Odisha Link
Bridging the Missing Links in Odisha

ଉତ୍କଳ ବିଶ୍ବବିଦ୍ୟାଳୟରେ ୪ ବର୍ଷିଆ ପିଜି…

ଭୁବନେଶ୍ବର: ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଅବଧି ଦୁଇ ବର୍ଷ ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଏଥିରେ ବ୍ୟତିକ୍ରମ ସାଜିଛି। ଏଠାରେ ପିଜି ପାଠ୍ୟକ୍ରମର ଅବଧିର ବାସ୍ତବିକ ଚିତ୍ର ଚାରି ବର୍ଷ ହୋଇଯାଇଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମ୍‌ଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଏପରି ବ୍ୟତିକ୍ରମ…

କୋରାପୁଟରେ ନାଗସାପ ସହ ଲଢ଼ି ପରିବାରର…

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରର ପାୱାର ହାଉସ କଲୋନୀରେ ଗତ କାଲି ଅପରାହ୍ନରେ ଏକ ପୋଷାକୁକୁର ମାଲିକର ଋଣକୁ ଶୁଝିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉକ୍ତ ପୋଷାକୁକୁରକୁ ନେଇ ଚର୍ଚ୍ଚା ଚାଲିଛି। କାଲି ଅପରାହ୍ନ ପାଖାପାଖି ୩ଟା ସମୟରେ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଘର…

ଦୁଇ ଦିନିଆ ୟୁଏଇ ଗସ୍ତରେ ଧର୍ମେନ୍ଦ୍ର

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୧୦ରୁ ୧୨ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ଅବସରରେ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ ଟିମ୍‌ ଏବଂ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ବିଦେଶ ଗସ୍ତରେ ସାମିଲ ହୋଇଛନ୍ତି। ୟୁଏଇ ମନ୍ତ୍ରୀ…

ସଚିନଙ୍କୁ ପଛରେ ପକାଇଲେ ସେଫାଳି

ସେଣ୍ଟଲୁସିଆ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୩୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ୧୫ ବର୍ଷୀୟା ଶେଫାଳି ବର୍ମା। ସେ ଦେଶର ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ବିପକ୍ଷ ମ୍ୟାଚ୍‌ରେ…

ଏମାର ମଠ ଟ୍ରଷ୍ଟ ବୋର୍ଡକୁ ଅନୁମୋଦନ,…

ପୁରୀ: ବହୁ ଚର୍ଚ୍ଚିତ ଏମାର ମଠ ପାଇଁ ଜଠନ ହୋଇଛି ଟ୍ରଷ୍ଟ ବୋର୍ଡ। ୫ ଜଣ ସଦସ୍ୟ ଥିବା ଏହି ବୋର୍ଡର ଟ୍ରଷ୍ଟି ରହିଛନ୍ତି ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ। ଦେବୋଦତ୍ତର କମିଶନଙ୍କ ଠାରୁ ମଧ୍ୟ ଟ୍ରଷ୍ଟ ବୋର୍ଡକୁ ଅନୁମତି ମିଳିଥିବା ଜଣାପଡିଛି। ଫଳରେ ଏହି ବୋର୍ଡକୁ ମଠ ପରିଚାଳନା…

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ…

ନୂଆଦିଲ୍ଲୀ: ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି ଚର୍ଚ୍ଚିତ ହୋଇଥିବା ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏନ୍. ଶେନାଙ୍କର ରବିବାର ଦିନ ଚେନ୍ନାଇ ଠାରେ ହୃଦ୍‌ଘାତରେ ପରଲୋକ ଘଟିଛି। ୧୦ମ ମୁଖ୍ୟ ନିର୍ବାଚନ ମିଶନର ଭାବେ ସେ ୧୯୯୦ ଡିସେମ୍ବର ୧୨ରୁ ୧୯୯୬ ଡିସେମ୍ବର ୧୧ ପର୍ଯ୍ୟନ୍ତ…

୨୦୨୩ ପୁରୁଷ ହକି ବିଶ୍ବକପ ଭୁବନେଶ୍ବରରେ…

ଭୁବନେଶ୍ବର: ଓଡିଶା ହକି ପ୍ରେମୀଙ୍କ ପାଇଁ ଖୁସି ଖବର। ହକି ରାଜଧାନୀ ଭୁବନେଶ୍ବରରେ ଲଗାତାର ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜନ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଭାରତରେ ୨୦୨୩ ପଞ୍ଚଦଶତମ ପୁରୁଷ ହକି ବିଶ୍ବକପ ଆୟୋଜିତ ହେବ। ଏଥିନେଇ ହକି ଇଣ୍ଡିଆକୁ ଆୟୋଜନର ଅଧିକାର ମିଳିଛି ଫଳରେ ୨୦୨୩ ହକି…

ବୁଲ୍‌ବୁଲ୍‌ ଯୋଗୁଁ ବଦଳିଲା ଯୁକ୍ତ ଦୁଇ…

ଭୁବନେଶ୍ବର: ବାତ୍ୟା ବୁଲ୍‌ବୁଲ୍‌ ଯୋଗୁଁ ରାଜ୍ୟରେ ବହୁ ଶିକ୍ଷାନୁଷ୍ଠାନ ୯ ଓ ୧୦ରେ ବନ୍ଦ ରହୁଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଫର୍ମପୂରଣ ତାରିଖରେ ପରିବର୍ତନ କରାଯାଇଛି। ଚଳିତ ମାସ ପହିଲାରୁ ୨୦୨୦ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ବିନା ଫାଇନ୍‌ରେ…

କର୍‌ତାରପୁର କରିଡର ଚେକ୍‌ ପୋଷ୍ଟ…

ନୂଆଦିଲ୍ଲୀ:ପାକିସ୍ତାନ ଦରବାର ସାହିବ୍‌ ଗୁରୁଦ୍ବାର ସହ ପଞ୍ଜାବର ଗୁରୁଦାସ୍‌ପୁର କରିଡରର ଚେକ୍‌ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନ ପୂର୍ବରୁ ମୋଦି ସୁଲତାନପୁର ଲୋଧି ଯାଇ ସେଠାରେ ବେର୍‌ ସାହିବ୍‌ ଗୁରୁଦ୍ବାରରେ ପୂଜାର୍ଚ୍ଚନା କରିଛନ୍ତି ଏବଂ ଡେରା ବାବା…

ତାଜମହଲ ଓ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ନେଇ…

ନୂଆଦିଲ୍ଲୀ: ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ପାଇଁ ଉତ୍ସର୍ଗୀକୃତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଅକ୍ଟୋବର ୩୧ରେ ଉଦ୍‌ଘାଟନ କରିଥିଲେ। ୧୮୨ ମିଟର ଉଚ୍ଚତା ସହ ଏହା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ବିବେଚିତ ହୋଇଛି। ଗତ ଅକ୍ଟୋବର ୩୧ ତାରିଖରେ…