Odisha Link
Bridging the Missing Links in Odisha
Browsing Tag

CJI

ଜଷ୍ଟିସ୍‌ ଏନ୍.ଭି ରମନା ପରବର୍ତ୍ତୀ CJI,…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଏନ୍.ଭି ରମନା। କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର । ଆସନ୍ତା ୨୪ ତାରିଖରେ ପରବର୍ତ୍ତୀ CJI ଭାବେ ଶପଥ ନେବେ ଜଷ୍ଟିସ୍‌ ଏନ୍.ଭି ରମନା। ଜଷ୍ଟିସ୍‌ ଏନ୍‌ ଭି ରମନା ଦେଶର ୪୮ ତମ ମୁଖ୍ୟ ବିଚାରପତି ଭାବେ ନେବେ ଶପଥ‌। ଏପ୍ରିଲ…

କରୋନା: ଏଣିକି ସୁପ୍ରିମକୋର୍ଟରେ ଭିଡିଓ…

ନୂଆଦିଲ୍ଲୀ: ଗାଁ ଠୁ ଆରମ୍ଭ କରି ସହର ସବୁଠି କରୋନା ଭାଇରସକୁ ନେଇ ଚର୍ଚ୍ଚା। ଦିନକୁ ଦିନ କରୋନା ଭାଇରସ ଭାରତରେ ତାର କାୟା ବିସ୍ତାର କରୁଛି। ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ଓ କଟକଣା ଜାରି କରିଛନ୍ତି । ଏଣିକି ଭିଡିଓ କନଫରେନ୍ସି ମାଧ୍ୟମରେ ମାମଲାର ହେବ ଶୁଣାଣି। ଭିଡିଓ…

ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା…

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଧାନ ବିଚାରପତି(ସିଜେଆଇ) ଏସ.ଏ. ବୋବଡେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମସ୍ତ ସାଧାରଣ ପରିବହନ ଏବଂ ସରକାରୀ ଯାନକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଦ୍ୟୁତ ଚାଳିତ…

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଲେ ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ବୋବ୍‌ଡେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ୍ ବୋବ୍‌ଡେ ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥପାଠ କରିଛନ୍ତି। ସେ ୫ ମାସ…

CJI ସୂଚନା ଅଧିକାର ଆଇନ ପରିସରଭୁକ୍ତ

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ।ହେଲେ ଏନେଇ କିଛି ସର୍ତ୍ତ ରହିବ। କିଛି ସର୍ତ୍ତ ସହ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟଳୟ ସୂଚନା ଅଧିକାର ପରିସରଭୁକ୍ତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ…

ଅଯୋଧ୍ୟା: ରାୟ ପୂର୍ବରୁ ୟୁପି ମୁଖ୍ୟ…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି ବିବାଦ ରାୟ ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ଶ୍ରୀ ଗୋଗୋଇ ଆଜି ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ ଏବଂ ଡାଇରେକ୍ଟ ଜେନେରାଲ ପୁଲିସ୍‌ଙ୍କ ସହ ବୈଠକ କରିଛନ୍ତି। ଆସନ୍ତା…

ଇତିହାସରେ ପ୍ରଥମ, ଜଜଙ୍କ ବିରୋଧରେ…

ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ ଥର ହାଇକୋର୍ଟ ଜଜଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ପ୍ରଥମଥର ପାଇଁ କୌଣସୀ ହାଇକୋର୍ଟର ସିଟିଙ୍ଗ୍ ଜଜଙ୍କ ବିରୋଧରେ କେସ ରୁଜୁ ହୋଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଏଥିପାଇଁ ଅନୁମତି ଦେଇଛନ୍ତି। ଇଲାହାବାଦ ହାଇକୋର୍ଟର ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ…