Odisha Link
Bridging the Missing Links in Odisha
Browsing Tag

Andhra Pradesh

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡା ଉପକଣ୍ଠରେ ଥିବା କେସରପାଲ୍ଲୀର ଗାନ୍ନାଭାରାମ ବିମାନବନ୍ଦର ସମ୍ମୁଖରେ ଥିବା ମେଡା ଆଇଟି ପାର୍କ ନିକଟରେ ଶପଥ…

ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା: ୩୩ଟି…

ଓଏଲ୍‌ ବ୍ୟୁରୋ: ରବିବାର ରାତିରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଟ୍ରେନ୍‌ ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା…

ବନ୍ଧା ହେଲେ ପୂର୍ବତନ ଆନ୍ଧ୍ରପ୍ରଦେଶ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ।୨୫୦ କୋଟି ଦୁର୍ନୀତି ମାମଲାରେ ଗିରଫ କଲା ସିଆଇଡି। ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରରୁ ତାଙ୍କୁ…

ମହାନଦୀ ଜଳ ବିବାଦର ଶୁଣାଣି

ଓଏଲ୍‌ ବ୍ୟୁରୋ : ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଆସନ୍ତା ୧୬ରେ ଆସେସରଙ୍କ ସହ ଟେକ୍ନିକାଲ ଟିମ୍‌ର ବୈଠକ। ଓଡ଼ିଶା ସହ ଛତିଶଗଡ଼ର ବୈଷୟିକ ଟିମର ବୈଠକ। ମହାନଦୀ ବେସିନର ପରିସୀମା ଦ୍ୱନ୍ଦ୍ୱକୁ ନେଇ ବୈଠକ। ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି। ଶୁଣାଣିରେ…

କୋଟିଆରେ ବଡ଼ଦିନ ପାଳନ କଲେ ଆନ୍ଧ୍ର…

ଓଏଲ୍‌ ବ୍ୟୁରୋ: ରବିବାର ଦିନ ସାରା ବିଶ୍ବ ପାଳନ କରିଥିଲା ବଡ଼ଦିନ ବା ଖ୍ରୀଷ୍ଟମାସ। ଏହାର ଫାଇଦା ଉଠାଇଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ। କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ବିବାଦ ଲାଗି ରହିଥିବା ବେଳେ କୋଟିଆରେ ଧୁମଧାମରେ ବଡ଼ଦିନ ପାଳନ କରିଛନ୍ତି ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା…

ଆନ୍ଧ୍ରପ୍ରଦେଶ ବନ୍ୟା: ୨୫ ମୃତ, ଶତାଧିକ…

ହାଇଦ୍ରାବାଦ: ଆନ୍ଧ୍ରପ୍ରେଦଶରେ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବ ଜାରି ରହିଛି। ଏଯାଏଁ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ବଙ୍ଗୋପସାଗରରେ ଲଗାତାର ଦୁଇଟି ଲଘୁଚାପ ପରେ ଆନ୍ଧ୍ରରେ ବର୍ଷା ବିତ୍ପାତ ପ୍ରବଳ ହୋଇଛି। ଧାର୍ମିକ ସହ ତିରୁପତି ସମ୍ପୂର୍ଣ୍ଣ ଜଳାଣ୍ଣବ…

ଭାଙ୍ଗିଗଲା ଚାଷୀଙ୍କ ସ୍ବପ୍ନ, ଉଇ ଖାଇଗଲା…

ବିଜୟଓ୍ବାଡ଼ା: ଜୀବନରେ କିଛି ନା କିଛି କରିବାର ସ୍ବପ୍ନ ସମସ୍ତଙ୍କ ପାଖରେ ଥାଏ। ସେହିପରି ଆନ୍ଧ୍ର ପ୍ରଦେଶର ଘୁଷୁରି ପାଳକ ମିଲାଭାରମଙ୍କର ଏକ ଘର କରିବାର ସ୍ବପ୍ନଥିଲା। ଯାହାପାଇଁ ସେ ଝାଳବୁହା ପରିଶ୍ରମ କରି ଏକ ଲୁହା ବାକ୍ସରେ ପ୍ରାୟ ୫ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ। କିନ୍ତୁ ମଙ୍ଗଳବାର ଦିନ ସେ…

କୋଟିଆରେ ଆନ୍ଧ୍ର ନିର୍ବାଚନ: ଗାଡ଼ିରେ…

କୋରାପୁଟ: ଫେଲ୍‌ ମାରିଲା ସମସ୍ତ ଉଦ୍ୟମ। ଶେଷରେ କୋଟିଆରେ ବାଜି ମାରିଲା ଆନ୍ଧ୍ର ପ୍ରଦେଶ। ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ନିର୍ବାଚନ କଲେ ଆନ୍ଧ୍ର ସରକାର। ଓଡ଼ିଶା ମାଟିରେ ଆନ୍ଧ୍ରର ନିର୍ବାଚନ ରୋକିବା ପାଇଁ ଜିଲ୍ଲା ପ୍ରଶାସନଙ୍କଠୁ ଆରମ୍ଭ କରି ରାଜ୍ୟ ସରକାର ଯେଉଁ ସମସ୍ତ ଉଦ୍ୟମ କରିଥିଲେ ସବୁ…

ଓଡ଼ିଶାର ୩ଟି ଗାଁର ନାମ ବଦଳାଉଛି ଆନ୍ଧ୍ର

କୋରାପୁଟ: କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ପାଇଁ ଯୋଜନା କରୁଛି ପଡୋଶୀ ରାଜ୍ୟ ଆନ୍ଧ୍ର। ଗାଁ ଗୁଡ଼ିକର ନୂଆ ନାଁ ହେଲା ଗଂଜେଇବାଦରା, ପଟୁଚେନୁରୁ, ପଗୁଲୁଚେନୁରୁ। ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ୧୩ ଓ ୧୭ ତାରିଖରେ ନିର୍ବାଚନ କରିବାକୁ ତାରିଖ ଘୋଷଣା…

ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା: ୧୧ ମୃତ,…

ବିଶାଖାପାଟଣା: ଆଜି ସକାଳୁ ଆନ୍ଧ୍ର ପ୍ରଦେଶର ବିଶାଖାପଟଣା ଏକ କେମିକାଲ ପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮୦୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଙ୍ଗ ଜର୍ଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୀଡିତାଙ୍କୁ ସିଏମ୍…