Odisha Link
Bridging the Missing Links in Odisha

CJI ସୂଚନା ଅଧିକାର ଆଇନ ପରିସରଭୁକ୍ତ

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ।ହେଲେ ଏନେଇ କିଛି ସର୍ତ୍ତ ରହିବ। କିଛି ସର୍ତ୍ତ ସହ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟଳୟ ସୂଚନା ଅଧିକାର ପରିସରଭୁକ୍ତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

Comments are closed.