Odisha Link
Bridging the Missing Links in Odisha
Browsing Tag

CMRF

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ…

ଭୁବନେଶ୍ୱର: ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଉଦ୍ୟୋଗପତି, ଜନସେବୀ ତଥା ବାୟୋଟେକ ବୈଜ୍ଞାନିକ ଡ. ଶିତିକଣ୍ଠ ଦାଶ ଓଡ଼ିଶାର କରୋନା ଲଢ଼େଇ ପାଇଁ ବଢ଼ାଇଛନ୍ତି ସହଯୋଗର ହାତ। ରାଜ୍ୟରେ କୋଭିଡ୍-୧୯ ମୁକାବିଲା ପାଇଁ ଡ. ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ୧୫,୦୦୦ ଆମେରିକୀୟ ଡଲାର…

ସଞ୍ଚିତ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍‌…

ଭଂଜନଗର: ସାରା ବିଶ୍ବ କରୋନା ଲଢ଼େିରେ ଲଟପଟ ହେଉତିବା ବେଳେ ଓଡ଼ିଶା ବି ଏହି ମହାମାରୀ ଭୂତାଣୁକୁ ରାଜ୍ୟରୁ ଦୂରେଇବା ପାଇ' ସମ୍ମିଳିତ ଉଦ୍ୟମ ଜାରି ରଖିଛି। ଏଭଳି ସମୟରେ ରାଜ୍ୟର ହାତରେ ହାତ ମିଳାଇ ବହୁ ବ୍ୟକ୍ତି ସାଧ୍ୟମତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨…

ଭୁବନେଶ୍ବର: ଅଗ୍ରଣୀ ଓଡ଼ିଆ ଫାଉଣ୍ଡେସନ୍‌ର ଉପଦେଷ୍ଟା ତଥା ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଡ. ଦେବବ୍ରତ ସ୍ଵାଇଁ ରାଜ୍ୟର କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ନିଜର ଗୋଟିଏ ମାସର ଦରମା ରାଜ୍ୟ କୋଭିଡ୍‌ ଫଣ୍ଡ (ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି)କୁ ଦାନ କରିଛନ୍ତି ଡ. ସ୍ବାଇଁ। ବର୍ତ୍ତମାନ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩…

ଭୁବନେଶ୍ବର: ସାରା ବିଶ୍ବ ମହାମାରୀ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ସିଫେୟରର୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (SAO) ମଧ୍ୟ ଏ ଲଢ଼େିରେ ସାମିଲ ହୋଇଛି। ଆଜି SAO ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଜି ସଂଘର କାର୍ଯ୍ୟକାରୀ ପରିଷଦ ସଦସ୍ୟ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦ ଓ୍ବିଜଡମ ଟ୍ରୀ ଗ୍ଲୋବାଲ ସ୍କୁଲ ନିଜକୁ କରୋନା ଲଢ଼େଇରେ ସାମିଲ କରିଛି। ବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଂିକୁ ଏକ ଲକ୍ଷ ଟଙ୍କା ଦାନ କରାଯାଇଛି। ବର୍ତ୍ତମାନ ଭାରତ ସମେତ ସାରା ବିଶ୍ବ କରୋନା ମହାମାରୀ ସହ ଲଢ଼େଇ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦…

ଭୁବନେଶ୍ବର: ରାଜ୍ୟର କରୋନା ଯୁଦ୍ଧରେ ସାମିଲ ହୋଇଛି ପୂର୍ବ ଭାରତର ଅଗ୍ରଣୀ ରିଅଲ୍‌ ଇଷ୍ଟେଟ୍‌ ଡେଭେଳପର୍‌ ଡିଏନ୍‌ ହୋମ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌। ଡିଏନ୍‌ ହୋମ୍‌ସ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରାଯାଇଛି। କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଜଗଦୀଶ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିଙ୍କୁ…

ଢେଙ୍କାନାଳ: ଗନ୍ଦିଆର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ନବୀନ ନନ୍ଦ କରୋନା ଭୂତାଣୁ ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗୋଟିଏ ମାସର ଭତ୍ତା ପ୍ରଦାନ କରିଛନ୍ତି ନବୀନ। ଆଜି ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଶ୍ରୀ ନନ୍ଦ…

CMRF ଓ PM CARESକୁ ୨ କୋଟି ୪ ଲକ୍ଷ…

ଭୁବନେଶ୍ବର: ସାରା ଦେଶକୁ କରୋନା ସଂକ୍ରମଣର ଭୟ ବ୍ୟାପିଥିବା ବେଳେ ଏହାର ମୁକାବିଲା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରଚୁର ଅର୍ଥ ଆବଶ୍ୟକତା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି(CMRF) ଅଧିନରେ ସ୍ବତନ୍ତ୍ର କୋଭିଡ୍‌-୧୯ ପାଣ୍ଠି ଗଠନ ହୋଇଥିବା ବେଳେ କେନ୍ଦ୍ର…

ଦାନ ନା ଦିଗବଦଳ?

ଭୁବନେଶ୍ବର: ବିଜୁ ଜନତା ଦଳର ନିର୍ବାଚିତ ଜନପ୍ରତିନିଧିମାନେ ୩ ମାସର ଲେଖାଏଁ ଦରମା କରୋନା ପାଣ୍ଠିକୁ ଦାନ କରିବା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ବୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଧାରାର ପ୍ରବର୍ତ୍ତନ କରି ଉଦାହରଣ ସାଜିଛନ୍ତି। ତାଙ୍କୁ ଅନୁସରଣ କରିଛନ୍ତି ଦଳର ସାଂସଦ ଓ ବିଧାୟକ।…

କରୋନା ରିଲିଫ୍‌ ପାଣ୍ଠିକୁ ଗୋଟିଏ ମାସର…

ଭୁବନେଶ୍ବର: କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ସରକାରଙ୍କ ପକ୍ଷରୁ ମିଳୁଥିବା ଗୋଟିଏ ମାସର ପେନ୍‌ସନ୍‌ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(କୋଭିଡ୍-୧୯ ଫଣ୍ଡ୍)କୁ ଦାନ କରିଛନ୍ତି। କରୋନା ମୁକାବିଲାରେ ଓଡ଼ିଶା…