Odisha Link
Bridging the Missing Links in Odisha
Browsing Tag

chennai

ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ଆହତଙ୍କୁ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ବାହାନଗା ଦୁର୍ଘଟଣାରେ ଆହତଙ୍କୁ ବାଲେଶ୍ୱର, ଭଦ୍ରକର ଓ…

ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆସନ୍ତା ୨୮ ତାରିଖରୁ ଝାରସୁଗୁଡ଼ାରୁ ଚେନ୍ନlଇକୁ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ସାତ ଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା…

ଆଜିଠାରୁ ବୟସ୍କମାନଙ୍କ ପ‌ାଇଁ ମାଗଣା…

ଚେନ୍ନାଇ: ପୁଣି ଥରେ ବୟସ୍କ ଲୋକମାନଙ୍କ ପାଇଁ ବସ୍‌ରେ ମାଗଣା ଟିକେଟ୍‌ ବ୍ୟବସ୍ଥା ଲାଗୁ କରିଛି ଏମ୍‌ଟିସି । ପ୍ରାୟ ୧୩ ମାସ ପରେ ମେଟ୍ରୋପଲିଟାନ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ଏହା ଲାଗୁକରିଛି । ଏହି ବ୍ୟବସ୍ଥା ୨୦୧୬ ମସିହା ଫେବ୍ରୁଆରି ମାସରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଅନୁସାରେ ୬୦…

ଚେନ୍ନାଇରୁ ୨ ଅନ୍ତର୍ଦେଶୀୟ ଡ୍ରଗ୍‌ସ…

ଚେନ୍ନାଇ: ଏକ ଅନ୍ତର୍ଦେଶୀୟ ଡ୍ରଗ୍‌ସ କାରବାର ରାକେଟ ଠାବ। ଆଜି ୨ ଜଣ ଅନ୍ତର୍ଦେଶୀୟ ଡ୍ରଗ୍‌ସ ବେପାରୀଙ୍କୁ ଚେନ୍ନାଇରେ ଗିରଫ କରାଯାଇଛି।ଏମାନଙ୍କ ନିକଟରୁ ପ୍ରାୟ ୧୦୦ କିଲୋଗ୍ରାମ ହିରୋଇନ୍‌ ଜବତ କରାଯାଇଛି, ଯାହାର ମୂଲ୍ୟ ୧୦୦୦ କୋଟି ହେବ। ଡ୍ରଗ୍‌ସ ବେପାରୀ ଶ୍ରୀଲଙ୍କା ନାଗରିକ ବୋଲି ଜଣାପଡିଛି।…

ମୁମ୍ବାଇ ପରେ ଚେନ୍ନାଇ: ୨୫ ସାମ୍ବାଦିକ…

ଚେନ୍ନାଇ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମୁମ୍ବାଇ ପରେ ଏବେ ଚେନ୍ନାଇର ଏକ ନ୍ୟୁଜ୍‌ ଚ୍ୟାନେଲର ୨୫ ଜଣ କର୍ମଚାରୀ କରୋନା ପଜିଟିଭ ଆକ୍ରାନ୍ତ ହୋିଥିବା ଖବର ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଯେ, ତାମିଲ ନ୍ୟୁଜ…

ଲକ୍‌ଡାଉନ୍: ୧.୭ ଲକ୍ଷ ଟଙ୍କାରେ ଡଙ୍ଗା…

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ସଡ଼କ ପଥ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଅଭିନବ ଉପାୟରେ ଘରକୁ ବାହୁଡ଼ିଛନ୍ତି ଚେନ୍ନାଇରେ ଫସି ରହିଥିବା ୧୦ ଜଣ ଓଡ଼ିଆ। ତେବେ ଘରେ ପହଞ୍ଚିବା ପୂର୍ବରୁ ପ୍ରଶାସନ ସେମାନଙ୍କୁ ଧରିନେଇ କ୍ବାରାଣ୍ଟିନ୍‌ ଗୃହରେ ରଖିଛି। ଚେନ୍ନାଇରେ ଫସି ରହିଥିବା ଓଡ଼ିଶାର ୧୦ ଜଣ ଓ ଆନ୍ଧ୍ରର…

ମୁଁ ଭବିଷ୍ୟତ ମୁଖ୍ୟମନ୍ତ୍ରୀ ନୁହେଁ:…

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବା ପାଇଁ ଦେଲେ ଆଭାସ। ରଜନିକାନ୍ତ ଆଜି ନିଜର ରାଜନୈତିକ ଯୋଜନା ସଂପର୍କରେ ସାମାନ୍ୟ ଆଭାସ ଦେଇଛନ୍ତି। ତେବେ ସେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜର ଭାବି ଦଳର ନାଁ ଘୋଷଣା କରିନାହାନ୍ତି। ସେ ମଧ୍ୟ ଆଗାମୀ ତାମିଲନାଡ଼ୁ ବିଧାନସଭା…

‘ଇଣ୍ଡିଆନ୍ ୨’ ସୁଟିଂ ସେଟ୍‌ରେ…

ଚେନ୍ନାଇ: ଚେନ୍ନାଇରେ ଏକ ସୁଟିଂ ସେଟରେ ଘଟିଛି ବଡ ଦୁର୍ଘଟଣା। କ୍ରେନ୍ ଖସି ପଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ ୨’ର ସୁଟିଂ ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିନେତା…

କୁକୁର ପିନ୍ଧିଲା ହେଲମେଟ୍

ଚେନ୍ନାଇ : ବିନା ହେଲମେଣ୍ଟରେ ଗାଡ଼ି ଚଳାଇଲେ ଫାଇନ ଦେବାକୁ ପଡ଼ିବ । ସେଥିପାଇଁ ଅନେକ ଲୋକ ହେଲମେଣ୍ଟ ପିନ୍ଧି ଗାଡ଼ି ଚଳାଉଛନ୍ତି । ଏହାକୁ ନେଇ ଅନେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆ ଭାଇରାଲ ହୋଇଥାଏ । ବର୍ତ୍ତମାନ ସୋସିଆଲ୍‌ ମିଡ଼ିଆରେ କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଥିବା ଜଣେ…

ଆତିଥ୍ୟରେ ମୁଁ ଅଭିଭୂତ: ଜିନ୍‌ପିଙ୍ଗ

ଚେନ୍ନାଇ: ଭାରତକୁ ଆସି ମୁଁ ବହୁତ ଖୁସି। ଏଥିସହିତ ଆପଣଙ୍କ ଆତିଥ୍ୟରେ ମୁଁ ଅଭିଭୂତ। ଏହା ମୁଁ ଏବଂ ମୋର ସାଥୀମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ହୋଇ ରହିବ। ଏପରି କହିଛନ୍ତି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମାମଲାପୁରମରେ ଅନୁଷ୍ଠିତ ଅନୌପଚାରିକ ବୈଠକରେ…