Odisha Link
Bridging the Missing Links in Odisha

ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କ…

ଅନୁଗୁଳ: ଶୁଭ୍ରାଂଶୁଙ୍କ 'ମାଭିକ୍' ଡ୍ରୋନ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି। ଏହି ଡ୍ରୋନ୍‌ ୨୪ ଘଣ୍ଟା ଆକାଶରେ ଉଡିପାରିବା ସହ ୧୫ କେଜିର ଫାଷ୍ଟଏଡ୍‌ ବହନ କରି ତୁରନ୍ତ ଅପହଞ୍ଚ ଅଞ୍ଚଳ କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟକୁ ପହଞ୍ଚିବାର କ୍ଷମତା ରହିଅଛି। ଏଥିରେ ଖଞ୍ଜାଯାଇଥିବା କ୍ୟାମେରାରେ…

ମୁଦୁଲିଗାଡ଼ିଆ ରାଜ୍ୟର ପ୍ରଥମ ‘ଇକୋ…

ନୟାଗଡ: ମୁଦୁଲିଗାଡ଼ିଆ ଗାଁକୁ ମିଳିଛି ରାଜ୍ୟର ପ୍ରଥମ 'ଇକୋ ଭିଲେଜ' ମାନ୍ୟତା। ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ମୁଦୁଲିଗାଡ଼ିଆ ଗ୍ରାମକୁ ରାଜ୍ୟ ଓ ପରିବେଶ ବିଭାଗ ପକ୍ଷରୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି ବୋଲି ଡିଏଫଓ ଶ୍ରୀମତୀ ଅଂଶୁପ୍ର‍ଜ୍ଞା ଦାସ…

ଯୁବ ବ୍ୟବସାୟୀ ପୃଥ୍ବୀରାଜ ଦାସଙ୍କ ସହ…

କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ବିନା ପରିଶ୍ରମରେ ଫଳ ଆଶା କରିବା ବୃଥା। ଏକଥାକୁ ଯିଏ ବୁଝିଛି ସେ ଆଜିର ସମୟରେ ସମାଜ ଆଗରେ ଜଣେ ଜଣେ ସଫଳ ବ୍ୟକ୍ତିତ୍ବ ଭାବେ ଗଣା ହୋଇଛନ୍ତି। ଏପରି ଜଣେ ବ୍ୟକ୍ତିତ୍ବ ଆଜି ଆମ ସ୍ବତନ୍ତ୍ର ଆଳାପର ଅତିଥି। ପେସାରେ ସେ ଜଣେ ସାମାଜିକ ଯୁବ ବ୍ୟବସାୟୀ। ପିଲାଦିନରୁ ସରଳ…

ପୁଣି ନିରାଶ ହେଲେ ଚିଦାମ୍ବରମ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ ପୁଣିଥରେ ହେଲେ ନିରାଶ। ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପି ଚିଦାମ୍ବରମଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦିକୁ ନଭେମ୍ବର ୧୩ ଯାଏ ବୃଦ୍ଧି କରିଛନ୍ତି। ଅର୍ଥାତ ସେ…

ବସ୍‌ରେ ଯାତ୍ରା କଲେ ଅରବିନ୍ଦ…

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଭିନ୍ନ ରୂପ। ବସରୁ ବସ୍‌ ବୁଲୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତକାଲି ଦିଲ୍ଲୀରେ ମହିଳାଙ୍କ ପାଇଁ ଦିଲ୍ଲୀ ସରକାର ମାଗଣା ବସ୍‌ ସେବା ଯୋଗାଇ ଦେଇଛନ୍ତି। ମାଗଣା ବସ୍‌ ସେବା ଦ୍ୱାରା ମହିଳାମାନେ କ’ଣ ସୁବିଧା ଓ ଅସୁବିଧାର…

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ…

ମୁମ୍ବାଇ: ଜାତୀୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ମହାରାଷ୍ଟ୍ର ରାଜନୀତି। କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଛି ବିଜେପି-ଶିବସେନା ମଧ୍ୟରୋ ଚାଲିଛି ଟଣାଓଟରା। ଦିନକୁ ଦିନ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କ୍ଷମତାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।…

୪୦ ହଜାର ଟପିଲା ସେନସେକ୍ସ

ମୁମ୍ବାଇ: ସରିଲା ଦୀପାବଳି। ପରେ ଦେଖିବାକୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ୨ଶହ ପଏଣ୍ଟ ବଢ଼ି ଆଜି ୪୦ହଜାର ପଏଣ୍ଟ ଅତିକ୍ରମ କରିଛି ସେନସେକ୍ସ। ସେହିପରି କିଛି ଦିନର ମାନ୍ଦାବସ୍ଥା ପରେ ନିଫ୍‌ଟିରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି। ୫୦ ସୂଚକାଙ୍କ ବୃଦ୍ଧି ଘଟି ୧୧ହଜାର ୮୮୪ ଅଙ୍କରେ…

ଦିଲ୍ଲୀ ଏମ୍ସ ହେବ ବିଶ୍ବସ୍ତରୀୟ…

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସକୁ ବିଶ୍ବସ୍ତରୀୟ ରୂପେ ପ୍ରତିଷ୍ଠା କରାଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଏମ୍ସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ଏମ୍ସର କର୍ତ୍ତୃପକ୍ଷ ସମସ୍ତ ବିଭାଗକୁ ସର୍ଭେ କରାଯାଇ ରିପୋର୍ଟ ପ୍ରଦାନ…

୫ ଗୁରୁତ୍ବପୂର୍ଣ୍ଣ ରାୟ ପାଇଁ ଗୋଗଇଙ୍କ…

ନୂଆଦିଲ୍ଲୀ: ସୁପ୍ରିମକୋଟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବାକୁ ଥିଲାବେଳେ, ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି ଜଷ୍ଟିସ୍‌ ଏସ୍‌ ଏ ବବଡେ। ଏହି ୮ ଦିନ ସମୟ ମଧ୍ୟରେ ଜଷ୍ଟିସ୍‌ ଗୋଗଇ ଧର୍ମଠାରୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ରାଜନୀତି…

କିମ୍ବଦନ୍ତୀ ଗୀତିକାର ଅକ୍ଷୟ…

ଭୁବନେଶ୍ବର: ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗୀତିକାର ଭାବେ ସେ ଆଜି ବି ପ୍ରତି ଓଡିଆଙ୍କ ମନରେ ଜୀବିତ। ସେ ହେଉଛନ୍ତି ଅକ୍ଷୟ ମହାନ୍ତି ଓ ଆମ ପ୍ରିୟର ଖୋକା ଭାଇ। ଆଜି ସେ ଆମ ନିକଟରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତ ସବୁ ଆଜି ବି କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଗୁଂଜରିତ ହୁଏ। ଆଜି ତାଙ୍କ…