Browsing Category
ଯୋଜନା ଓ ବିକାଶ
ଏନ୍ପିଆର୍ ସ୍ଥଗିତ ରଖିବାକୁ ମୋଦିଙ୍କୁ…
ଭୁବନେଶ୍ବର: କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ୨୦୨୧ ଜନଗଣନା ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍) କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର…
ବିଦେଶ ଯାଇଥିଲେ କି? ଏହି ଓ୍ବେବ୍ସାଇଟ୍…
ଭୁବନେଶ୍ବର: ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦେଶରୁ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିମାନଙ୍କ ଲାଗି ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଓ୍ବେବ୍ସାଇଟ୍ ଓ ଫୋନ୍ ନମ୍ବର ଜାରି କରିଛନ୍ତି। ଏଥିରେ ନିଜ ନାମ ପଞ୍ଜିକରଣ କରିବା ସହ ୧୪ ଦିନ ଯାଏଁ ସଙ୍ଗହୀନ (ଖ୍ବାରାଣ୍ଟିନ୍) ରହିବାକୁ ଅନୁରୋଧ…
୪ ମାସର ଅଗ୍ରୀମ ଭତ୍ତା ଦେବେ ଓଡ଼ିଶା…
ଭୁବନେଶ୍ବର: କରୋନା ଭାଇରସ୍ର ଭୟାବହତାକୁ ଦେଖି ବିଧବା, ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ, ମେ', ଜୁନ୍ ଓ ଜୁଲାଇ ମାସ ପାଇଁ ଏକକାଳୀନ ଭତ୍ତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ସାମାଜିକ…
ମହିଳା ଦିବସରେ ମହିଳାଙ୍କ ପାଇଁ…
ଭୁବନେଶ୍ବର: ଆଜି ହେଉଛି ବିଶ୍ବ ମହିଳା ଦିବସ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ…
ଗୋଟିଏ ଦିନରେ ୧୦୩୮ ଡାକ୍ତର ନିଯୁକ୍ତ କଲେ…
ଭୁବନେଶ୍ବର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା ହୋଇଛି। ରାଜ୍ୟ ସରକାର ଆଜି ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ନବନିଯୁକ୍ତ ଡାକ୍ତରମାନଙ୍କ ଇଣ୍ଡକସନ୍ ଟ୍ରେନିଂରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ଆଜି ନୂଆ ଏସ୍ସିବି କ୍ୟାମ୍ପସ ଶିଳାନ୍ୟାସ…
କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନୂଆ ରୂପ ପାଇବ। ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୧୦୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଏସ୍ସିବିର ନୂତନ କ୍ୟାମ୍ପସ ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ କଟକ ଆସୁଛନ୍ତି। ଏହି…
ମାର୍ଚ୍ଚ ୫ରୁ ୨୦ ଯାଏ ବିଜୁ ଜୟନ୍ତୀ ପାଳନ…
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ପ୍ରଭାବୀ ଢଙ୍ଗରେ ପାଳନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି। ୫ରୁ ୨୦ ତାରିଖ ଯାଏ ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ଏହା ପାଳିତ ହେବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ କର୍ମକର୍ତ୍ତା,…
ସିସିଟିଭି ନ ଲାଗିଲେ ବାତିଲ୍ ହେବ…
ଭୁବନେଶ୍ବର: ଏକାଧିକ ଥର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିଠି ପରେ ବି ସିସିଟିଭି ଲଗାଇ ନାହାନ୍ତି ଅନେକ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର। ଏନେଇ ପରୀକ୍ଷା ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ନ ଲାଗିଲେ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ବାତିଲ୍ କରାଯିବା ବୋଲି ଚେତାବନୀ ଦେଇଛି…
ଅଗଷ୍ଟ ୧୫ରୁ ଲୋକଙ୍କୁ ଅନଲାଇନ୍ ଜରିଆରେ…
ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ‘‘ଅଗଷ୍ଟ ୧୫ ତାରିଖରୁ ଲୋକମାନଙ୍କୁ ଆଉ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ହାତ ପାହାନ୍ତାରେ ସବୁ ସରକାରୀ ସୁବିଧା ମିଳିବ। ଅନ୍ଲାଇନ୍ ଜରିଆରେ ସବୁ ସରକାରୀ ସୁବିଧା ଉପଲବ୍ଧ ହେବ’’। ଏନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
ବଲାଙ୍ଗିରରେ କିସ୍ ଶାଖା, କାଲି ଉଦଘାଟନ
ବଲାଙ୍ଗିର: ଆସନ୍ତା କାଲି ଉଦ୍ଘାଟିତ ହେବ ବଲାଙ୍ଗିରରେ କିସ୍ର ଦ୍ବିତୀୟ ଶାଖା। ପୃଥିବୀର ପ୍ରଥମ ସମ୍ପୂର୍ଣ୍ଣ ଆବାସିକ ଏବଂ ସମ୍ପୂର୍ଣ୍ଣ ନିଶୁଳ୍କ କିସ୍ ଆଦିବାସୀ ବିଶ୍ୱ ବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଏଲ ସାଇନ୍ସ (କିସ) ବଲାଙ୍ଗିର ଶାଖା ଗତକାଲି ଉଦ୍ଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ…