Odisha Link
Bridging the Missing Links in Odisha
Browsing Tag

SUPERME COURT

ଖଣି ଜମି ଉପରୁ ରୟାଲ୍ଟି ଆଦାୟ ଟ୍ୟାକ୍ସ…

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟ ଖଣିଜ ଟ୍ୟାକ୍ସକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଲାଗି ରହିଥିବା ମତଭେଦକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ କହିଛନ୍ତି, ଖଣିଜ ଜମି ଉପରେ ରୟାଲ୍ଟି କୁ ଟ୍ୟାକ୍ସ ଭାବେ…

ନିଟ୍‌ ପରୀକ୍ଷାଫଳ ବିବାଦ: ଗ୍ରେସ୍‌…

ଓଏଲ୍‌ ବ୍ୟୁରୋ: ନିଟ୍‌ ପରୀକ୍ଷାଫଳ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରିଥିଲେ…

ବିଜ୍ଞାପନ ମାମଲା: ବିଜେପିକୁ ଝଟକା,…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିପକ୍ଷ ବିଜ୍ଞାପନ ମାମଲାରେ ବିଜେପିକୁ ଲାଗିଛି ସୁପ୍ରିମ ଝଟକା। ସର୍ବୋଚ୍ଚ ନ୍ୟାୟାଳୟ ବିଜେପିର ଆବେଦନ ଶୁଣିବା କରିବାକୁ ମନା କରି ଦେଇଛନ୍ତି। ବିଜେପିର ବିଜ୍ଞାପନ ଭୁଲ ଅଟେ ବୋଲି କୋର୍ଟ କହିଛନ୍ତି।…

VVPATକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନର ଦ୍ବିତୀୟ ଚରଣ ମତଦାନ ଚାଲିଥିବା ବେଳେ ଶୁକ୍ରବାର ସୁପ୍ରିମକୋର୍ଟ VVPATକୁ ନେଇ ସୁପ୍ରିମ ରାୟ ଶୁଣାଇଛନ୍ତି। VVPAT ଯାଞ୍ଚ ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ବାଲାଟ ପେପରରେ ମତଦାନ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି।…

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ବୈଧ:…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ସୁପ୍ରିମ ମୋହର। ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବୈଧ କହିଲେ ସୁପ୍ରିମକୋର୍ଟ। ଧାରା ଉଚ୍ଛେଦ…

ଇଡି-ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ…

ଏଣିକି ନିର୍ବାଚନ କମିଶନରଙ୍କୁ ନିଯୁକ୍ତ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଏଣିକି ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀଦଳର ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟିର ପରାମର୍ଶ କ୍ରମେ ନିର୍ବାଚନ…

ଚିଟ୍‌ଫଣ୍ଡ ମାମଲା: ଜମାକାରୀ କିଭଳି…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଜମାକାରୀ କିଭଳି ଟଙ୍କା ଫେରସ୍ତ ପାଇ ପାରିବେ ସେ ନେଇ ବିଶେଷ ଗୁରୁତ୍ବାରୋପ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ ଏମ୍‌.ଆର୍‌ ଶାହା ଓ ବିଚାରପତି ସି.ଟି ରବିକୁମାରଙ୍କ ଖଣ୍ଡପୀଠ ସଲିସିଟର୍‌ ଜେନେରାଲ,…

ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା:…

ଓଏଲ୍‌ ବ୍ୟୁରୋ: ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ। ଆଜି ସୁପ୍ରିମକୋର୍ଟ କହିଛନ୍ତି ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା। ଏଥିରେ କୌଣସି ବେଆଇନ୍‌ କାର୍ଯ୍ୟ ହୋଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।୬ ବର୍ଷ ତଳେ ଅର୍ଥାତ୍…

ଲୋକଙ୍କୁ ଭଲ ଦେଶୀ ମଦ ଦେବୁ:…

ଓଏଲ୍‌ ବ୍ୟୁରୋ: ମଦ ନିଷିଦ୍ଧ ହୋଇଥିବା ରାଜ୍ୟ ବିହାରରେ ବିଷାକ୍ତ ମଦ ପିଇ ଗଲାଣି ୭୦ରୁ ଉର୍ଦ୍ଧ୍ବ ଜୀବନ। ସାରା ଦେଶରେ ବିହାର ମଦ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏକ ଅଜବ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମାନ୍‌ ସରକାର କହିଛନ୍ତି, ବେଆଇନ ଦେଶୀ ମଦ…