Odisha Link
Bridging the Missing Links in Odisha
Browsing Tag

ମୃତ୍ୟୁ

ଆଖଡା ପରିଷଦ ମୁଖ୍ୟଙ୍କ ମୃତ୍ୟୁ ମାମଲାରେ…

ପ୍ରୟାଗରାଜ: ପ୍ରୟାଗରାଜର ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଶିଷ୍ୟ ଆନନ୍ଦ ଗିରିଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝଲନ୍ତା ମୃତଦେହ ମିଳିଥିଲା। ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ…

ଲଗାଣ ବର୍ଷାରେ ସୁଅରେ ଭାସି ଚାଷୀଙ୍କ…

ଖୋର୍ଦ୍ଧା: ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହୋଇଛି। ତେବେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମନାକୁ ଆସିଛି। ଜଣେ ଚାଷୀ ନାଳରେ ଭାସିଯାଇଛନ୍ତି ଓ ତାଙ୍କର ମୃତ୍ୟୁ ହୋଇଯାଇଛି। ନୂଆପଡ଼ା ପଞ୍ଚାୟତ ମୋରମରସିଂ ଗାଁରେ ଏହି ଅଘଟଣ…

ରଜତ ବେଦୀଙ୍କ କାର୍ ସହ ଧକ୍କା ହୋଇଥିବା…

ମୁମ୍ବାଇ: ଅଭିନେତା ରଜତ ବେଦୀଙ୍କ ପାଇଁ ବଢିଲା ସମସ୍ୟା। ଗତ ଦୁଇଦିନ ତଳେ ମୁମ୍ବାଇର ଆନ୍ଧେରି ଅଞ୍ଚଳରେ ରଜତ ବେଦୀଙ୍କ କାର୍ ସହ ଜଣେ ବ୍ୟକ୍ତିଙ୍କ ଧକ୍କା ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟ…

ଭୁବନେଶ୍ବର: ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟ ମୃତ୍ୟୁ ପ୍ରସଙ୍ଗ। ଏସି ଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି, ଏସିଏଫଙ୍କ ମୃତ୍ୟୁ ମାମଲାରେ ଡିଏଫଓ, ଏସିଏଫଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁ…

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ଆଜି…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ୍। କ୍ରାଇମ୍ ବ୍ରାଞ୍ଚର ଟିମ୍ ଜେରା କରିବା ନେଇ କ୍ରାଇମ୍ ବ୍ରାଞ୍ଚ୍…

କରୋନାରେ ଆଉ ୨ ଶିଶୁଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ୩ୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଥିବା ବେଳେ ଏବେ ରାଜ୍ୟରେ ଦୈନିକ ୧୦୦ ପାଖାପାଖି ଶିଶୁ ପଜିଟିଭ୍ ହେଉଛନ୍ତି। ଏହାରି ମଧ୍ୟରେ ଆଜି କରୋନାରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କଟକ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଶିଶୁଙ୍କର ମୃତ୍ୟୁ ହୋଇଛି। କଟକରେ ଶିଶୁ…

SCBରେ ଟିକାକରଣ ଜନିତ ମୃତ୍ୟୁ

କଟକ: SCB ଟିକା କେନ୍ଦ୍ରରେ ଟିକା ନେବା ପରେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କରୋନା ୨ୟ ଡୋଜ୍ ଟିକା ନେବା ପରେ ବ୍ୟକ୍ତି ଜଣଙ୍କ କେନ୍ଦ୍ରରେ ୧୫ ମିନିଟ୍ ବସିଥିଲେ। ଏହି ସମୟରେ ଅସୁସ୍ଥ ହୋଇପଡ଼ିବାରୁ ବ୍ୟକ୍ତି ଜଣଙ୍କୁ କାଜୁଆଲିଟିକୁ ନିଆଯାଇଥିଲା। କାଜୁଆଲିଟିରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲାରେ ନୂଆ…

ଗଜପତି: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍। ପୋଲିସ ଦୀର୍ଘ ଗୋଟିଏ ମାସ ଧରି ତଦନ୍ତ କରି ବିଫଳ ହୋଇଥିବା ବେଳେ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଘଟଣା ସହ ଜଡିତ ଜଣଙ୍କୁ ଜଣଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ୍। ଏହାରି…

ଭାରତରେ ପ୍ରଥମ ବାର୍ଡ ଫ୍ଲୁରେ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ ପ୍ରଥମେ ଥର ପାଇଁ ବାର୍ଡ ଫ୍ଲୁରେ ଜଣେ ମନୁଷ୍ୟର ମୃତ୍ୟୁ ହୋଇଛି। ହରିଆଣାର ଜଣେ ୧୧ ବର୍ଷୀୟ ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛି। ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ହୋଇଛି। ଏହି H5N1 ଭାଇରସ ପକ୍ଷୀ କିମ୍ୱା କୁକୁଡ଼ାଙ୍କ ଦେହରେ ଦେଖାଯାଏ।…

ଦୁଇଟି ଡୋଜ୍‌ ଟିକା ନେଇ ବି ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ମାତ୍ର ଏହାରି ମଧ୍ୟରେ ଦୁଇଟି ଡୋଜ୍‌ ଟିକା ନେଇ ପ୍ରଥମ ମୃତ୍ୟୁ ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ଟିକାକରଣ ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ଗଠିତ କମିଟି ଟିକା ନେଇ ଜଣେ ପ୍ରାଣ ହରାଇଥିବା…