Odisha Link
Bridging the Missing Links in Odisha
Daily Archives

November 13, 2019

ଦିଲ୍ଲୀ: ଆଉ ୨ଦିନ ଯାଏ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖ ଯାଏ ଦିଲ୍ଲୀ ଓ ଏନ୍‌ସିଆରର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ। ଦିଲ୍ଲୀରେ ପ୍ରଦୂଷଣ ମାତ୍ର ବୃଦ୍ଧି ପାଇବାରେ ଲାଗିଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ପ୍ୟାନେଲ। ଏଥିସହ ଆବଶ୍ୟକ କାମ ନଥିଲେ ଲୋକଙ୍କୁ…

ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ ୭୦ ଅସୁସ୍ଥ

ସୋର: ଖନ୍ତାପଡ଼ାରେ ଘଟିଛି ଅଭାବନୀୟ ଅଘଟଣ। ଚିଙ୍ଗୁଡି ପ୍ରୋସେସିଂ ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା ଫଳରେ ୭୦ ଜଣ ଅସୁସ୍ଥ। ଖନ୍ତାପଡ଼ାରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍‌ ଲିକରୁ ଅଘଟଣ। ମିଳିଥିବା ଖବର ଅନୁସାରେ ଅଣନିଶ୍ବାସୀ ହୋଇ ଫ୍ୟାକ୍ଟିରେ ୭୦ରୁ ଉର୍ଦ୍ଧ୍ବ କର୍ମଚାରୀ ଅସୁସ୍ଥ…

ପଞ୍ଜାବ: ଡିସେମ୍ବର ୧ରୁ କବାଡି…

ଚଣ୍ଡୀଗଡ଼: ଡିସେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଭାରତରରେ ଆୟୋଜିତ ହବେ କବାଡି ବିଶ୍ବକପ୍। ପଞ୍ଜାବ ସରକାରଙ୍କ ପକ୍ଷରୁ କବାଡି ବିଶ୍ୱକପ୍ ଆୟୋଜିତ ହେଉଛି। ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମୀତ୍ ସିଂହ ସୋଢୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି, “ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଶିଖ୍…

ବାତ୍ୟା ବୁଲବୁଲ: କ୍ଷୟକ୍ଷତି ଆକଳନ ପାଇଁ…

ଭୁବନେଶ୍ବର: ବାତ୍ୟା ‘ବୁଲବୁଲ’ରେ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଦେଇ କହିଛନ୍ତି ଯେ, ବୁଲବୁଲ କ୍ଷୟକ୍ଷତି ଆକଳନ କରିବା…

କାଲିଠୁ ଭାରତ-ବାଂଲା ଟେଷ୍ଟ ସିରିଜ୍‌,…

ଇନ୍ଦୋର: କାଲିଠୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଖେଳାଯିବ। ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜକୁ କ୍ଲିନସୁଇପ୍ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଏନେଇ ଆଜି ଏକ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ…

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟାପକମାନଙ୍କ ଉପସ୍ଥାନ…

ଜଳସଂପଦ ବିଭାଗର ସହକାରୀ ନିର୍ବାହୀ…

ଭୁବନେଶ୍ୱର : ଜଳସଂପଦ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ଚୌଧୁରୀଙ୍କୁ କଟକ ସ୍ୱତନ୍ତ୍ର ନ୍ୟାୟାଧୀଶ (ଦୁର୍ନୀତି ନିବାରଣ)ଙ୍କ ପକ୍ଷରୁ ଅର୍ଥ ଆତ୍ମସାତ ଅଭିଯୋଗରେ ଉଭୟ ଜେଲ୍‌ ଏବଂ ଆର୍ଥିକ ଜୋରିମାନାରେ ଦଣ୍ଡିତ କରାଯାଇଛି । ଦୁର୍ନୀତି ବିରୁଦ୍ଧରେ ଦଣ୍ଡାଦେଶ ଶୁଣାଣି ପରେ…

ସାଉଥକୋ ଦୁର୍ନୀତିଖୋରଙ୍କ ଆଡ୍ଡାସ୍ଥଳରେ…

ଭୁବନେଶ୍ବର : ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ୍ ବିତରକ ସଂସ୍ଥା ବ୍ରହ୍ମପୁରସ୍ଥ ସାଇଥକୋ କାର୍ଯ୍ୟାଳୟ ଦୁର୍ନୀତିଖୋରଙ୍କର ଆଡ୍ଡାସ୍ଥଳରେ ପରିଣତ ହୋଇଛି । ବିଶେଷକରି ସାଉଥକୋ ୟୁଟିଲିଟି ସିଟିସର୍କଲ ଅଧିନରେ ବ୍ୟାପକ ଅନିୟମିତତା ଓ ଟେଣ୍ଡର ଫିକ୍ସିଂ ସଂଗଠିତ ହୋଇଛି । ସମ୍ପ୍ରତି ସେଠାରେ କାର୍ଯ୍ୟରତ ଜେନେରାଲ୍…

ଭାରତ ଇତିହାସ ଭୁଲ

ଭୁବନେଶ୍ବର: ଭାରତର ଇତିହାସ ସଂପୂର୍ଣ୍ଣ ଭୁଲ। ପିଲାଙ୍କୁ ଭୁଲ ଇତିହାସ ଶିକ୍ଷା ଦିଆଯାଉଛି। ଲୋକଙ୍କୁ ଭୀରୁ କରିବା ପାଇଁ ଚେଷ୍ଟା କରାଯାଉଛି। ଭାରତୀୟଙ୍କ ଦେଶପ୍ରେମ ଓ ଗୌରବଭାବକୁ ସମାପ୍ତ କରିବା ପାଇଁ ଏଭଳି ଲେଖା ଯାଇଥିବାରୁ ଇତିହାସକୁ ପୁଣିଥରେ ଲେଖିବା ଜରୁରୀ ବୋଲି ଗତକାଲି ଏକ କାର୍ଯ୍ୟକ୍ରମରେ…

ମହାରାଷ୍ଟ୍ର ରାଜନୀତି: ମୁହଁ ଖୋଲିଲେ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ଅମିତ ଶାହ। ସେ କହିଛନ୍ତି ଯେ, ସରକାର ଗଠନ କରିବା ପାଇଁ ୧୮ ଦିନ ସମୟ ଦିଆଯାଇଥିଲା। ପୂର୍ବରୁ ସରକାର ଗଠନ ପାଇଁ କାହାକୁ ଏତେ ସମୟ ଦିଆଯାିଇନି ବୋଲି କହିଛନ୍ତି ଅମିତ ଶାହ। https://twitter.com/ANI/status/1194610699642650624…