Odisha Link
Bridging the Missing Links in Odisha
Browsing Tag

Assembly Session

ବିଧାନସଭାରେ ପାରିତ ହେଲା ୫ଟି ବିଲ୍

ଭୁବନେଶ୍ୱର: ଆଜି ବିଧାନସଭାରେ ପାରିତ ହେଲା ୫ଟି ବିଲ୍। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ୍ ୫ଟି ବିଲ୍ ପାରିତ ହୋଇଛି। ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ୍ ପାରିତ ହୋଇଛି।

ବିଧାନସଭାରେ ଉଠିଲା ଖଣି ଦୁର୍ନୀତି…

ଭୁବନେଶ୍ବର: ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ। ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ। ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ପ୍ରଦୀପ୍ତ। ପ୍ରଦୀପ୍ତ କହିଛନ୍ତି, ଖଣି ମାଫିଆ ଓ ଅଫିସର ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଭିଜିଲାନ୍ସ ମାମଲା ଥିବା ଏକ…

କୃଷି ସମସ୍ୟା ନେଇ ଗୃହରେ ମୁଲତବୀ ନୋଟିସ

ଭୁବନେଶ୍ୱର: କୃଷି ସମସ୍ୟାକୁ ନେଇ ଆଜି ପୁଣି ଗୃହରେ ମୁଲତବୀ ନୋଟିସ ଜାରି କରିଛନ୍ତି ବିରୋଧୀ। କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଉଦାସୀନତାରୁ ଚାଷୀ ଅସନ୍ତୋଷ ନେଇ ମୁଲତବୀ ନୋଟିସ ଜାରି କରିଛନ୍ତି ବିରୋଧୀ। ବିରୋଧୀଙ୍କ ମୁଲତବୀ ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।…

ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ…

ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ବିଲ୍ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ୍ ବିଧାନସଭାରେ ପାରିତ ହୋଇଛି। ଏହି ବିଲ ଅନୁଯାୟୀ କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି। ବିଲ୍ ପାରିତ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ…

ବିଧାନସଭାରେ ଉଠିଲା ଓଟିଭି ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ଦିନରେ ବହୁ ପ୍ରସଙ୍ଗ ଉପସ୍ଥାପନ ହୋଇଛି। ଏଥି ମଧ୍ୟରେ ଆଜି ବିଧାନସଭାରେ ଓଟିଭି ପ୍ରସଙ୍ଗ ବି ଉଠିଛି। ଏନେଇ ପ୍ରସଙ୍ଗ ଉଠାଇଲେ ବିଜେପ ବିଧାୟକ ଜୟନାରାୟଣ ମିଶ୍ର। ଏପିଡେମିକ ଡିଜିଜ୍‌ ସଂଶୋଧନ ବିଲ୍‌ ଆଲୋଚନାରେ ପ୍ରସଙ୍ଗ ଉଠିଛି। ଯିଏ ବିରୋଧ କରିବ ମାମଲା କରିଦେବେ।…

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ହେଉଛି…

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନ। ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ନେଇ ଗୃହରେ ସରଗରମ ଆଲୋଚନା ଚାଲିଛି। ବିଶ୍ୱବିଦ୍ୟାଳୟ ବିଲକୁ ‘କଳା ବିଲ୍’ କହି ବିରୋଧ କରିଛନ୍ତି ତାରା ବାହିନୀପତି। ଏଥି ସହ ତାରା ଗୃହରେ ବିଶ୍ୱବିଦ୍ୟାଳୟ…

ବିଧାନସଭାରେ ଉଠିଲା ମାସ୍କ ଦୁର୍ନିୀତି…

ଭୁବନେଶ୍ବର: ବିଧାନସଭାରେ ଉଠିଲା ମାସ୍କ ଦୁର୍ନିୀତି ପ୍ରସଙ୍ଗ। ମାସ୍କ ଓ ପିପିଇ କିଟ୍ ଦୁର୍ନିୀତି ପ୍ରସଙ୍ଗ ଉଠାଇଲେ ବିରୋଧୀ। ପ୍ରିଭିଲେଜ୍‌ ନୋଟିସ୍‌ ଆଧାରରେ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ମାସ୍କ ଓ ପିପିଇ କିଟ୍ ଦୁର୍ନିୀତିନେଇ ଲିଖିତ ଆକାରରେ ବାଚସ୍ପତିଙ୍କୁ ଜଣାଇଲେ ବିରୋଧୀ…

ଡିଜିପିଙ୍କ ବିଧାନସଭା ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥିପାଇଁ ଆଜି ଡିଜିପି ଅଭୟ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ସମାକ୍ଷା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଆଇନଶୃଙ୍ଖଳା ଓ ସିପିଙ୍କୁ ନେଇ ଡିଜିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଧାନସଭା ଅଧିବେଶନ…

ସରକାରଙ୍କୁ ଘେରିବା ପାଇଁ ବିଜେପିର…

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଇଛି। ଏଥିପାଇଁ ଆଜି ବିଧାନସଭା ରଣକୌଶଳ ନେଇ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ରଣକୌଶଳ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇ କହିଛନ୍ତି…

ବିଧାନସଭାରେ କରୋନା: ୭୫୭ରୁ ୧୩୬ ପଜିଟିଭ୍

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ। ୭୫୭ କୋଭିଡ୍ ଟେଷ୍ଟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଇଥିଲା। ବିଧାନସଭା ପରିସରରେ୬ଟି କାଉଣ୍ଟରରେ ନମୁନା…