Odisha Link
Bridging the Missing Links in Odisha
Browsing Tag

Assembly Session

ଆଜିଠୁ ବିଧାନସଭାରେ ୨ୟ ପର୍ଯ୍ୟାୟ ବଜେଟ୍…

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବା ସହ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହେବ। ତେବେ ଜଙ୍ଗଲ ନିଆଁ, ଧାନ ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରି ପାରନ୍ତି…

୧୨ରୁ ବିଧାନସଭା ୨ୟ ପର୍ଯ୍ୟାୟ ବଜେଟ୍‌…

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ। ବଜେଟ୍‌ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ କରାଯିବ। ଆସନ୍ତା କାଲିଠୁ ସବୁ ବିଧାୟକ, ସୁରକ୍ଷାକର୍ମୀ, ସାମ୍ବାଦିକ, ବିଧାନସଭା କର୍ମଚାରୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ। କାଲିଠୁ…

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର: ଆଜି ଠାରୁ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ। ବଜେଟ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି। ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ଼ ଅଫ ଅନର ସହ ସ୍ୱାଗତ କରାଯାଇଛି। ବିଧାନସଭାର ବଜେଟ୍‌…

ଶୀତ ଅଧିବେଶନ: ୩ଟା ପର୍ଯ୍ୟନ୍ତ ଗୃହ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଶୀତ ଅଧିବେଶନ। ଆଜି ବିଧାନସଭା ଆରମ୍ଭରୁ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ପୂର୍ବତନ ବାଚସ୍ପତି ଶରତ କର, ଏଥିସହ ୨ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ବର ପାତ୍ର ଓ…

ଆଜିଠୁ ଶୀତ ଅଧିବେଶନ

ଭୁବନେଶ୍ୱର: କୋଭିଡ୍‌ କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଚଳିତ ଅଧିବେଶନ କାଳରେ ସରକାରଙ୍କ ପକ୍ଷରୁ ୧୦ଟି ବିଲ୍ ଗୃହୀତ ହେବାକୁ ରହିଥିବାବେଳେ ୩ଟି ଅଧ୍ୟାଦେଶ ଆସିବାର ରହିଛି। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍‌। ୨୯ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍। ପ୍ରତିଦିନ ଗୃହ…

ବିଧାନସଭା ଶୀତ ଅଧିବେଶନ ପାଇଁ ଆଜିଠୁ…

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ। ମୌସୁମୀ ଅଧିବେଶନ ପରି ଚଳିତ ଶୀତ ଅଧିବେଶନ ପୂର୍ବରୁ ମଧ୍ୟ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀ, ସାମ୍ବାଦିକଙ୍କର କୋଡିଭ୍ ଟେଷ୍ଟ ହେବ। ଆଜିଠୁ ଆସନ୍ତା ୩ ଦିନ ଯାଏଁ…

ଶୀତ ଅଧିବେଶନ ପୂର୍ବରୁ ହେବ କୋଭିଡ…

ଭୁବନେଶ୍ୱର: ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ। ଶୀତ ଅଧିବେଶନ ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିର ରଖି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସୂଚନା ଦେଇ ବାଚସ୍ପତି କହିଛନ୍ତି, ମୌସୁମୀ ଅଧିବେଶନ ଭଳି…

ଦୈନିକ ସାଢେ ୪ ଘଣ୍ଟା ହେବ ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ଶୀତଅଧିବେଶନ। ଶୀତଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି ସୂଚନା ଦେଇ କହିଛନ୍ତି ଯେ, ଶୀତ ଅଧିବେଶନ ଦୈନିକ ମାତ୍ର ସାଢେ ୪ ଘଣ୍ଟା ଚାଲିବ। ତେବେ ପ୍ରଶ୍ନକାଳ ହେବ କି ନାହିଁ ସେନେଇ କିଛି…

ନଭେମ୍ବର ୨୦ରୁ ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ଗୁରୁତ୍ୱପୂର୍ଣ୍ଣ ଶୀତ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ। ବିଧାନସଭାର ଶୀତ ଅଧିବେଶନ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ, ନଭେମ୍ବର ୨୦ରେ ଅତିରିକ୍ତ ବଜେଟ ଆଗତ କରାଯିବ।…

ସରିଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ସରିଲା ବିଧାନସଭା ମୌସୁମୀ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି। ଗୋଟିଏ ଦିନ ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନ ମୁଲତବି ଘୋଷଣା କଲେ ବାଚସ୍ପତି। ଆଜି ବିଧାନସଭାରେ ୫ଟି ବିଲ୍ ପାରିତ ହୋଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ୍…