Odisha Link
Bridging the Missing Links in Odisha
Browsing Tag

SUPERME COURT

ଟେଲିକମ୍‌ କମ୍ପାନୀଙ୍କୁ ଆଶ୍ବସ୍ତି, AGR…

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ବସ୍ତି। ଆଡଜଷ୍ଟଡ୍ ଗ୍ରସ ରେଭେନ୍ୟୁ (ଏଜିଆର) ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ପୂର୍ବରୁ ଅନେକ ଟେଲିକମ କମ୍ପାନିଗୁଡ଼ିକ ଏଜିଆର ଦେୟ ଦେବା ପାଇଁ ୧୫-୨୦ବର୍ଷ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ସେମାନଙ୍କୁ ୧୦ବର୍ଷ ସମୟ ଦେଇଛନ୍ତି। ଏବେ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ:…

ନୂଆଦିଲ୍ଲୀ: ୟୁଜି, ପିଜି ପରୀକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିକୋର୍ଟ। ପୂର୍ବ ଧାର୍ଯ୍ୟ ସମୟ ଅନୁସାରେ ହେବ ୟୁଜି, ପିଜି ପରୀକ୍ଷା। ଆଜି ସୁପ୍ରିମକୋର୍ଟ ୟୁଜି, ପିଜି ପରୀକ୍ଷା ପ୍ରସଙ୍ଗକୁ ନେଇ କହିଛନ୍ତି ଯେ, ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିହେବନି। କରୋନା…

ମହରମ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହରମ ଶୋଭାଯାତ୍ରାକୁ ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଆଇଏଲକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏଭଳି ନିର୍ଦ୍ଦେଶ ଦେବୁ ନାହିଁ ଯାହା ଫଳରେ କି ବହୁ ସଂଖ୍ୟକ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…

NEET-JEE ପରୀକ୍ଷା ପ୍ରସଙ୍ଗ:…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଜୋର ଧରିଛି NEET-JEE ପରୀକ୍ଷା ପ୍ରସଙ୍ଗ। ଆଜି କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ NEET-JEE ପରୀକ୍ଷାକୁ ନେଇ ଚର୍ଚ୍ଚା ହୋଇଥିଲା। ବୈଠକରେ ଅଣ ବିଜେପି ଶାସିତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବରରେ ହେବାକୁ ଥିବା NEET-JEE…

ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ କିଏ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତି ସାରିଛି। ହେଲେ ଏବେ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ପଛରେ କିଏ ଅଛି ତାହା ଜଣା ପଡ଼ିନାହିଁ। ଏଭଳିକି ଏହି ମାମଲାର ଯାଞ୍ଚ କିଏ କରିବ ତାହା ସ୍ଥିର ହୋଇପାରୁନାହିଁ। ଯାହା ଫଳରେ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିପାରୁ…

ସୁଶାନ୍ତ ମୃତ୍ୟୁ ମାମଲା:ସୁପ୍ରିକୋର୍ଟରେ…

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି। ସିବିଆଇ ଓ ଇଡି ମିଳିତ ଭାବେ ଏହି ମାମଲାର ତଦନ୍ତ ଚଲାଇଛନ୍ତି। ମହାରାଷ୍ଟ୍ର ସରକାର ଆଜି ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି। ଏଥିସହିତ ସିବିଆଇ ତଦନ୍ତକୁ ବିରୋଧ କରିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସରକାରଙ୍କ…

ରାଜସ୍ଥାନ ରାଜନୀତି: ସୁପ୍ରିମକୋର୍ଟରୁ…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ହଟଚମଟ ଜାରି ରହିଛି। ଲାଗି ରହିଥିବା ରାଜନୈତିକ ସଙ୍କଟରେ ଦିନକୁ ଦିନ ନୂଆ ମୋଡ଼ ଆସିବାରେ ଲାଗିଛି। ଆଜି ରାଜସ୍ଥାନ ରାଜନୀତିକୁ ନେଇ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ରାଜ୍ୟପାଳ କଲରାଜ ମିଶ୍ରଙ୍କ…

ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ…

ନୂଆଦିଲ୍ଲୀ: ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟଙ୍କ ଶୁଣାଣୀ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଫଳରେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜସ୍ଥାନ…

ରାଜସ୍ଥାନ ରାଜନୀତି: ସୁପ୍ରିମକୋର୍ଟର…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ସୁପ୍ରିମକୋର୍ଟରେ। ବାଚସ୍ପତି ସିପି ଯୋଶୀ ହାଇକୋର୍ଟଙ୍କ ନିର୍ଦ୍ଦଶେକୁ ବିରୋଧ କରି ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ(ଏସଏଲପି) ଦାଖଲ କରିଛନ୍ତି। ଆଡଭୋକେଟ ସୁନିଲ ଫର୍ଣ୍ଣାଡିସଙ୍କ ଜରିଆରେ ଏହି ଆବେଦନ…

ବଡ଼ ଖବର: କଟକଣା ମଧ୍ୟରେ ହେବ ରଥଯାତ୍ରା,…

ନୂଆଦିଲ୍ଲୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ଖବର। ସମସ୍ତ କଳ୍ପନା ଜଳ୍ପନର ଅନ୍ତ ଘଟିଲା। ଆସନ୍ତାକାଲି ଅନୁଷ୍ଠିତ ହବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗ୍ରିନ୍‌ ସିଗନାଲ। ୩ ଜଣିଆ ଖଣ୍ଡପୀଠରେ ସିଜେଆଇ ଏସ୍‌. ଏ ବୋବଡେ, ଜଷ୍ଟିସ୍‌ ଦିନେଶ ମାହେଶ୍ବରୀ ଓ ଜଷ୍ଟିସ୍‌ ଏଏସ୍‌…