Odisha Link
Bridging the Missing Links in Odisha

ଡିସେମ୍ବର ୧୩ରେ ଭୁବନେଶ୍ବରରେ ରିଜର୍ଭ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଡିସେମ୍ବର ୧୩ ତାରିଖରେ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ର କେନ୍ଦ୍ରୀୟ ବୋର୍ଡ ବୈଠକ ହେବ। ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବ୍ୟାଙ୍କ ଜମା ରାଶି ବୀମା ସୀମାରେ ବୃଦ୍ଧି ସହ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗରେ…

ଅନ୍ତର୍ଜାତୀୟ ପୁରୁଷ ଦିବସ

ଭୁବନେଶ୍ବର: ସମାଜରେ ପୁରୁଷ ମାନଙ୍କୁ ସମାନ ଅଧିକାର, ସମ୍ମାନ ଓ ନିର୍ଯ୍ୟାତନାର ଶିକାରରୁ ରକ୍ଷା କରିବା ନିମନ୍ତେ ପ୍ରତି ବର୍ଷ ନଭେମ୍ବର ୧୯କୁ ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ପାଳନ କରାଯାଉଛି। ପୁରୁଷ ଦିବସ ମୁଖ୍ୟତଃ ଭାରତରେ କେବଳ କାଗଜ ପତ୍ରରେ ସୀମିତ। ୧୯୯୮ରେ ତ୍ରିନିଦାଦ ଓ ଟୋବାଗୋ ଦେଶରେ ପ୍ରଥମ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌…

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୦ ପରେ ତ୍ବରିତ ହାରରେ ଅଭିବୃଦ୍ଧି କରିବ ବୋଲି ବିଲ୍‌ ଗେଟ୍‌ସ କହିଛନ୍ତି। ଏହା…

ଡିସେମ୍ବର ପହିଲାରୁ ବଢିବ ମୋବାଇଲ କଲ୍‌…

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ଭୋଡାଫୋନ୍‌- ଆଇଡିଆ ଓ ଏୟାରଟେଲ ଭଳି କମ୍ପାନୀ ସେମାନଙ୍କ ସର୍ଭିସ୍‌ ରେଟ ବଢାଇବା ନେଇ ସୂଚନା ଦେଇଛନ୍ତି। ଏହି କମ୍ପାନୀଗୁଡିକ କ୍ଷତିରେ ଗତି କରୁଥିବାରୁ ଟାରିଫ୍‌ ବୃଦ୍ଧି କରିବାକୁ ନିଷ୍ପିତ୍ତି ନେଇଛନ୍ତି। ଏହି ଟାରିଫ୍‌ ବୃଦ୍ଧି ସିଧାସଳଖ ପ୍ରଭାବ ୩୨ କୋଟି ଗ୍ରାହକଙ୍କ…

ବିଶ୍ବ ଶୌଚାଳୟ ଦିବସ

ଭୁବନେଶ୍ବର: ପରିବେଶକୁ ସ୍ବଚ୍ଛ ରଖିବା ସବୁ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ବିଶ୍ବରେ ପ୍ରାୟ ୪୨୦ କୋଟି ଲୋକ ସୁରକ୍ଷିତ ଶୌଚାଳୟ ବ୍ୟବସ୍ଥାରୁ ବଞ୍ଚିତ। ଭାରତରେ ୪୦ ପ୍ରତିଶତ ଲୋକେ ଏବେ ମଧ୍ୟ ବାହରେ ମଳ ତ୍ୟାଗ କରୁଛନ୍ତି। ଏହା ଦ୍ବାରା ପରିବେଶ ଦୂଷିତ ହେବା ସହ ବିଭିନ୍ନ ରୋଗ ବ୍ୟାପୁଛି। ଏହି ସବୁ ସମସ୍ୟାକୁ…

ଡିସେମ୍ବର ୧ରୁ ଆନ୍ତର୍ଜାତିକ କୋଣାର୍କ…

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ରଙ୍ଗମଞ୍ଚରେ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ଏହି ଉତ୍ସବ ୫ ଦିନ ଧରି ଚାଲିବ। ଏହି ଅବସରରେ ଚନ୍ଦ୍ରଭାଗା ବେଳା ଭୂମିରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ହେବ ଯେଉଁଥିରେ ୬ ଗୋଟି ଦେଶର ବାଲୁକା…

ଡିସେମ୍ବରରୁ ଆଉ ୬ ବିଭାଗରେ ଲାଗୁ ହେବ…

ଭୁବନେଶ୍ବର: ସାଧାରଣ ଜନତାଙ୍କୁ ପ୍ରଶାସନର ନିକଟତର କରିବା ସହ ସେବା ପ୍ରଦାନ କରିବା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ନିମନ୍ତେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ହସ୍ପିଟାଲ ଓ ଥାନାରେ ଲାଗୁ ହେବା ପରେ ଏହି ଧାରା ଡିସେମ୍ବର ପହିଲାରୁ ରାଜ୍ୟର ଅନ୍ୟ ୬ ଗୋଟି ବିଭାଗରେ ଲାଗୁ କରିବା ନିମନ୍ତେ ରାଜ୍ୟ…

ସର୍ବକନିଷ୍ଠ ଆ.ଇ.ପି.ଏସ୍. ଅଧିକାରୀ ରୂପେ…

ଭୁବନେଶ୍ବର: ସବୁଠାରୁ କମ ବୟସ୍କା ଆ.ଇ.ପି.ଏସ୍. ଅଧିକାରୀ ରୂପେ ଏସ୍‌ ଶୁଶ୍ରୀ ଏହି ସପ୍ତାହରେ ଓଡିଶା କ୍ୟାଡରରେ ଯୋଗ ଦେଇଛନ୍ତି। ୨୩ ବର୍ଷୀୟା ଶୁଶ୍ରୀ ୨୦୧୭ରେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଡରାଡୁନ ଏବଂ ହାଇଦ୍ରାବାଦର ନେସ୍ନାଲ ପୁଲିସ ଆକାଡେମୀରେ ଟ୍ରେନିଂ ନେବା ପରେ ଚଳିତବର୍ଷ ୧୧…

ଆରମ୍ଭ ହେବ ରାଜ୍ୟର ପ୍ରଥମ…

ଭୁବନେଶ୍ବର: ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ଇଲେକ୍ଟ୍ରୋପ୍ରେନ୍ୟୁୟର ପାର୍କ ଚଳିତ ବର୍ଷ ଡିସେମ୍ବରରେ ଖୋଲିବ। ଇଲେକ୍ଟୋନିକ୍‌ ସିଷ୍ଟମ୍‌ ଡିଜାଇନ୍‌ ଓ ମାନ୍ୟୁଫାକ୍‌ଚରିଂ (ଇଏସ୍‌ଡିଏମ୍) କ୍ଷେତ୍ରର ଷ୍ଟାର୍ଟଅଫ୍‌ ସଂସ୍ଥା ଗୁଡିକ ପାଇଁ ଏହା ଉନ୍‌କୁବେସନ୍ ସେଣ୍ଟର (ଉଷ୍ମାୟନ କେନ୍ଦ୍ର) ଭାବେ କାର୍ଯ୍ୟ…

ବ୍ରାଜିଲ ରାଷ୍ଟ୍ରପତି ହେବେ…

ବ୍ରାସିଲିଆ: ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ସେ ଗ୍ରହଣ କରିଥିବା ଜଣାପଡିଛି। ୧୧ତମ ବିକ୍ସ ସମିଟ୍‌ ଅବସରରେ ମୋଦି ବୋଲ୍‌ସୋନାରୋଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…