Odisha Link
Bridging the Missing Links in Odisha
Browsing Tag

Akash Pathak

ଆକାଶ ପାଠକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ବୈଦ୍ୟନାଥପୁର ଥାନାରେ ହୋଇଥିବା ଏହି ମାମଲାରେ ଜାମିନ ମିଳିଛି। କିନ୍ତୁ ଏବେ ସେ ଜେଲ୍‌ରୁ ମୁକୁଳି ପାରିବେ ନାହିଁ। ଏହାପୂର୍ବରୁ ଜୁନ୍‌ ୧୮ ତାରିଖରେ ଜେଲରୁ ମୁକୁଳିଥିଲେ…

ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ,…

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପାଠକ ବାପପୁଅଙ୍କୁ ମିଳିଲା ଜାମିନ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛିl ତେବେ ଅନ୍ୟ ମାମଲା ବିଚାରାଧୀନ…

ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ ମାମଲା…

ବ୍ରହ୍ମପୁର: ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ। ଗଞ୍ଜାମର ଗୋଳନ୍ଥରା ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଛି। ପୂର୍ବରୁ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ହୋଇଥିଲା। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା…

ପାଠକ ବାପା ପୁଅଙ୍କ ଜାମିନ୍ ଖାରଜ

ଭୁବନେଶ୍ୱର: ଖାରଜ ହେଲା ପାଠକ ବାପା ଓ ପୁଅଙ୍କ ଜାମିନ ଆବେଦନ। ଭୁବନେଶ୍ୱର ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଜାମିନ ଆବେଦନ ଖାରଜ କଲେ କୋର୍ଟ। ଜାମିନ ଆବେଦନ ଖାରଜ କରିଛନ୍ତି ଏଡିଜେ-୩ କୋର୍ଟ। IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗିରଫ ପରେ ଠକେଇ ମାମଲାରେ ତଦନ୍ତ କରୁଛି…

ଆକାଶଙ୍କୁ ନୂଆ ବର୍ଷ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଚାର୍ଟର ବିମାନ ଭଡ଼ା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କର ଚାରି ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ସୋମବାର ପୂର୍ବାହ୍ନରେ ଏସଡିଜେଏମ୍ କୋର୍ଟରେ ହାଜର ପରେ ସେ ଜେଲକୁ ଫେରିଛନ୍ତି। ଅପରପକ୍ଷେ ଆକାଶଙ୍କୁ କୋର୍ଟରେ ହାଜର କରାଯାଇ ଅଣା ଯାଉଥିବା ସମୟରେ…

ସରିଲା ରିମାଣ୍ଡ ଅବଧି, ଜେଲ୍ ଗଲେ ଆକାଶ

ଭୁବନେଶ୍ୱର: ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ୪ ଦିନିଆ ରିମାଣ୍ଡ ଶେଷ ପରେ ଜୁନିଅର ପାଠକଙ୍କୁ ଭୁବନେଶ୍ୱରର ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା। ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ…

୪ ଦିନିଆ ରିମାଣ୍ଡରେ ଗଲେ ଆକାଶ

ଭୁବନେଶ୍ୱର: ୪ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ। ସ୍କାଏକିଙ୍ଗ୍ ଠକେଇ ମାମଲାରେ ଆକାଶ ପାଠକଙ୍କୁ ୪ଦିନିଆ ରିମାଣ୍ଡରେ ନେଇ କମିଶନରେଟ୍ ପୋଲିସ। ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି। ସ୍କାଏକିଙ୍ଗ ପକ୍ଷରୁ ଠକେଇ ନେଇ ଖାରବେଳନଗର ଥାନା ପୋଲିସରେ ଅଭିଯୋଗ ହୋଇଥିଲା। ଟାଟା…

କ୍ରାଇମବ୍ରାଞ୍ଚର ଡିପ୍ ସ୍କାନରରେ…

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ପାଖଲୋକ ସର୍ବେଶ୍ୱର ରାଓଙ୍କୁ ଜେରା। ଆକାଶ ପାଠକଙ୍କ ସହ ଚାକିରି ନାଁରେ ଠକେଇ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ସର୍ବେଶ୍ୱର ରାଓଙ୍କୁ ମାରାଥନ ଜେରା କରୁଛି। ନିଯୁକ୍ତି ଜାଲିଆତିରେ ମଧ୍ୟସ୍ଥି ହୋଇଥିଲେ ସର୍ବେଶ୍ୱର। ଗିରଫ ଭୟରେ ଆତ୍ମଗୋପନ କରିଥିଲେ ସର୍ବେଶ୍ୱର। ଗିରଫ…

୫ ଦିନିଆ ରିମାଣ୍ଡ ଶେଷ, ପୁଣି ଜେଲ ଗଲେ…

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଆକାଶ ପାଠକ ପୁଣି ଜେଲ ଯାଇଛନ୍ତି। ଆକାଶ ଗିରଫ ହେବା ପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଏହାରି ମଧ୍ୟରେ ଆଜି ରିମାଣ୍ଡ ଅବଧି ଶେଷ ହୋଇଛି। ଫଳରେ ଆଜି କୋର୍ଟରେ ହାଜର ହୋଇଥିଲେ ଆକାଶ।…

ଜାମିନ୍ ପାଇଁ ହାଇକୋର୍ଟ ଗଲେ ଆକାଶ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆକାଶ ବର୍ତ୍ତମାନ କ୍ରାଇମବ୍ରାଞ୍ଚର ୫ ଦିନିଆ ରିମାଣ୍ଡରେ ଅଛନ୍ତି। ଟାଟା ମୋଟର୍ସରେ ଜାଲିଆତି ନିଯୁକ୍ତି ନେଇ ଆକାଶଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ।…