Odisha Link
Bridging the Missing Links in Odisha

ଭୁବନେଶ୍ବର ବିମାନବନ୍ଦରରୁ ୫୨ ଲକ୍ଷ…

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଅନ୍ତର୍ଜାତୀୟ ବିଜୁପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜଣେ ଯାତ୍ରୀଙ୍କ ଠାରୁ ୧୩୧୦.୬୫୦ ଗ୍ରାମ୍‌ର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ବିସ୍କୁଟ ୯୯ ପ୍ରତିଶତ ଶୁଦ୍ଧ ଥିବା ବେଳେ ବଜାରରେ ଏହାର ମୂଲ୍ୟ ୫୨ ଲକ୍ଷ ଟଙ୍କାରରୁ ଉର୍ଦ୍ଧ ହେବ। ଏହି ସୁନାକୁ ଚାଲାଣ…

ରାଜ୍ୟରେ ଖୋଲିବ ୬ ନୂଆ କୋର୍ଟ

ଭୁବନେଶ୍ବର: ରାଜ୍ୟରେ ସାମିଲ ହେବ ୬ ଗୋଟି ନୂଆ କୋର୍ଟ। ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷ ଠାରୁ ଏହି ସବୁ ନୂଆ କୋର୍ଟ ଖାଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଦିନ ଏହି…

ଭୁବନେଶ୍ବର ବସ୍ତିରୁ କେନିଆର ନାଇରୋବି…

ଭୁବନେଶ୍ବର: ଭୁବନେଶ୍ବର ଶାନ୍ତିନଗର କଲୋନୀରୁ କେନିଆର ନାଇରୋବି ସହର। ପ୍ରଗତିସାଥୀରୁ ପିଆର୍‌ ଲିଡରର ହୋଇ ନିଜର ନୂଆ ପରିଚୟ ସୃଷ୍ଟି କରିଛନ୍ତି ଦୀପାଞ୍ଜଳି ସ୍ବାଇଁ। ନାଇରୋବିରେ ଚାଲିଥିବା ଅନ୍ତର୍ଜାତୀୟ ମାନବ ବିକାଶ ସମ୍ମିଳନୀ(ଆଇସିପିଡି)ରେ ଯୋଗଦେବା ସହ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ‌…

ନିକୋ ପାର୍କରେ ଦିନକ ପାଇଁ ମାଗଣା ପ୍ରବେଶ

ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇ ବନ୍ଦ ରହିଥିବା ନିକୋ ପାର୍କ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲୁଛି। ପ୍ରଥମ ଦିନ ବିନା ଦେୟରେ ଜନସାଧାରଣ ପାର୍କକୁ ପ୍ରବେଶ କରିପାରିବେ। ପାର୍କରେ ଥିବା ସମସ୍ତ ରାଇଟ୍‌ସ ଚଲାଇବା ପାଇଁ ନିରାପତ୍ତା ପ୍ରମାଣ ପତ୍ର ମିଳିନଥିବାରୁ ବ.ଡି.ଏ ସମସ୍ତ ରାଇଟ୍‌ସ୍‌…

ଆଜି ଶିଶୁ ଦିବସ

ଭୁବନେଶ୍ବର: ଆଜି ଶିଶୁ ଦିବସ ଶିଶୁଙ୍କ ପାଇଁ ଦିନଟିଏ। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନକୁ ସାରା ଭାରତ ବର୍ଷରେ ଶିଶୁ ଦିବସ ରୂପେ ପାଳନ କରାଯାଏ। ସେ ଛୋଟ ଛୁଆଙ୍କୁ ଅଧିକ ଭଲ ପାଇବା ସହ ସେମାନଙ୍କ ଗହଣରେ ଅଧିକ ସମୟ ବିତାଇବାକୁ ଭଲ ପାଉଥିଲେ। ପିଲାମାନେ ତାଙ୍କୁ…

୧୪ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଶିଶୁ…

ଭୁବନେଶ୍ବର: ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଆସନ୍ତା ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି-୨୦୧୯' ଆରମ୍ଭ ହେବ। ତିନିଦିନ ବ୍ୟାପି ଏହି ମହୋତ୍ସବ ୟୁନିଟ-୯ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଅଂଶ ଗ୍ରହଣ କରିବା ଲାଗି ପ୍ରତ୍ୟେକ…

ଏସ୍‌ସିବି ମେଡିକାଲ୍‌ରେ ଆରମ୍ଭ ହେବ…

କଟକ: ଏସ୍‌ସିବି ମେଡିକାଲ୍‌ରେ ସାର୍ବଜନୀନ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଯାଉଛି। ୪ ପର୍ଯ୍ୟାୟରେ ୪ ଜଣ ଅଧିକାରୀ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣିବେ। ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ କାର୍ଯ୍ୟ ଦିବସର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା…

ଅଣସଂରକ୍ଷିତ ସ୍ଲିପର କ୍ଲାସ୍‌ ସୁବିଧାରେ…

ଭୁବନେଶ୍ବର: ପୂର୍ବତଟ ରେଳପଥ ଆଉ ୩ଟି ଟ୍ରେନ୍‌ରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ମିଳିବ। ସ୍ବଳ୍ପ ଦୂରଗାମୀ ଯାତ୍ରୀମାନେ ଆସନ୍ତା ଫେବୃୟାରୀ ମାସ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସାଧାରଣ ଦ୍ବିତୀୟ ଶ୍ରେଣୀ ଠାରୁ ମାତ୍ର ଅଳ୍ପ କିଛି ଅଧିକ ଦେୟ ଦେଇ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ସୁବିଧା…

ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ୧୦୦ ବିଲିୟନ…

ଆବୁଧାବୀ: ତୈଳଓ ଗ୍ୟାସ କ୍ଷେତ୍ରରେ ବିଶ୍ବ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସହ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ। ଉର୍ଜା କ୍ଷେତ୍ରରେ ଭାରତ ଉତ୍କୃଷ୍ଟ ସ୍ଥାନ ବୋଲି ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

୧୬ରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ବର: ୧୬ରୁ ପୁଣି ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ବଦଳିବ ଓଡ଼ିଶାର ପାଗ। ଏଥିସହ ରାତିର ତାପମାତ୍ରା ପୁଣିଥରେ ବଢ଼ିପାରେ । ବାତ୍ୟା ‘ବୁଲ୍‌ବୁଲ୍‌’ ସ୍ଥଳ ଭାଗକୁ ଛୁଇଁବା ପରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି। ତାଙ୍କ କହିବାନୁଯାୟୀ,…