକାର ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ଭୟଙ୍କର ବିମାନ ଆକ୍ରମଣ ହୋଇଥିଲା।ଏହି କାରଣ ପାଇଁ ଆମେରିକା ଉଭୟ ତାଲିବାନ ଓ ଅଲକାଏଦ ବିରୋଧରେ ୨୦୦୧ରୁ ଯୁଦ୍ଧ…

ଦେଶରେ କରୋନା: ୨୩% ବଢ଼ିଲା ସଂକ୍ରମିତଙ୍କ…

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା କରୋନାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୩% ବଢ଼ିଲା କରେନା ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ଦିନରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୬୦୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୩୪ ହଜାର ୧୫୯ ଜଣ ଆରୋଗ୍ୟ ହୋଇଛନ୍ତି। ରିକଭରି ରେଟ୍ ୯୭. ୬୩…

ଡ୍ରଗ୍ସ ଲିଙ୍କ ମାମଲାରେ ରକୁଲ ପ୍ରୀତଙ୍କ…

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ସମେତ ଏକାଧିକ ସାଉଥ୍ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୪ ବର୍ଷ ପୂର୍ବର ଏକ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କ ସମେତ, ବାହୁବଳୀ ଅଭିନେତା ତଥା ନିର୍ଦେଶକ ରାଣା…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି…

ଭୁବନେଶ୍ବର: ଦୀର୍ଘ ୫ ମାସ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତିସ୍ତୁପ। କରୋନା କଟକଣାରେ ଧଉଳି ଶାନ୍ତିସ୍ତୁପ ଆଜିଠାରୁ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ପୁଣି ଚଳଚଂଚଳ ହୋଇଉଠିବ ଶାନ୍ତିସ୍ତୂପ। ସଂଧ୍ୟାରେ ଲାଇଟ ଆଣ୍ଡ ସାଉଣ୍ଡ ସୋରେ ମଜା ନେବେ ପର୍ଯ୍ୟଟକ। ସ୍ଥାନୀୟ…

ରାଜ୍ୟରେ କରୋନା ନେଲା ଆଉ ୬୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୨୮କୁ ବୃଦ୍ଧି ପାଇଛି। ଏନେଇ…

ରାଜ୍ୟରେ ଦିନକରେ ୧୩୦ ଛୁଆ କରୋନା…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୪୯୨ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୫୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା…

କାବୁଲ ବିମାନବନ୍ଦରରେ ମହଙ୍ଗାମାଡ଼: ପାଣି…

କାବୁଲ: ତାଲିବାନ ଆଫଗାନିସ୍ତାନ ଦଖଲ ପରଠାରୁ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡି ଚାଲିଯିବାକୁ ଏବେ ବି କାବୁଲ ବିମାନବନ୍ଦରରେ ଭିଡ ଲାଗାଇଛନ୍ତି। ତାଲିବାନୀଙ୍କଠାରୁ ଲୋକେ ଜୀବନ ବଞ୍ଚାଇବାକୁ ଅନ୍ୟଦେଶରେ ଶରଣ ନେବାକୁ ଲୋକ ବିମାନ ବନ୍ଦରମୁହାଁ ହେଉଛନ୍ତି। ଆମେରିକା ସମେତ ଅନେକ ଦେଶ ମଧ୍ୟ ନିଜ…

କାବୁଲ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ…

କାବୁଲ: ତାଲିବାନ୍‌ ଆଫଗାନିସ୍ତାନରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ମଧ୍ୟ କାବୁଲ ଏୟାରପୋର୍ଟ ଏବେ ବି ଆମେରିକାର ସେନା ହାତରେ ରହିଛି। ଏହାରି ମଧ୍ୟରେ କାବୁଲ ଏୟାରପୋର୍ଟ ବାହାରେ ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏୟାରପୋର୍ଟ ଗେଟ୍ ଛାଡି ଚାଲିଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି…

ଆଫଗାନିସ୍ତାନ ସ୍ଥିତି ନେଇ ଆଜି ସର୍ବଦଳୀୟ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ଆଜି ବସିବ ସର୍ବଦଳୀୟ ବୈଠକ। ସର୍ବଦଳୀୟ ବୈଠକରେ ଆଫଗାନିସ୍ତାନରେ ସ୍ଥିତି ଓ ଭାରତର ପଦକ୍ଷେପ ସମ୍ପର୍କରେ ବିରୋଧୀଙ୍କୁ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ। ଆଫଗାନିସ୍ତାନର ଘଟଣାକ୍ରମକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଦଳଗୁଡିକର…